Browsing Category

ରାଜ୍ୟ

ୟୁଜିସି ନେଇ ଅଦାଲତକୁ ଯିବ ଛାତ୍ର କଂଗ୍ରେସ

ଭୁବନେଶ୍ୱର: କରୋନା ମହାମାରୀ ଯେତେବେଳେ ଆତଙ୍କ ସୃଷ୍ଟି କରିଛି, ସାଧାରଣ ଜନତା ବଂଚିବା ପାଇଁ ରାହା ଖୋଜୁଛନ୍ତି, ସେତେବେଳେ ବି.ପି.ୟୁ.ଟି କର୍ତୃପକ୍ଷ ଶେଷବର୍ଷ ପରୀକ୍ଷା କରିବା ଘୋଷଣା କରିଛନ୍ତି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଛାତ୍ର କଂଗ୍ରେସର ଏ ସଂକ୍ରାନ୍ତରେ ୟୁଜିସି ଏବଂ
Read More...

ମାନୁ ନାହାଁନ୍ତି ଲୋକେ : ଶିଥିଳ ପଡିଗଲାଣି ପ୍ରଶାସନ

ବିଞ୍ଝାରପୁର: କରୋନାର ଭୟବହତା ଦିନକୁ ଦିନ ଦୃତ ଗତିରେ ମାଡି ଚାଲିଛି । ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ପୂର୍ବରୁ ବିଞ୍ଝାରପୁରରେ ୧୭୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ବିଞ୍ଝାରପୁର ଥାନାରେ କାର୍ଯ୍ୟରତ ଜଣେ ୫୪ ବର୍ଷିୟ ଗୃହରକ୍ଷୀ କରୋନା ଆକ୍ରାନ୍ତ ହୋଇଥିବା
Read More...

ଖାଲଗାଁରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା

ବାଲିକୁଦା : ବାଲିକୁଦା ବ୍ଲକର ବିଭିନ୍ନ ଟିଏମସିରୁ ପୁଣି ୯ ଜଣଙ୍କ ଠାରେ କରୋନା ପଜିଟିଭ ଚିହ୍ନଟ କରାଯାଇଛି । ଏମାନେ ସମସ୍ତେ ବାହାର ରାଜ୍ୟରୁ ଆସିଥିବା ଜଣା ପଡିଛି । ଅନ୍ୟ ପକ୍ଷରେ ଏମାନେ ସମସ୍ତେ ନିଜ ନିଜର ପଂଚାୟତ କ୍ୱାରେଂଟାଇନ ସେଂଟରରେ ରହୁଥିବା ବେଳେ ଖାଲଗାଁ କ୍ୱାରେଂଟାଇନ ସେଂଟରରେ
Read More...

ଯାଜପୁର ଜିଲ୍ଲାରେ ୧ହଜାର କରୋନା ପଜିଟିଭ୍

ଯାଜପୁର: କରୋନା ମହାମାରୀ ବ୍ୟାପକ ପ୍ରଭାବ ବିସ୍ତାର କରିଥିବା ବେଳେ ଯାଜପୁର ଜିଲ୍ଲାରେ ପ୍ରାୟ ଏକ ହଜାର ଭଳି ପଜିଟିଭ୍ କେଶ ଚିହ୍ନଟ ହୋଇଚ୍ଥନ୍ତି । ସେଥିରୁ ପ୍ରାୟ ୬୦୦ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଜଣେ ମୃତ୍ୟୁ ବରଣ କରିଚ୍ଥନ୍ତି । ଆଗାମୀ ଦିନରେ ଜିଲ୍ଲାରେ କୋଭିଡ ଚିକିତ୍ସା ପାଇଁ
Read More...

ଶ୍ରୀମନ୍ଦିର ଉପରେ ବଜ୍ରପାତ ବିପଦ ରହିଛି!

ପୁରୀ: ଶ୍ରୀମନ୍ଦିର ମରାମତି ଓ ରକ୍ଷଣାବେକ୍ଷଣକୁ ନେଇ ଏଏସ୍ଆଇ (ଭାରତୀୟ ପ୍ରତ୍ନତତ୍ୱ ବିଭାଗ) ପାଇଁ ବିବାଦ ନୂଆ କଥା ନୁହେଁ । ପ୍ରତିଥର ଏହାକୁ ନେଇ ବିବାଦ ଉପୁଜିଛି । ଏବେ ରତ୍ନ ସିଂହାସନ ପଥର ବଦଳା ଯିବାକୁ ନେଇ ବିବାଦ ଥମିନି । ଠିକ୍ ଏମିତି ସମୟରେ ପୁଣି ଥରେ ଅତୀତରେ କିଛି ବିବାଦ
Read More...

