Browsing Category

ରାଜ୍ୟ

ମୋବାଇଲ୍ ଭ୍ୟାନରେ କରୋନା ଟେଷ୍ଟ୍

ଭୁବନେଶ୍ୱର: ରାଜ୍ୟରେ ଆଗକୁ ମୋବାଇଲ ଭ୍ୟାନ ବୁଲାଯାଇ କରୋନା ଟେଷ୍ଟ ହେବ । ସରକାର ଏନେଇ ନିଷ୍ପତି ନେବାର ସୂଚନା ମିଳିଛି । ଏବେ ଗଞ୍ଜାମରେ ମୋବାଇଲ୍ ଭ୍ୟାନ୍ ମାଧ୍ୟମରେ ଆଂଟିଯେନ ଟେଷ୍ଟ ହେଉଛି । କରୋନାର ସ୍ଥିତି ରାଜ୍ୟରେ ବେକାବୁ ହେବାରେ ଲାଗିଛି । ଖୋର୍ଦ୍ଧା, ଗଞ୍ଜାମ, କଟକରେ କରୋନା
Read More...

ଜାଲରେ ପଡ଼ିଲା ୮ କୁଇଣ୍ଟାଲର ବିରଳ ମାଛ

ବାଲେଶ୍ଵର: ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଛି ୮ କୁଇଣ୍ଟାଲ ଓଜନର ବିଶାଳ ବିରଳ ମାଛ। ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ଦିଘାଠାରେ ମତ୍ସ୍ୟଜୀବୀମାନେ ସମୁଦ୍ରରେ ମାଛ ମାରୁଥିବାବେଳେ ଏହା ସେମାନଙ୍କ ଜାଲରେ ପଡ଼ିଛି। ମାଛର ଓଜନ ୭୮୬ କିଲୋଗ୍ରାମ ବୋଲି ସୂଚନା ମିଳିଛି। ଓଡ଼ିଶାର ଜଣେ ଟ୍ରଲର
Read More...

ଗୁଣୁପୁର ଏସ୍.ବି.ଆଇ ବ୍ୟାଙ୍କ ୭ଦିନିଆ ସିଲ୍

ରାୟଗଡା: ଗୁଣୁପୁର ଏସ୍.ବି.ଆଇ ମୁଖ୍ୟ ଶାଖାକୁ ୭ଦିନ ପାଇଁ ସିଲ୍ କରାଯାଇଛି । ଜଣେ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ଏଭଳି ପଦକ୍ଷେପ ନିଆଯାଇଛି । ବ୍ୟାଙ୍କକୁ ସାନିଟାଇଜର କରାଯିବା ସହ ବ୍ୟାଙ୍କ୍ ସମ୍ମୁଖରେ ୭ ଦିନ ପାଇଁ ବନ୍ଦ ନୋଟିସ୍ ମରାଯାଇଛି । ପଜିଟିଭ୍ ବାହାରିଥିବା
Read More...

ରାଜ୍ୟରେ ୪୮ ଘଂଟା ମଧ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଅର୍ଥାତ୍‌ ମଙ୍ଗଳବାର ଅପରାହ୍ନ ସୁଦ୍ଧା ରାଜ୍ୟର ଅର୍ଦ୍ଧାଧିକ ଜିଲ୍ଲାରେ ପ୍ରବଳ ବର୍ଷା ଓ ବଜ୍ରପାତର ସମ୍ଭାବନା ରହିଛି। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଜି ଅପରାହ୍ନରେ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି ଯେ
Read More...

ଅଗଷ୍ଟରେ ପ୍ରକାଶ ପାଇବ +୨ ପରୀକ୍ଷା ଫଳ

ଭୁବନେଶ୍ୱର: ଅଗଷ୍ଟ ତୃତୀୟ ସପ୍ତାହରେ ପ୍ରକାଶ ପାଇବ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ । ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । +୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ଅଗଷ୍ଟ ତୃତୀୟ ସପ୍ତାହରେ ପ୍ରକାଶ ପାଇବ । ଏବଂ ଅଗଷ୍ଟ ମାସ ଶେଷ ସୁଦ୍ଧା +୨ କଳା ରେଜଲ୍ଟ
Read More...

