Browsing Category

ରାଜ୍ୟ

କାଡା କେନାଲରେ ପାଇପ ପକାଇ ମରାମତି

ବାଲିକୁଦା: ଚାଷୀଙ୍କ ଜିଦ୍ ଆଗରେ ମୁଣ୍ଡ ନୁଆଇଛନ୍ତି ଠିକାଦାର । ପୂର୍ବରୁ ଚାଷୀ ମାନଙ୍କୁ ଭଣ୍ଡି ଚାଲିଥିବା ବେଳେ ଏଥର କିନ୍ତୁ ଆଉ ଚାଷୀଙ୍କ ସମ୍ମୁଖରୁ ବର୍ଞ୍ଚି ଯାଇ ପାରି ନାହାନ୍ତି ଠିକାଦାର । ବୋରିକିନା ପଞ୍ଚାୟତ ଦରଡା ଠାରେ ଏଲ୍ଏନ୍ଟି କମ୍ପାନୀ ପକ୍ଷରୁ ନିର୍ମାଣ କରାଯାଉଥିବା ପାଣି
Read More...

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ସମ୍ପର୍କିତ ୱେବିନାର

ଭୁବନେଶ୍ୱର: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ଆଂଚଳିକ ଜନସମ୍ପର୍କ କାର୍ଯ୍ୟାଳୟ (ଆରଓବି) ପକ୍ଷରୁ ‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା’ ଉପରେ ଏକ ୱେବିନାର ଅନୁଷ୍ଠିତ ହୋଇଯାଇଛି । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଓଡ଼ିଶା ପ୍ରାନ୍ତ ଅତିରିକ୍ତ ମହାନିର୍ଦେଶକ
Read More...

ବର୍ଷା ହେଲା କାଳ: ଖାଲରେ ପଡ଼ି ଶିଶୁପତ୍ର ମୃତ

ଯାଜପୁର- ମଙ୍ଗଳପୁର ଥାନା ଇଜାପୁର ଗାଁରେ ବର୍ଷା ଜଳ କାଳ ହୋଇଛି । ଘର ପାଖରେ ଜମି ରହିଥିବା ବର୍ଷାଜଳରେ ପଡି ଶିଶୁ ପୁତ୍ରର ମୃତ୍ୟୁ ହୋଇଛି । ସୂଚନାଅନୁସାରେ , ବିଂଝାରପୁର ଥାନା ଘଂଟିଆଳ ପଂଚାୟତ କାଜିବାଗ୍ ଗାଁକୁ ବୁଲିବାକୁ ଯାଇଥିଲା । ତେବେ ଭଣଜା କଥା ମୁତାବକ ମାମୁ ବଜାରରୁ ଆମ୍ବ
Read More...

ଟ୍ରକ ଭିତରୁ ହେଲ୍ପରର ମୃତଦେହ ଉଦ୍ଧାର

ପାରାଦୀପ:- ପାରାଦ୍ଵୀପ ସବ୍ ଷ୍ଟେସନ୍ ବେଲ୍ଟଲାଇନ ର ମୁଣ୍ଡାପଡା ନିକଟରେ ଥିବା ଏକ ଟ୍ରକ୍ ରୁ ହେଲପରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ବାବୁଲି ସିଂ ଙ୍କ ଘର ମଧ୍ୟ ସେହି ମୁଣ୍ଡାପଡାରେ। ସେ ଗତକାଲି ଡ୍ରାଇଭରଙ୍କ ସହିତ ସେହି ଗାଡିରେ ଆସି ମାଲ୍ ଅନଲୋଡିଂ କରିବା ପରେ ଗାଡି
Read More...

ଅଗ୍ନିକାଣ୍ଡ ରେ ଜଳିଗଲା ଦୋକାନ

ପାରାଦୀପ :- ଗତକାଲି ଅପରାହ୍ନ ସମୟରେ ପାରାଦୀପ ବିଜୟା ମାର୍କେଟ ରେ ହଠାତ୍ ଅଗ୍ନିକାଣ୍ଡ ଘଟି ୨ ଟି ଦୋକାନ ଘରେ ନିଆଁ ଲାଗିଯାଇଛି। ଏହି ଅଗ୍ନିକାଣ୍ଡ ରେ ଗୋଟିଏ ଚପଲ ଦୋକାନ ଅଧା ପୋଡ଼ି ଜଳିଯାଇଥିବା ବେଳେ ପାଖରେ ଥିବା ଏକ ଇଲେକ୍ଟ୍ରି ଦୋକାନ ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଛି । ଘଟଣା
Read More...

