Browsing Category

ରାଜ୍ୟ

ଦୁଇ କ୍ୟାଡର ନକ୍ସଲଙ୍କ ଆତ୍ମସର୍ମଣ

ମାଲକାନଗିରି- ମାଲକାନଗିରି ଏସ୍ପିଙ୍କ ନିକଟରେ ରବିବାର ଦୁଇ ଜଣ କ୍ୟାଡର ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ସେମାନେ ହେଲେ ଲାକେ ପୁନମ(ମହିଳା) ଓ କାନ୍ନା ମାଢି (ପୁରୁଷ) । ସେମାନେ ଆନ୍ଧ୍ର ଓଡ଼ିଶା ଡିଭିଜନ୍ କମିଟି ମିଲିଟାରୀ ପ୍ଲାଟୁନରେ କାର୍ଯ୍ୟରତ ଥିଲେ । କାନ୍ନାଙ୍କ ମୁଣ୍ଡରେ ୪ଲକ୍ଷ…
Read More...

ସୋମବାରଠୁ କଟକ ସହରରୁ ହଟିବ ସଟଡାଉନ୍

କଟକ- କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକ ସହରରେ ଲାଗୁ ହୋଇଥିବା ସଟଡାଉନ୍ ସୋମବାରଠୁ ହଟିବ । ଏ ନେଇ କଟକ ମହାନଗର ନିଗମ ପକ୍ଷରୁ ଟ୍ୱିଟ୍ କରାଯାଇ କୁହାଯାଇଛି । ସ୍ଥିତିର ସମୀକ୍ଷା କରାଯାଇ ସଟ୍ଡାଉନ୍ ହଟିବା ନେଇ ନିଷ୍ପତି ହୋଇଥିବା କୁହାଯାଇଛି । ହେଲେ ସନ୍ତାହରେ ଶନିବାର ଓ ରବିବାର…
Read More...

ଏବେ ଜିଲ୍ଲା-ଜିଲ୍ଲା ମଧ୍ୟରେ କଟକଣା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢି ଚାଲିଥିବା ବେଳେ ଏହାକୁ ନେଇ ଚିନ୍ତା ବଢି ଯାଇଛି । ସଂକ୍ରମଣ ଭୟ ଏବଂ ସଂକ୍ରମିତଙ୍କ ସଂଖ୍ୟା ନିୟନ୍ତ୍ରଣ ପାଇଁ ଏବେ ଜିଲ୍ଲା ଜିଲ୍ଲା ମଧ୍ୟରେ ବାସନ୍ଦ କଟକଣା ଜାରୀ କରାଯାଇଛି । ଗଞ୍ଜାମ, ଗଜପତି, ଖୋର୍ଦ୍ଧା,…
Read More...

‘ଏକାମ୍ର ଯୋଜନା’ ଲାଗି ମିଳିଲା ଆଉ ୨୫ କୋଟିି

ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିରର ଚତୁଃପାଶ୍ୱର୍ର ଉନ୍ନତୀକରଣ ତଥା ‘ଏକାମ୍ର ଯୋଜନା’ କାର୍ଯ୍ୟ ଆଉ ପାଦେ ଆଗେଇଛି । ୨୦୨୦-୨୧ ଆର୍ଥିକ ବର୍ଷରେ ଏହି ଯୋଜନାରେ ଶହେ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖାଯାଇଛି । ସେଥିମଧ୍ୟରୁ ରାଜ୍ୟ ପୂର୍ତ ବିଭାଗ ପକ୍ଷରୁ ଆଜି ୨୫ କୋଟି…
Read More...

ବିପୁଲ ଗାର୍ଡେନରେ ବନ ମହୋତ୍ସବ

ଭୁବନେଶ୍ୱର: ଘାଟିକିଆସ୍ଥିତ ବିପୁଲ ଗାର୍ଡେନ୍ତ୍ର ଆବାସିକ ପରିସରରେ ବନ ମହୋତ୍ସବ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ମୁଖ୍ୟ ସଚିବ ବିଜୟ କୁମାର ପଟ୍ଟନାୟକ, ଅବସରପ୍ରାପ୍ତ ପ୍ରଧାନ ମୁଖ୍ୟ ବନସଂରକ୍ଷକ ଦେବବ୍ରତ ସ୍ୱାଇଁ ଓ ରାଜ୍ୟ ପରିବେଶ ସମିତିର ସଭାପତି ସୁନ୍ଦର ନାରାୟଣ…
Read More...

