Browsing Category

ରାଜ୍ୟ

ଏହି ସହରରେ ଆରମ୍ଭ ହେଲା ଡୋର ଟୁ ଡୋର ସର୍ଭେ

ଜୟପୁର:କୋରାପୁଟ ପରେ ଜୟପପୁରରେ ଆରମ୍ଭ ହୋଇଛି ‘ଡୋର ଟୁ ଡୋର’ ସର୍ଭେ । ସହରର ପ୍ରତ୍ୟେକ ୱାର୍ଡରେ ଘର ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି ମେଡିକାଲ ଟିମ୍ । ପ୍ରତିି ୱାର୍ଡ ପାଇଁ ଗୋଟିଏ କର୍ମୀ, ସ୍ୱାସ୍ଥ୍ୟ ସାଥି ଏବଂ ଶିକ୍ଷକ ଅଛନ୍ତି । ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ
Read More...

ଗୋ ମାଂସ ଚାଲାଣରେ ଜଣେ ମହିଳା ସମେତ ୩ ଗିରଫ

ରାଉରକେଲା : ସୁନ୍ଦରଗଡ ଜିଲ୍ଲାର ରାଉରକେଲାରେ ଗୋ ମାଂସ ଜବତ କରାଯାଇଛି । ଏହି ମାମଲାରେ ୩ଜଣଙ୍କୁ ଗିରଫ କରିଛି ପୁଲିସ । ଖାଲି ସେତିକି ନୁହେଁ ଗୋ ମାଂସ ଚାଲାଣକାରୀଙ୍କ ଆକ୍ରମଣରେ ବଜରଙ୍ଗ ଦଳର ଜଣେ କର୍ମୀ ମଧ୍ୟ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ସୁନ୍ଦରଗଡ
Read More...

ପୁଲିସ-ମାଓବାଦୀ ମୁହାଁମୁହିଁ ; ଗୁଳିବିନିମୟ ଜାରି

ମାଲକାନଗିରି : ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ପୁଣି ପୁଲିସ ମାଓବାଦୀ ମୁହାଁମୁହିଁ ହୋଇଥିବା ରବିବାର ଜଣାପଡ଼ିଛି। ସ୍ୱାଭିମାନ ଅଞ୍ଚଳର ପଣସପୁଟ ଅଞ୍ଚଳରେ ଗୁଳିବିନିମୟ ଚାଲୁ ରହିଛି। ମାଲକାନଗିରି ଏସଓଜି, ଡି ଭି ଏଫ ଓ ଆନ୍ଧ୍ର ଗ୍ରେହଣ୍ଡଙ୍କ ମିଳିତ ସର୍ଚ୍ଚ ଅପରେସନ ବେଳେ
Read More...

କଟକ ରେ ପୁଣି ୬୦ କରୋନା ପଜିଟିଭ : ତିନିଦିନରେ ୧୯୨ ଛୁଇଁଲା ଅକ୍ରାନ୍ତଙ୍କ ସଂଖ୍ୟା

କଟକ: ଚିନ୍ତା ବଢାଇଲା କଟକର ସାହି, ବସ୍ତି । ପୁଣି ଗୋଟିଏ ଦିନରେ କଟକ ସହରରୁ ୬୦ ଜଣ କରୋନା ଆକ୍ରାନ୍ତ ଚିହତନଟ ହୋଇଛନ୍ତି । ଗତ ତିନିଦିନରେ କଟକ ସହରରୁ ୧୯୨ଜଣ ଆକ୍ରାନ୍ତ ଚିହ୍ନଟ ହେବା ଘଟଣାକୁ ନେଇ ସହରରେ ଆତଙ୍କ ସୃଷ୍ଟି କଲାଣି । ଚୌଦ୍ୱାର ସର୍କଲ ଜେଲର ଜଣେ କର୍ମଚାରୀ , ଷଷ୍ଠ
Read More...

ରାଜ୍ୟରେ ୨୫ ହଜାର ଟପିଲା କରୋନା ଆକ୍ରାନ୍ତ, ଆଜି ୧୩୭୬ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଜି ୩୦ଟି ଜିଲ୍ଲାରୁ ୧୩୭୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୫ ହଜାର ୩୮୯ରେ ପହଂଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୯୧୭ ଓ ସ୍ଥାନୀୟ ଅଂଚଳରୁ ୪୫୯ ଜଣ ଅଛନ୍ତି ବୋଲି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଟ୍ୱିଟ
Read More...