ଜୁଲାଇ ୩୧ ପର୍ଯ୍ୟନ୍ତ ସମ୍ବଲପୁର ବିଶ୍ୱବିଦ୍ୟାଳୟ ବନ୍ଦ

ଭୁବନେଶ୍ୱର- କରୋନା ଭୟାବହତାକୁ ଦୃଷ୍ଟିରେ ରଖି ଜୁଲାଇ ୩୧ ପର୍ଯ୍ୟନ୍ତ ସମ୍ବଲପୁର ବିଶ୍ୱବିଦ୍ୟାଳୟ ବନ୍ଦ ରହିବ । ଏତଦ୍ ବ୍ୟତିତ ଜ୍ୟୋତିବିହାର ଓ ବୁର୍ଲା ବିଶ୍ୱବିଦ୍ୟାଳୟ ମଧ୍ୟ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଛି ।
Read More...

ଫନୀ ସହାୟତା ଦାବି, ତହସିଲ କାର୍ଯ୍ୟାଳୟରେ ଗଣଧାରଣା

ସାକ୍ଷୀଗୋପାଳ: ସତ୍ୟବାଦୀ ତହସିଲ ଅଞ୍ଚଳର ଫନୀ ସହାୟତାରୁ ବଞ୍ଚିତ ପ୍ରକୃତ କ୍ଷତିଗ୍ରସ୍ତ ହିତାଧିକାରୀମାନେ ସହାୟତା ଦାବି କରି ଷଷ୍ଠ ଥର ନିମନ୍ତେ ଆଜି ସତ୍ୟବାଦୀ ତହସିଲ କାର୍ୟ୍ୟାଳୟ ପରିସରରେ ଗଣଧାରଣା ଦେଇଥିଲେ।  ଏ ସଂକ୍ରାନ୍ତରେ ତହସିଲଦାର ମନୋଜ କୁମାର ନାୟକ ଆନ୍ଦୋଳନକାରୀ ମାନଙ୍କ ସହିତ
Read More...

୩ ଦିନ ପ୍ରବଳ ବର୍ଷା, ୧୫ ଜିଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ଵର: ରାଜ୍ୟରେ ମଙ୍ଗଳବାରଠାରୁ ୩ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ। ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏ ନେଇ ସତର୍କ ସୂଚନା ଦିଆଯାଇଛି। ଏହା ସହିତ ଉତ୍ତର ଓଡ଼ିଶା, ଉପକୂଳ ଓଡ଼ିଶା ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
Read More...

କଟକରୁ ପୁଣି ୧୬ କରୋନା ପଜିଟିଭ ଚିହ୍ନଟ

କଟକ- କଟକରୁ ଚିହ୍ନଟ ହେଲେ ନୂଆ ୧୬ କରୋନା ପଜିଟିଭ । ସେମାନଙ୍କ ମଧ୍ୟରୁ ୬ ଜଣ ସରକାରୀ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୮ ଜଣ ହୋମ କ୍ୱାରେଂଟାଇନ ଓ ୨ ଲୋକାଲ କେସ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ କଟକରେ ସଂକ୍ରମିତଙ୍କ ସଂଖ୍ୟା ୩୬୬ରେ ପଂହଚିଥିବା ବେଳେ ୨୧୭ ଜଣ ସୁସ୍ଥ
Read More...

୨ କନେଷ୍ଟେବଳଙ୍କୁ କରୋନା

ଭୁବନେଶ୍ୱର: କମିଶନରେଟ୍ ପୋଲିସର ଦୁଇ କନେଷ୍ଟବଳ କରୋନା ଦ୍ୱାରା ସଂକ୍ରମିତ ହୋଇଛନ୍ତି । ଏହି ସୂଚନା ଦେଇ ଭୁବନେଶ୍ୱର ପୋଲିସ କମିଶନର ସୁଧାଂସୁ ଷଡଙ୍ଗୀ କହିଛନ୍ତି ଯେ ରିଜର୍ଭ ଲାଇନର ଦୁଇ କନେଷ୍ଟବଳଙ୍କ ରିପୋର୍ଟ କରୋନା ପଜିଟିଭ ଆସିଛି । ଦୁଇ କନେଷ୍ଟବଳଙ୍କ ମଧ୍ୟରୁ ଜଣଙ୍କର ଘର
Read More...