ଏ.ଆଇ.ଏସ୍.ଏଫ୍. ପକ୍ଷରୁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ

ଭୁବନେଶ୍ୱର: ୟୁ.ଜି.ସି.ର ଛାତ୍ରବିରୋଧି ପରୀକ୍ଷା ପରିଚାଳନା ନିଷ୍ପତି ପ୍ରତ୍ୟାହାର ଦାବିରେ ଅଖିଳ ଭାରତ ଛାତ୍ରସଂଘ ପକ୍ଷରୁ ରାଜ୍ୟର ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଅରୁଣ କୁମାର ସାହୁଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ମାନବସମ୍ବଳ ବିକାଶ ମନ୍ତ୍ରଣାଳୟ ଓ ଗୃହ ମନ୍ତ୍ରଣାଳୟର ମଞ୍ଜୁରୀ…
Read More...

ଟ୍ରକ୍କୁ ପଛରୁ ପିଟିଲା ବାଇକ୍, ୨ ମୃତ

ଧାମରା: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ନିକଟ ପତ୍ରାପାଲିରେ ଆଜି ରାତି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକ୍ ପଛରେ ପିଟି ହୋଇ ୨ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ଦ୍ୱୟ ହେଲେ କୁଚିଣ୍ଡା ଥାନା ହାଡ଼ିପାଲି ଗାଁର ଆଶିଷ ଛତ୍ରିଆ ୧୯ ଓ…
Read More...

ଅଖିଳ ଭାରତ କୃଷକ ସଭା ପକ୍ଷରୁ ବିକ୍ଷୋଭ

ଭୁବନେଶ୍ୱର: ଅଖିଳ ଭାରତ କୃଷକ ସଭା (ଏଆଇକେଏସ୍) ଓ ଭାରତୀୟ କ୍ଷେତ ମଜଦୁର ୟୁନିୟନ (ବିକେଏମୟୁ) ପକ୍ଷରୁ ଆଜି ଭୁବନେଶ୍ୱରଠାରେ ଏକ ପ୍ରତିବାଦ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ଏହି ବିକ୍ଷୋଭରେ ସିପିଆଇ ରାଜ୍ୟ ସମ୍ପାଦକ ଆଶିଷ କାନୁନ୍ଗୋ ଓ ବିକେଏମୟୁ ରାଜ୍ୟ ସମ୍ପାଦକ ସୁର ଜେନା, ଜୟନ୍ତ…
Read More...

ଖରସ୍ରୋତା ମହାବିଦ୍ୟାଳୟରେ ବନମହୋତ୍ସବ ସପ୍ତାହ ପାଳିତ

ବିଞ୍ଝାରପୁର: ବିଞ୍ଝାରପୁର ବ୍ଲକର ଅଗ୍ରଣୀ ଶିକ୍ଷାନୁଷ୍ଠାନ ସିଂହପୁର ସ୍ଥିତ ଖରସ୍ରୋତା ମହାବିଦ୍ୟାଳୟରେ ବିଶ୍ୱ ବନ ମହୋତ୍ସବ ପାଳନ ହୋଇଯାଇଛି । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ସୁବୋଧ କୁମାର ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି…
Read More...

ରୋଟାରୀ କ୍ଲବ ପକ୍ଷରୁ ମାକ୍ସ ବଂଟନ

ଭୁବନେଶ୍ୱର: ଜନସାଧାରଣଙ୍କୁ କରୋନାର ଭୟବହତା ଉପରେ ସଚେତନତା ଓ ମାକ୍ସକୁ ନିଶ୍ଚିନ୍ତ ପିନ୍ଧିବା ଉଦେଶ୍ୟରେ ରୋଟାରୀ କ୍ଲବ, ଭୁବନେଶ୍ୱର ଉକ୍ରଳ ପକ୍ଷରୁ ଆଜି ଅପରାହ୍ନରେ ଶ୍ରୀ ଅରବିନ୍ଦ ନଗର ବାସିନ୍ଦାମାନଙ୍କୁ ମାକ୍ସ ବଂଟନ କରାଯାଇଥିଲା । କ୍ଲବର ସଭାପତି ଡଃ ବଦ୍ରୀନାଥ ପଟ୍ଟନାୟକ, ଆବାସିକ…
Read More...