Browsing Category

ରାଜ୍ୟ

ବିଜୁ ଛାତ୍ର ଜନତା ଦଳର ‘ଜୀବନ ବିନ୍ଦୁ’ ରକ୍ତଦାନ ଶିବିର

ଭୁବନେଶ୍ୱର : ରାଜ୍ୟରେ ରକ୍ତର ଅଭାବ ଦୂର କରିବା ଲକ୍ଷ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଏହି ମହାମାରୀ କନୋରା ସମୟରେ ସାମାଜିକ ଦୂରତା ବଜାୟ ରଖି ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ବିଜୟ ବସନ୍ତିଆଙ୍କ ନେତୃତ୍ୱରେ ୯ ଏବଂ ୧୦ ତାରିଖ…
Read More...

ଆର୍ଥିକ ସ୍ଥିତି ନେଇ ରାଜ୍ୟକୁ ଅବଗତ କରନ୍ତୁ ସରକାର : ନିରଞ୍ଜନ

ଭୁବନେଶ୍ୱର: ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଏକ ପ୍ରେସବାର୍ତା ମାଧ୍ୟମରେ ରାଜ୍ୟର ସାଂପ୍ରତିକ ଆର୍ଥିିକ ସ୍ଥିତି ବିଷୟରେ ରାଜ୍ୟବାସୀଙ୍କୁ ଅବଗତ କରାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ ଦେଇଛନ୍ତି । କୋଭିଡ଼୍କୁ ନେଇ ରାଜ୍ୟ ସରକାର ଆର୍ଥିକ ଶୃଙ୍ଖଳା ନାମରେ ଯେଉଁ…
Read More...

ବିଞ୍ଝାରପୁର ଫେରିଲେ ୩୪୦୪ ପ୍ରବାସୀ

ବିଞ୍ଝାରପୁର: ରାଜ୍ୟ ବାହାରେ କାର୍ଯ୍ୟ କରୁଥିବା ଓଡିଆ ଶ୍ରମିକ ଓ ତାଙ୍କ ପରିବାର ଘରକୁ ଫେରୁଥିବା ବେଳେ ବିଞ୍ଝାରପୁର ବ୍ଲକକୁ ବୁଧବାର ସୁଦ୍ଧା ୩୪୦୪ ଜଣ ଫେରିଛନ୍ତି । ସେମାନଙ୍କ ମଧ୍ୟରୁ ୨୯୫୮ ଜଣ ପୁରୁଷ, ୩୦୬ଜଣ ମହିଳା ଓ ୧୦୪ଜଣ ଶିଶୁ ଥିବା ଜଣାଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟଳୟରୁ…
Read More...

ମନରେଗା ଯୋଜନାରେ କାମ ଦେବା ପାଇଁ ଦାବୀ

ଭୁବନେଶ୍ୱର: ଜଙ୍ଗଲରେ ବାସ କରୁଥିବା ଗରିବ ଅଧିବାସୀ ଓ ଆଦିବାସୀମାନଙ୍କୁ ଜାତୀୟ ନିଶ୍ଚିତ କାର୍ଯ୍ୟ ନିଯୁକ୍ତି ଯୋଜନାରେ ଜଙ୍ଗଲରେ ବୃକ୍ଷରୋପଣ ପାଇଁ ଓ ଜଙ୍ଗଲର ସୁରକ୍ଷା ପାଇଁ ସୁରକ୍ଷାକର୍ମୀ ଭାବରେ ନିଯୁକ୍ତି ଦେବା ପାଇଁ, ମାସିକ ୭୫୦୦ ଟଙ୍କା ଆର୍ଥିକ ସହାୟତା ଦେବା ଓ ଡିସେମ୍ବର ମାସ…
Read More...

ଅଜଣା ଗାଡି ଧକ୍କାରେ ଜଣେ ମୃତ

ବାଲିକୁଦା: ଏକ ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ଜଣା ପଡିଛି । ମୃତକ ଜଣକ ହେଉଛନ୍ତି ବାଲିକୁଦା ଥାନା, ଅନନ୍ତପୁର ଫାଣ୍ଡି ଅଧୀନ କୁଷୁପୁର ପଂଚାୟତ ତେନ୍ତୁଲିବେଲାରୀ ଗାଁର ତରଣି ଖୁଣ୍ଟିଆଙ୍କ ସାନ ପୁଅ ବଳିଆ ଓରଫ୍ ବଳରାମ(୨୨)…
Read More...