ରାଜ୍ୟରେ ପୁଣି ୧୩୨୦ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଆଜି ପୁଣି ୧୩୨୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ସଂଗରୋଧ କେନ୍ଦ୍ରରୁ ୮୮୭ ଓ ସ୍ଥାନୀୟ ଅଞ୍ଚଳରୁ ୪୩୩ ଚିହ୍ନଟ ହୋଇଛନ୍ତି । ଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪,୦୧୩କୁ ବୃଦ୍ଧି ପାଇଛି ବୋଲି ସୂଚନା ଓ ଲୋକସଂପର୍କ ବିଭାଗ
Read More...

କୋଲକତା ହସ୍ପିଟାଲରେ ୪ ଦିନ ହେଲା ପଡ଼ିଛି ଶବ

ରାଉରକେଲା: ୪ ଦିନ ହେଲା ଘରର ଏକମାତ୍ର ପୁଅର ଶବ ପଡ଼ିଛି କୋଲକାତାର ଏକ ହସ୍ପିଟାଲ ମର୍ଗରେ । କିନ୍ତୁ ଅନ୍ତିମ ସଂସ୍କାର ହୋଇ ପାରୁନାହିଁ । ରାଉରକେଲାରେ ଥାଇ ବାପା, ମା’ ଓ ତାଙ୍କ ବିଧବା ପତ୍ନୀ ଦିନରାତି ଆଖିରୁ ଲୁହ ଗଡ଼ାଉଛନ୍ତି । ଆଉ କିଛି ଉପାୟ ନାହିଁ ସେମାନଙ୍କ ପାଖରେ । ପରିବାର
Read More...

ଜୁଲାଇ ୨୯ରେ ପଶ୍ଚିମବଙ୍ଗକୁ ଟ୍ରେନ୍ ବାତିଲ୍

ଭୁବନେଶ୍ୱର: ଜୁଲାଇ ୨୯ରେ ପଶ୍ଚିମବଙ୍ଗ ସମ୍ପୂର୍ଣ୍ଣ ଲକ୍ଡାଉନ୍ ହୋଇଥିବାରୁ ଭୁବନେଶ୍ୱର ହାୱଡାକୁ ଚଳାଚଳ କରୁଥିବା ସ୍ୱରନ୍ତ୍ର ଟ୍ରେନ୍କୁ ବାତିଲ୍ କରାଯାଇଛି । ଭୁବନେଶ୍ୱର ହାୱଡା (୦୨୦୭୪) ସ୍ୱତନ୍ତ୍ର ଟ୍ରେନ୍ ଭୁବନେଶ୍ୱର ଓ ହାୱାଡା ଭୁବନେଶ୍ୱର (୦୨୦୭୩) ହାୱାଡାରୁ ଉକ୍ତ ଦିନ ଚଳାଚଳ କରିବ
Read More...

୫୫ ଗଶମାଧ୍ୟମ ପ୍ରତିନିଧିଙ୍କ ଆଣ୍ଟିଜେନ ଟେଷ୍ଟ

ଭୁବନେଶ୍ୱର: ବିଏମ୍ସି ପକ୍ଷରୁ ବୁଧବାର ଗଣମାଧ୍ୟମ ପ୍ରତିନିଧିଙ୍କ ଆଂଟିଜେନ୍ ପରୀକ୍ଷା ସହିଦ୍ନଗର କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଥିବା । ଏଥିରେ ୫୫ ଜଣ ଗଣମାଧ୍ୟମ ପ୍ରତିନିଧିଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଥି ବେଳେ ସମସ୍ତଙ୍କ ନେଗେଟିଭ୍ ଆସିଥିବା ବିଏମ୍ସି ପକ୍ଷରୁ ସୂଚନା ଦିଆଯାଇଛି ।
Read More...

ମହାନଦୀ ପୋଲରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

କଟକ: ତାରପୁର ବାଇପାସ ନିକଟ ମହାନଦୀ ପୋଲ ଉପରୁ ଭରାନଈକୁ ଡେଇଁ ପଡ଼ି ନୃସିଂହ ପରିଡ଼ା (୨୪)ଙ୍କ ଆତ୍ମହତ୍ୟା ଉଦ୍ୟମ ଓ ଦୀର୍ଘ ୧୦ ଘଂଟା ଧରି କସରତ ପରେ ତାଙ୍କୁ ଉଦ୍ଧାର କରାଯିବା ଘଟଣା ସମଗ୍ର ଅଂଚଳର ଚର୍ଚ୍ଚାର ବିଷୟ ହୋଇଛି । ତେବେ ଭୁବନେଶ୍ୱରରେ ମାନବପ୍ରେମୀ ଆଦିତ୍ୟ ଦାସଙ୍କ ସନ୍ଦେହଜନକ
Read More...