ଆଦର୍ଶ ଥାନା ସିଲ୍

ମାଲକାନାଗିରି: କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯାହାକୁ ନେଇ ଚିନ୍ତାରେ ପଡିଯାଇଛି ପ୍ରଶାସନ । ତେବେ ମାଲକାନାଗିରି ଆଦର୍ଶ ଥାନାକୁ ସପ୍ତାହେ ପାଇଁ ସିଲ୍ କରାଯାଇଛି । ଥାନାରେ ଜଣେ ପୋଲିସ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏଭଳି ପଦକ୍ଷେପ ନିଆଯାଇଛି । ଏହା ସହିତ ଏକ
Read More...

ଟଙ୍କା ଦେଲେ ସରକାରୀ କ୍ୱାରେଂଟାଇନ୍ ସେଂଟରରେ ରହିବ

ଖୋର୍ଦ୍ଧା: ବିଦେଶ ଫେରନ୍ତା ପ୍ରବାସୀ ଓଡିଆଙ୍କୁ ସରକାରୀ କ୍ୱାରେଂଟାଇନ୍ ସେଂଟରରେ ରହିବାକୁ ହେଲେ ଟଙ୍କା ଦେବାକୁ ପଡିବ । ଏବଂ ଟଙ୍କା ନଦେଲେ ରହିବାକୁ ଅନୁମତି ମିଳିବ ନାହିଁ ବୋଲି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଜରିପଡା ପଂଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଜୟ କୁମାର ରାୟଗୁରୁ
Read More...

ଦୋକାନୀଙ୍କ ପାଇଁ ୫ ନିୟମ

ଭୁବନେଶ୍ୱର: ଦୋକାନୀଙ୍କୁ ତାସ୍, କ୍ରିକେଟ, ଭଲିବଲ୍ ଖେଳିବା ମନା , ଯଦି ଖେଳିବେ ସେମାନଙ୍କୁ ୧୪ ଦିନିଆ କ୍ୱାରେଂଟାଇନ୍ ରେ ରଖାଯିବ । ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି ନିଷ୍ପତି ନିଆଯାଇଛି । ତତ୍ସହିତ ଗଞ୍ଜାମ ଜିଲ୍ଲାରେ
Read More...

୨୯ରେ ବାହାରିବ ମାଟ୍ରିକ୍ ରେଜଲ୍ଟ

ଭୁବନେଶ୍ୱର: ଜୁଲାଇ ୨୯ ତାରିଖରେ ପ୍ରକାଶ ପାଇବାକୁ ଯାଉଛି ମାଟ୍ରିକ ରେଜଲ୍ଟ । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । କରୋନା ମହାମାରୀ ସଂକ୍ରମଣ ହେତୁ ଏଥର ପରୀକ୍ଷା ଫଳ ବାହାରିବାରେ ବିଳମ୍ବ ହୋଇଛି । ଚଳିତ ବର୍ଷ ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା
Read More...

‘ରାଉରକେଲା ୱାନ’ ପ୍ରକଳ୍ପ ଉପରେ ସହାରବାସୀଙ୍କ ନଜର

ରାଉରକେଲା:  ରାଉରକେଲା ସ୍ମାର୍ଟସିଟି ଲିମିଟେଡ଼ ପକ୍ଷରୁ ୧୨୦.୩୬ କୋଟିଟଙ୍କା ବ୍ୟୟରେ ଆରମ୍ଭ ହେଉଥିବା ‘ରାଉରକେଲା ୱାନ’ ପ୍ରକଳ୍ପର କାର୍ଯ୍ୟକାରିତା ଉପରେ ସହରବାସୀଙ୍କର ଆଖି ରହିଛି। କାରଣ ଏହି ପ୍ରକଳ୍ପ ପୂର୍ଣ୍ଣାଙ୍ଗ ଉପରେ ରାଉରକେଲା ସହରର ସାମଗ୍ରିକ ବିକାଶ ନିର୍ଭର କରୁଛି।
Read More...