Browsing Category

ରାଜ୍ୟ

ୟୁ.ଜି.ସି.ର ପରୀକ୍ଷା ପରିଚାଳନା ନିଷ୍ପତି ପ୍ରତ୍ୟାହାର ଦାବି

ଭୁବନେଶ୍ୱର: ୟୁ.ଜି.ସି. ଗାଇଡ୍ ଲାଇନ୍, ୬, ଜୁଲାଇ ୨୦୨୦କୁ ଅଖିଳ ଭାରତ ଛାତ୍ର ସଂଘ ବିରୋଧ କରିବା ସହ ତୁରନ୍ତ ପ୍ରତ୍ୟାହାର ପାଇଁ ଦାବି କରିଅଛି । ଗୃହ ମନ୍ତ୍ରଣାଳୟ ଓ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ମଞ୍ଜୁରୀ ନେଇ ୟୁ.ଜି.ସି. ଗତ ୬ ଜୁଲାଇରେ ଜାରି କରିଥିବା ଗାଇଡ୍ଲାଇନ୍ ସମସ୍ତ
Read More...

ବିଜେପି କାର୍ଯ୍ୟକର୍ତାଙ୍କ ବିରୁଦ୍ଧରେ ଅପପ୍ରଚାର : ଥାନାରେ ଏତଲା

ଚମ୍ପୁଆ: କରୋନା ସଂକ୍ରମଣ ବୃଦ୍ଧି ପାଇଁ ବିଜେପି କାର୍ଯ୍ୟକର୍ତାଙ୍କ ବିରୁଦ୍ଧରେ, ସାମାଜିକ ଗଣମାଧ୍ୟମରେ ମିଥ୍ୟା ଅପପ୍ରଚାର କରୁଥିବା କଂଗ୍ରେସର ଗୁରୁବକ୍ସ ସିଂ ଆଲୁଆଲିଆ ନାମରେ ଆଜି ଥାନାରେ ଏତଲା ଦିଆଯାଇଥିବା ଜଣାପଡିଛି । ମିଳଥିବା ସୁଚନା ଅନୁସାରେ କରୋନା ସଂକ୍ରମଣକୁ ନେଇ ସମସ୍ତେ
Read More...

ବନ୍ଧା ହେଲେ ବିଭୁ ପ୍ରସାଦ

ଭୂବନେଶ୍ୱର- ମହଙ୍ଗା ପଡିଲା ବାବୁଙ୍କ ଉଚ୍ଛୁଳା ପ୍ରେମ । ନିଜ ବୟସ ଠାରୁ ଯଥେଷ୍ଠ ସାନ ଜଣେ ସହକର୍ମୀଙ୍କୁ ଅଶ୍ଳୀଳ ଇଙ୍ଗିତ କରି ଫସିଗଲେ ଓଏଏସ ଅଧିକାରୀ । ସମ୍ପୃକ୍ତ ମହିଳା କର୍ମଚାରୀଙ୍କୁ ଅଶ୍ଳୀଳ ଫୋନ୍, ମେସେଜ୍ ଅଭିଯୋଗ ମାମଲାରେ ଆୟୁଷ ନିର୍ଦେଶଳୟ ନିର୍ଦେଶକ ବିଭୁ ପ୍ରସାଦ ଷଡ଼ଙ୍ଗୀ
Read More...

ଗାତରେ ରହୁଥିବା ଅସହାୟ ବୃଦ୍ଧା ଉଦ୍ଧାର

ବାରିପଦା: ମାଆ ଆଖିରେ ଭରି ରହିଥାଏ ଅସୁମାରୀ ସ୍ୱପ୍ନ । ପୁଅ ବଡହେଲେ ମାଆର ଯତ୍ନ ନେବ, ତାର ବୃଦ୍ଧାବସ୍ଥାରେ ପୁଅ ସେବା ସୁଶୃଷା କରିବ । ହେଲେ ସେହି ପୁଅ ବଡ ହେବା ପରେ ଯେତେବେଲେ ମାଆକୁ କରିଦିଏ ସାତପର ସେତେବେଳେ ମାଆ ପାଲଟିଯାଏ ଅସହାୟ । ଆଖିର ଲୁହକୁ ନିଜେ ପିଇବି ମାଆ କେବେ ପୁଅର
Read More...

ମାଲକାନଗିରି ପୋଲିସ କ୍ୟାଣ୍ଟିନରେ ବଳାତ୍କାର ଘଟଣା ପୋଲିସ ତଦନ୍ତରେ ବିଳମ୍ବ କରୁଛି!

ରାୟଗଡା: ମାଲକାନଗିରି ପୁଲିସ କ୍ୟାଣ୍ଟିନରେ ହୋଇଥିବା ବଳାତ୍କାର ଏବଂ ହତ୍ୟାର ତଦନ୍ତ ଜାଣିଶୁଣି ପୋଲିସ ତଦନ୍ତରେ ବିଳମ୍ବ କରୁଛି ବୋଲି ଭାରତୀୟ ଜନତା ପାର୍ଟିର ଉପ-ସଭାନେତ୍ରୀ ପ୍ରଭାତି ପରିଡା ଗୁରୁତର ଅଭିଯୋଗ କରିଛନ୍ତି । ଏ ନେଇ ପ୍ରଭାତି ପରିଡାଙ୍କ ସହ ସଂପାଦିକା ବବିତା ପାତ୍ର ଏବଂ
Read More...