ଅଗଷ୍ଟ ୮ରେ ପରବର୍ତି ଶୁଣାଣି

ନୂଆଦିଲ୍ଲୀ: ମହାନଦୀ ଜଳ ବିବାଦ ମାମଲାରେ ଟ୍ରିବ୍ୟୁନାଲରେ ଭିଡିଓ କନଫରେନ୍ସିଂରେ ଶୁଣାଣି ହୋଇଛି । ମହାନଦୀ ସହିତ ଜଡିତ ମୁଖ୍ୟ ପ୍ରସଙ୍ଗ ଗୁଡିକୁ ଚୁଡାନ୍ତ କରିଥିଲେ ଟ୍ରିବ୍ୟୁନାଲ । ୪୦ରୁ ଅଧିକ ପ୍ରସଙ୍ଗ ଚୂଡାନ୍ତ ହୋଇଥିବା ଆଡଭୋକେଟ୍ ଜେନେରାଲ ଅଶୋକ ପରିଜା ସୂଚନା ଦେଇଛନ୍ତି । ଓଡିଶା…
Read More...

ମୃତିକା ବିଜ୍ଞାନ ବିଭାଗର ପ୍ରଫେସରଙ୍କୁ କରୋନା

ଭୁବନେଶ୍ୱର: ଓୟୁଏଟି କୃଷି କଲେଜ ଅଧୀନସ୍ଥ ମୃତିକା ବିଜ୍ଞାନ ବିଭାଗର ଜଣେ ପ୍ରଫେସର କରୋନା ସଂକ୍ରମିତ ହୋଇଛନ୍ତି । ହେଲେ ଏ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ଓୟୁଏଟିକୁ ସିଲ୍ କରିନଥିବାରୁ ଉଭୟ ଶିକ୍ଷକ ଓ ଅଣ ଶିକ୍ଷକ ମହଲରେ ଅସନ୍ତୋଷ ଦେଖା ଦେଇଛି । କର୍ମଚାରୀ ମାନେ ବିଦ୍ୟାଳୟକୁ…
Read More...

ଡିଜିଟାଲ ଆନ୍ଦୋଳନ

ଭୁବନେଶ୍ୱର: କରୋନା ଭଳି ସଂକଟ ସମୟରେ ମଣିଷ ଜୀବନ ଓ ଜିବିକା ଭିତରେ ଜିବିକାକୁ ବାଛୁଥିବା ବେଳେ , ସରକାର କିନ୍ତୁ ଦରମାରେ ପାତରଅନ୍ତର କରୁଛନ୍ତି ବୋଲି ଓଡିଶା ଚୁକ୍ତିଭିତିକ କର୍ମଚାରୀ ମହାସଂଘ ପକ୍ଷରୁ ଅଭିଯୋଗ ହୋଇଛିି । । ସ୍ଥାୟୀ ନିଯୁକ୍ତି ନେଇ ଦୀର୍ଘ ବର୍ଷର ଦାବିକୁ ଏଡାଇ ଚାଲଛନ୍ତି…
Read More...

କୁଳପତି ପଦବି ପାଇଁ ୩୬୪ ଜଣ ଆବେନଦକାରୀ

ଭୁବନେଶ୍ୱର: ରାଜ୍ୟରେ ୬ଟି ପ୍ରମୁଖ ବିଶ୍ୱବିଦ୍ୟାଳୟରେ କୂଳପତି ପଦବି ପାଇଁ ୩୬୪ ଜଣ ଆବେଦନ କରିଛନ୍ତି । ଖଲିକୋଟ୍ ବିଶ୍ୱବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ,ଗଙ୍ଗାଧର ମହିଳା ବିଶ୍ୱବିଦ୍ୟାଳୟ,ଉତ୍କଳ ବିଶ୍ୱବିଦ୍ୟାଳୟ,ଫକୀର ମୋହନ ବିଶ୍ୱବିଦ୍ୟାଳୟ,ଓ ଉତର ଓଡିଶା ବିଶ୍ୱବିଦ୍ୟାଳୟ ନୂଆ…
Read More...

ସ୍ଥାନାନ୍ତର ହୋଇନି ଶାଳଗ୍ରାମ?

ପୁରୀ: ରତ୍ନ ସିଂହାସନର ପଦ୍ମ ପାଖୁଡାରୁ ପଥର ଅପସାରଣ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଥମିନି । ଏମିତି ସମୟରେ ପୁଣି ଏକ ଚାଂଚଲ୍ୟକର ଅଭିଯୋଗ ସାମ୍ନାକୁ ଆସୁଛି । ମହାପ୍ରଭୁଙ୍କ ସିଂହସନ ପଛ ଭାଗ ଚଟାଣରେ ଏକାଧିକ ଗର୍ତି କରାଯାଇଥିବା ଅଭିଯୋଗ ହୋଇଛି । ଏହି ଗାତ ହୋଇଛି ଓ ପରେ ସିମେଂଟ ଓ କାମ ରଙ୍ଗ…
Read More...