ଆଉ ୪୦୧ କରୋନା ଆକ୍ରାନ୍ତ ସୁସ୍ଥ : ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୦,୮୭୭

ଭୁବନେଶ୍ବର : ଗୁରୁବାର ରାଜ୍ୟରେ ଆଉ ୪୦୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୦,୮୭୭କୁ ବୃଦ୍ଧି ପାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଥିବା ବେଳେ କରୋନା ଆକ୍ରାନ୍ତ
Read More...

ନିକୋଲସନ ବନ ବିଦ୍ୟାଳୟର ୧୦୦ ତମ ସମାବର୍ତନ ଉତ୍ସବ

ଚମ୍ପୁଆ: ଚମ୍ପୁଆସ୍ଥିତ ସର୍ବପୁରାତନ ନିକୋଲସନ ପ୍ରଶିକ୍ଷଣ ବନ ବିଦ୍ୟାଳୟର ୧୦୦ତମ ସମାବର୍ତନ ଉସôବ କୋଭିଡ ନିୟମ ଅନୁଯାୟୀ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ନଳିନୀକାନ୍ତ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚମ୍ପୁଆ
Read More...

ଉତ୍କଳ ସାମ୍ବାଦିକ ସଂଘର ନୂତନ କର୍ମକର୍ତା

ରାୟଗଡା: ଉତ୍କଳ ସାମ୍ବାଦିକ ସଂଘ ରାୟଗଡା ଶାଖାର ନୂତନ କର୍ମକର୍ତା ଚୟନ ହୋଇଯାଇଛି । ରାୟଗଡା ସହରରେ ଥିବା ବରିଷ୍ଠ ନାଗରିକ ସଭାଗୃହରେ ଉକ୍ରଳ ସାମ୍ବାଦିକ ସଂଘ ରାୟଗଡା ଶାଖା ତରଫରୁ ଏକ ସଭା ଅନୁଷ୍ଠିତ ହୋଇଥିଲା । ବୈଠକ ପୂର୍ବରୁ ଚୀନ ସୀମାରେ ସହୀଦ ହୋଇଥିବା ଯବାନ ଏବଂ କୋରନା ଯୋଦ୍ଧା ୨
Read More...

ଭିନ୍ନକ୍ଷମ ଚିତ୍ରଶିଳ୍ପୀ ପୁରସ୍କୃତ

ଭୁବନେଶ୍ୱର : ତାଙ୍କ କାନକୁ ଶୁଭେନି, ହେଲେ ତାଙ୍କ ହାତରେ ରହିଛି ଯାଦୁ । ତାଙ୍କ ଚିତ୍ରକଳାର ଯାଦୁ ଯେ କେହି ଦେଖିଲେ ଘଡ଼ିଏ ଅଟକିଯିବ । ଖୋର୍ଦ୍ଧା ଦଧିମାଛ ଗାଡ଼ିଆରେ ଜନ୍ମିତ ମୁକୁନ୍ଦ ପ୍ରସାଦ ପଟ୍ଟନାୟକ ଏବେ ରହୁଛନ୍ତି ଭୁବନେଶ୍ୱର ଭୀମଟାଙ୍ଗୀ ଅଂଚଳରେ । ପିଲାଟି ଦିନରୁ ଦିବ୍ୟାଙ୍ଗ
Read More...

ଦୈନିକ ଅଣକରୋନା ରୋଗୀଙ୍କ ଚିକିତ୍ସା ବ୍ୟବସ୍ଥା ପାଇଁ ଦାବୀ

ଭୁବନେଶ୍ୱର: ମହାମାରୀ କରୋନା ସଂକ୍ରମଣ ଭୟ ଯୋଗୁଁ ସମଗ୍ର ରାଜ୍ୟରେ ସାର୍ବଜନିନ ସ୍ୱାସ୍ଥ୍ୟ ସେବା ଓ ଚିକିତ୍ସା ବ୍ୟବସ୍ଥାର ଘୋର ଅଭାବ ଯୋଗୁଁ ନାହିଁ ନଥିବା ପରିସ୍ଥିତି ସୃଷ୍ଟି ହେଉଛି । ରାଜ୍ୟର ସରକାରୀ, ଘରୋଇ ମେଡିକାଲ କଲେଜଠାରୁ ସରକାରୀ ହସପିଟାଲ ମାନଙ୍କରେ ଆଉଟ ଡୋର ବନ୍ଦ ରହିବା ଓ ଅଣ
Read More...