Browsing Category

ରାଜ୍ୟ

କଟକରେ ଗୋଟିଏ ପରିବାରର ୧୧ ଜଣ କରୋନା ପଜିଟିଭ୍ ଚିହ୍ନଟ..

କଟକ- କଟକରେ ଦିନକୁ ଦିନ ଚିନ୍ତା ଢାଉଛି କରୋନା ମହାମାରୀ । ଏଠାରେ ସଂକ୍ରମଣଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେବେ କଟକର ଏକ ପ୍ରମୁଖ ବ୍ୟସାୟିକ ପେଣ୍ଠସ୍ଥଳ ମାଣିକଘୋଷ ବଜାର ଅଂଚଳରୁ ଜଣେ ନୁହେଁ କି ଦୁଇଜଣ ନୁହେଁ ବରଂ ୧୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନେ ଗୋଟିଏ
Read More...

ହାଇକୋର୍ଟର ଜଣେ କର୍ମଚାରୀ କରୋନା ପଜିଟିଭ୍: ନୂଆ ଓ ପୁରୁଣା ବିଲ୍ଡିଂ ବନ୍ଦ

କଟକ- ସାରା ରାଜ୍ୟରେ କାୟା ବିସ୍ତାର କରି ଚାଲିଛି କରୋନା ଭାଇରସ । ତା ମଧ୍ୟରେ କଟକର ସ୍ଥିତି ମଧ୍ୟ ଖୁ୍ବ୍ ବିଗିଡିବାରେ ଲାଗିଛି । ଗତ କିଛି ଦିନ ହେଲା ଲଗାତାର ଭାବେ କଟକରୁ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହା ମଧ୍ୟରେ ଓଡ଼ିଶା ହାଇକୋର୍ଟର ଜଣେ କର୍ମଚାରୀ କରୋନା
Read More...

ବିଏମ୍ସି ର ତିନି ଜଣ କର୍ମଚାରୀ କରୋନା ପଜେଟିଭ୍: ବହାଘର ଭୋଜିକୁ ଯାଇ ଆକ୍ରାନ୍ତ ହୋଇଥିବା ସୂଚନା..

ଭୁବନେଶ୍ୱର: ବିଡିଏ ପରେ ବିଏମ୍ସି ଅଫିସରେ ଦୁଇ ଜଣ ବରିଷ୍ଠ ଯନ୍ତ୍ରୀ ଓ ଜଣେ ଡ୍ରାଇଭରକୁ କରୋନା ସଂକ୍ରମଣ ହୋଇଛି । ତେବେ ଏହାକୁ ନେଇ ଇଞ୍ଜିନିୟରିଂ ସେକ୍ସନ ୭ ଦିନ ପାଇଁ ସିଲ୍ କରାଯାଇଥିବା ସୂଚନା ଦେଇଛନ୍ତି ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ସୂଚନା ଅନୁଯାଇ ଇଞ୍ଜିନିୟରିଂ
Read More...

ରାଜ୍ୟରେ ୯ହଜାର ପାର ହେଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଉ ୪୬୯ ଆକ୍ରାନ୍ତ ଚିହ୍ନଟ

ଭୂବନେଶ୍ୱର- ରାଜ୍ୟରେ ଆଉ ୪୬୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ ୯,୦୭୦ ରେ ପହଂଚିଛି ଆକ୍ରାନ୍ତଙ୍କ ସଂଖ୍ୟା । ସେମାନଙ୍କ ମଧ୍ୟରୁ ୫,୯୩୪ ଜଶ ସୁସ୍ଥ ହୋଇଥିବାବେଳେ ୩,୦୯୦ ଜଣଙ୍କ
Read More...

ମଦ ବିକ୍ରିକୁ ନେଇ ଗୋଷ୍ଠୀ ସଂଘର୍ଷ : ଜଣେ ମୃତ

ଖଲିକୋଟ୍: ଗଞ୍ଜାମ ଜିଲ୍ଲା ଖଲିକୋଟ୍ ଥାନା ଅନ୍ତର୍ଗତ ପଥରା ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ଖଲିକୋଟ ଡାକ୍ତରଖାନାରେ ଭର୍ତି କରାଯାଇଛି । ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର
Read More...

