Browsing Category

ରାଜ୍ୟ

କୁମ୍ଭୀର ଟାଣିନେଲା ଯୁବକଙ୍କୁ

ରାଜନଗର: କେନ୍ଦ୍ରପଡ଼ା ଜିଲ୍ଳା ରାଜନଗର ବ୍ଲକ ଜାତୀୟ ଉଦ୍ୟାନ ମଧ୍ୟରେ ଥିବା ବାଉଁଶଗଡ଼ ନଦୀରେ ମଙ୍ଗଳବାର ଜଣେ ଯୁବକଙ୍କୁ କୁମ୍ଭୀର ଟାଣିନେଇ ମାରିଦେଇଛି । ହାତଗୋଡ଼ ନ ଥିବା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଲେ ସାତଭାୟୀ ଗ୍ରାମର ରଞ୍ଜନ ମହାନ୍ତି (୩୫) । ରଞ୍ଜନ…
Read More...

ଶ୍ରମିକଙ୍କୁ ପ୍ରର୍ଯ୍ୟାପ୍ତ କାମ ଯୋଗାଇ ଦେବାକୁ ଦାବି

ବାରିପଦା: ପେସା ଗ୍ରାମସଭା ପକ୍ଷରୁ ମୟୂରଭ ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଥିବାର ଜଣାଯାଇଛି । ସେମାନଙ୍କର ପ୍ରମୁଖ ଦାବୀ ଗୁଡିକ ମଧ୍ୟରେ ଜିଲ୍ଲାରେ ଶ୍ରମିକ ଭାବରେ କାମ କରି ଆସୁଥିବା ଏବଂ ବାହାରୁ ଫେରିଥିବା ଦାଦନ ଶ୍ରମୀକ ମାନଙ୍କୁ ଜିଲ୍ଲାରେ…
Read More...

ରକ୍ତଦାନ ଶିବିର ଆୟୋଜିତ

ବାରିପଦା: ସମଗ୍ର ଦେଶ କରୋନା ମହାମାରୀ ଭୂତାଣୁ ସଂକ୍ରମଣରେ କବଳିତ । ଏଭଳି ଘଡି ସନ୍ଧି ମୁହୂର୍ତରେ ବିଭିନ୍ନ ରକ୍ତଭଣ୍ଡାର ମାନଙ୍କରେ ରକ୍ତ ଅଭାବ ଦେଖାଦେଇଛି । ରୋଗୀମାନେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି । ସେଥି ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଓ ଜିଲ୍ଲା…
Read More...

ସ୍ୱଂୟ ସହାୟକ ଗୋଷ୍ଠୀକୁ ଋଣ ଦେବାରେ ଠକେଇ :୨ ଗିରଫ

ରାୟଗଡା : ସ୍ୱଂୟ ସହାୟକ ଗ୍ରୁପକୁ ଋଣ ପ୍ରଦାନ ନାମରେ ଠକେଇ କରିଥିବା ଅଭିଯୋଗେରେ ଚାନ୍ଦିଲି ପୋଲିସ ୨ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ମୁତାବକ କେନ୍ଦ୍ରପଡାରୁ ୨ ଜଣ ବ୍ୟକ୍ତି ଆସି କେଉଁଝରି ଗାଁର ମା ମଙ୍ଗଳା ଓ ମା କନକ ଦୁର୍ଗା ସ୍ୱଂୟ ସହାୟକ ଗ୍ରୁଫକୁ ୧ ଲକ୍ଷ ୨୦ ହଜାର…
Read More...

ରାଜଧାନୀରେ ପଜିଟିଭ୍ ସଂଖ୍ୟା ବଢ଼ିବାରେ ଲାଗିଛି

ଭୁବନେଶ୍ୱର: ରାଜଧାନୀରେ ୨୪ ଘଂଟା ପୂର୍ବରୁ ୫୦ରୁ ଅଧିକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ଆସନ୍ତାକାଲି ବିଏମ୍ସି ପକ୍ଷରୁ ଏ ସମ୍ପର୍କରେ ଘୋଷାଣା କରାଯିବ । ଏଥିରେ ଆଇଗିଣିଆ, ପାତ୍ରପଡ଼ାରୁ ୨ ଜଣ ଲେଖାଏଁ, ସାଲିଆସାହି, ଏମ୍ସରୁ ମଧ୍ୟ ପଜିଟିଭ ରହିଛନ୍ତି । କ୍ରମାଗତ ଭାବେ…
Read More...