ଗଞ୍ଜାମ ଜିଲ୍ଳାରେ ପ୍ରତି ଘରେ ସ୍କ୍ରିନିଂ ଟେଷ୍ଟ ଲାଗି ୨ ଶହ ଟିମ୍ ମୁତୟନ

ବ୍ରହ୍ମପୁର: ବ୍ରହ୍ମପୁର ରାଜ୍ୟରେ ଜାରି ରହିଛି କରୋନା ଆତଙ୍କ । କରୋନା ରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ଗଞ୍ଜାମ ଜିଲ୍ଲା । ତେଣୁ ଜୁଲାଇ ୯ରୁ ୧୩ ଯାଏ ବ୍ରହ୍ମପୁର ମହାନଗର ନିଗମ ସଟ୍ଡାଉନ ରହିବ । ଏହାସହ ଜିଲ୍ଳାର ସବୁ ସହାରଂଚଳ ଓ ୫ଟି ବ୍ଲକ ଯଥା- ସାନଖେମୁଣ୍ଡି, ଶେରଗଡ଼, ପାତ୍ରପୁର
Read More...

ବିପୁଳ ପରିମାଣରେ ଦେଶୀ ମଦ ଓ ପୋଚ୍ଚ ଜବତ

ରାୟଗଡା- ରାୟଗଡା ଜିଲ୍ଲାରେ ଚୋରା ମଦ କାରବାର ବୃଦ୍ଧି ପାଉଛି । ଏହାକୁ ଦେଖି ରାୟଗଡା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଏବଂ ଅବକାରୀ ଅଧିକ୍ଷଙ୍କ ଦଣ୍ଡପାଣି ବେହେରାଙ୍କ ନିର୍ଦେଶରେ ଗତ ୭ତାରିଖରେ ଚଢାଉ କରାଯାଇଥିଲା । ତେବେ ରାୟଗଡା ଥାନା ଅନ୍ତର୍ଗତ ପିଣ୍ଡପଦର ଓ ମଲିଗାଁରେ ଚଢାୁ
Read More...

ଅସୁରକ୍ଷିତ ଯାତ୍ରୀ ବିଶ୍ରାମଗାର ମରାମତି ଦାବି

ଯାଜପୁର: ଦଶରଥପୁର ବ୍ଲକ୍ ଅନ୍ତର୍ଗତ କନିକାପଡ଼ା ଛକସି୍ଥତ ୨୦ ନମ୍ବର ଜାତୀୟ ରାଜପଥ ପାଶ୍ୱର୍ରେ ରହିଛି ଏକ ଅସୁରକ୍ଷିତ ଯାତ୍ରୀ ବିଶ୍ରାମଗାର । ଏହି ରାଜପଥ ଦେଇ ଯାତାୟତ କରୁଥିବା ବିଭିନ୍ନ ଯାନବାହାନରେ ଯିବାକୁ ସ୍ଥାନୀୟ କନିକାପଡ଼ା, ବଉଳାଙ୍ଗ, ଶ୍ରୀରାମପୁର, ଦିହୁଡ଼ି ସାହି, ବାସିନ୍ଦାଙ୍କ
Read More...

ବିଷ୍ଣୁ ଦାସଙ୍କ ବିୟୋଗରେ ଶୋକ

ବାଲିକୁଦା; ତିର୍ତୋଲର ବର୍ତମାନର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଓ ପୂର୍ବତନ ସାଂସଦ ବିଷ୍ଣୁ ଦାସଙ୍କ ପର ଲୋକରେ ବାଲିକୁଦା ପୂର୍ବତନ ବିଧାୟକ ଡା. ଲଲାଟେନ୍ଦୁ ମହାପାତ୍ର, ଉମେଶ ସ୍ୱାଇଁ, ଜ୍ୟେତିଷ ଚନ୍ଦ୍ର ଦାସ ଗଭୀର ଶୋକ ପ୍ରକାଶ କରିଛନ୍ତି । ବ୍ଲକ ବିଜେଡି ପକ୍ଷରୁ ଶ୍ରୀ ଦାସଙ୍କ ପରଲୋକରେ
Read More...

କାର୍ଯ୍ୟରତ ନର୍ସକୁ ଛୁରି ମାରି ହତ୍ୟା କଲା ସ୍ୱାମୀ

ନିଆଳି- କଟକ ଜିଲ୍ଲା ସଦର ଥାନା ମହୁରା ପ୍ରାଥମିକ ସ୍କୁଲରେ ବୁଧବାର ଏକ ହତ୍ୟାକାଣ୍ଡ ଘଟିଛି । ଡିଉଟିରେ ଥିବାବେଳେ ଜଣେ ନର୍ସଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ତେବେ ଏହି ହତ୍ୟାକଣ୍ଡ ଊକ୍ତ ନର୍ସଙ୍କ ସ୍ୱାମୀ ଘଟାଇଛନ୍ତି । ସୂଚନାଅନୁସାରେ , ନର୍ସ ଜଣଙ୍କ ମହୁରା ସ୍କୁଲରେ ଗର୍ଭବତୀ
Read More...