୧୧ତାରିଖ ଯାଏଁ ଭିସୁଟ ବନ୍ଦ ବୁର୍ଲାରେ ୧୪୪ଧାରା ଜାରୀ

ସମ୍ବଲପୁର: ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ)ରେ ଗତକାଲି ଜଣେ ପ୍ରଫେସର୍ ଓ ଜଣେ ଆସୋସିଏଟ୍ ପ୍ରଫେସର ଓ ଦୁଇଜଣ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ବିଶ୍ୱବିଦ୍ୟାଳୟକୁ ଆଗାମୀ ୧୧ତାରିଖ ଯାଏଁ ବନ୍ଦ ରଖୀବାକୁ ନିଷ୍ପତି ନିଆଯାଇଥିଲା ବେଳେ ଆଜି
Read More...

ବୋଲବମ୍ ନିଷିଦ୍ଧ

ଭୁବନେଶ୍ୱର: ରାଜ୍ୟରେ କରୋନା ଭୁତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ବୋଲବମ୍ (କାଉଡିଆ) ଉପରେ ନିଷିଦ୍ଧ ଦେଶ ଜାରୀ କରିଛନ୍ତି । ଶ୍ରାବଣ ମାସରେ କାଉଡିଆଙ୍କ ଭିଡ ଏଡାଇବା ଲାଗି ଆଜି ଏହି କଟକଣା ଜାରୀ କରିଥିଲା ବେଳେ ଦେବାଳୟ ଗୁଡିକୁ ବନ୍ଦ ରଖିବାପାଇଁ ନିର୍ଦେଶ ଦେଇଛନ୍ତି ।
Read More...

ସଫାରିରେ ତାଲା, ୪ମାସ ହେଲା ଗଡ଼ୁନି ୫ ସଫାରି ଗାଡ଼ି

ଭୁବନେଶ୍ୱର: ୨୦୧୯ ମାର୍ଚ୍ଚ ମାସରେ ଚନ୍ଦକା-ଡମପଡ଼ା ଜଙ୍ଗଲରେ ଆରମ୍ଭ ହୋଇଥିଲା ‘ଜଙ୍ଗଲ ସଫାରି’ ପର୍ଯ୍ୟଟକଙ୍କୁ ଚନ୍ଦକା ଜଙ୍ଗଲ ସମେତ ଭରତପୁର ସଂରକ୍ଷିତ ଜଙ୍ଗଲ, ଡେରାସ, ଡମପଡ଼ାର ପ୍ରାକୃତିକ ପରିବେଶରେ ବୁଲାଇବା ଲାଗି ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା ପ୍ରଥମ ପର୍ଯ୍ୟାୟରେ ଚନ୍ଦକା
Read More...

ମାଣ୍ଡାରିନ ବତକ ମୃତ

ଚନ୍ଦକା: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ପାଦଚଲା ବିହଙ୍ଗ ସାରଣୀରେ ଥିବା ମାଈ ମାଣ୍ଡାରିନ ବତକର ସକାଳେ ମୃତ୍ୟୁ ଘଟିଛି । ତେବେ ମାଣ୍ଡାରିନ ମୃତ୍ୟୁ କାରଣ ଜଣାପଡ଼ିନାହିଁ । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡ଼ିବ । ସୂଚନାଯୋଗ୍ୟ, ଗତ ଏପ୍ରିଲ ୧୨ର ବତକଟି ୭ଟି ଛୁଆ ୩ଟି ବଡ଼ ।
Read More...

ବିଡିଓଙ୍କୁ ରାସ୍ତା ପାଇଁ ଘେରିଲେ ଗ୍ରାମବାସୀ

ଠକୁରମୁଣ୍ଡା: ଚମ୍ପାଜର ଗ୍ରାମ ପଂଚାୟତ ଅଫିସ ଠାରୁ ମାତ୍ର ଅଢେଇ କିମି ଦୂରରେ ଅବସ୍ଥିତ ଅସନବଣି ଗାାଁ ପଂଚାୟତ କାର୍ଯ୍ୟାଳୟ ସାମନାରେ ଏହି ଗାଁକୁ ରାସ୍ତା । କିନ୍ତୁ ଏହି ରାସ୍ତାରେ ଚାରିଚକିଆ ଯାନ ଯାଇ ପାରିବନାହିାଁ ଟିକେ ବର୍ଷାହେଲେ ଏହି ରାସ୍ତାରେ ସାଇକେଲ କିମ୍ବା ମୋଟର ସାଇକେଲ ମଧ୍ୟ
Read More...