ରାୟଗଡା-ଗଂଜାମ ସୀମା ସିଲ୍

ରାୟଗଡା : ଗଂଜାମ ଜିଲ୍ଲାର ଜଣେ ୮୦ ବର୍ଷ ବୟସ୍କା ବୃଦ୍ଧାଙ୍କ କରୋନା ଜନିତ ମୃତ୍ୟୁ ପରେ ଘଟଣାର ଯେପରି ପୁନଃରାବୃତି ନ ହୁଏ ସେ ନେଇ ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ କଡା ପଦକ୍ଷେପ ଗ୍ରହଣ କରାଯାଇଛି । ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କ ନିର୍ଦେଶକ୍ରମେ ରାୟଗଡା-ଗଂଜାମ ସୀମା ସିଲ…
Read More...

ସିଫାରେ ବୃକ୍ଷ ରୋପଣ ଦିବସ

ଭୁବନେଶ୍ୱର : ପ୍ରତିବର୍ଷ ଜୁଲାଇ ୧୦ ତାରିଖ ଦିନ ଜାତୀୟ ମତ୍ସ୍ୟଚାଷୀ ଦିବସ ପାଳନ କରାଯାଏ । ଏହି ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଆଜି ସିଫାରେ ଏକ ବୃକ୍ଷରୋପଣ ଦିବସ ପାଳନ କରାଯାଇଅଛି । ଏହି କାର୍ଯ୍ୟକ୍ରମରେ ଦେଶର ମଧୁର ଜଳ କୃଷିର ବିକାଶ ନିମନ୍ତେ ବିଶେଷ ଯୋଗଦାନ କରିଥିବା କେତେକ…
Read More...

ଅବସରପ୍ରାପ୍ତ କର୍ମଚାରୀଙ୍କ ନିଯୁକ୍ତିକୁ ବିରୋଧ

ଭୁବନେଶ୍ୱର: ଓଡ଼ିଶା ସରକାର ଆଗାମୀ ଦୁଇବର୍ଷ ପାଇଁ କୌଣସି ନୂଆ ପଦବୀ ସୃଷ୍ଟି ନକରିବାକୁ ନିଷ୍ପତି ଗ୍ରହଣ କରିଥିବା ବେଳେ ୧୦ ଜଣ ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀଙ୍କୁ ପୁନଃ ନିଯୁକ୍ତି ଦେଇଛନ୍ତି । ଏହି ୧୦ଜଣ ଅଧିକାରୀଙ୍କ ମଧ୍ୟରୁ ୯ଜଣ କେବଳ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ନିଯୁକ୍ତି…
Read More...

ବିଜ୍ଞାପନ ହ୍ରାସ ପାଇଁ ଉଦବେଗ

କରୋନା ମହାମାରୀ ସାରା ବିଶ୍ୱକୁ କବଳିତ କରି ରଖିଥିବା ବେଳେ ଏହାର ସିଧା ପ୍ରଭାବ ମଣିଷର ଜୀବନ , ଜିବିକା ଉପରେ ପଡିଛି । କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ଗୁଡିକ ବିଭିନ୍ନ ସମସ୍ୟା ଦେଇ ଗତିକରୁଥିବା ବେଳେ କେନ୍ଦ୍ର କିମ୍ବା ରାଜ୍ୟ ସରକାର ଏଥିପାଇଁ କିଛି ସୁବିଚାର ପଦକ୍ଷେପ ଗ୍ରହଣ…
Read More...

ଚୋରା ମଦ ବେପାରୀ କୋର୍ଟ ଚାଲାଣ

ବାଲିକୁଦା : ଗାଁରେ ମଦ ବେପାରକୁ ବିରୋଧ କରି ସମ୍ପୃକ୍ତ ମଦ ବେପାରୀଙ୍କ ଘରକୁ ଗ୍ରାମବାସୀ ଘେରିବା ଘଟଣାରେ ଫେରାର ଚୋରା ମଦ ବ୍ୟବସାୟୀକୁ ଅନନ୍ତପୁର ଫାଣ୍ଡି ପୁଲୁସ ଗିରଫ କରିଥିବା ବେଳେ ଆଜି ତାକୁ କୋର୍ଟ ଚାଲାଣ କରା ଯାଇଛି । ଗତ ୨୫ ତାରିଖରେ ଚୋରା ବ୍ୟବସାୟୀଙ୍କ ଘରେ ଚୋରା ମଦ ମହଜୁଦ…
Read More...