Browsing Category

ରାଜ୍ୟ

ମହିଳା ସମିତି ଅର୍ଥ ଆତ୍ମସାତ

ବାଲିକୁଦା : ସମିତିର ଅର୍ଥ ଆତ୍ମସାତ ସମ୍ପର୍କରେ ବାଲିକୁଦା ଥାନାରେ ଅଭିଯୋଗ କରା ଯାଇଥିଲା । ସମତିର ସଦସ୍ୟା ମାନେ ସମ୍ପାଦିକାଙ୍କ ନାମରେ ଆଣିଥିଲେ ଏହି ଅଭିଯୋଗ । ଆଶା ଥିଲା ପୁଲିସ ସେମାନଙ୍କୁ ନ୍ୟାୟ ଦେବା କ୍ଷେତ୍ରରେ ସହଯୋଗ କରିବ । ଅଭିଯୋଗ ଦେବା ସମୟରେ ମଧ୍ୟ ହାତଗୁଞ୍ଜା ଦିଆ…
Read More...

ଗୁରୁ ପୂର୍ଣ୍ଣିମାରେ ଔଷଧୀୟ ବୃକ୍ଷରୋପଣ

ଭୁବନେଶ୍ୱର: ଗୁରୁ ପୂର୍ଣ୍ଣିମା ଉପଲକ୍ଷେ ଗୁରୁଙ୍କୁ ସମର୍ପଣ କରି ସ୍ମଶାନରେ ଔଷଧୀୟ ବୃକ୍ଷ ରୋପଣ କରାଯାଇଥିଲା । କପିଳପ୍ରସାଦ ଫୁଟବଲ ପଡ଼ିଆ ନିକଟ ସ୍ମଶାନରେ ସେବା ପ୍ରତିନିଧି ପକ୍ଷରୁ ଏହି ବୃକ୍ଷ ରୋପଣ କରାଯାଇଥିଲା । ଏଥିରେ ଅତିଥି ଭାବେ ପିଡିଏଚ୍ଆର୍ଆଇର କେନ୍ଦ୍ରୀୟ ସଚିବ ଲିଙ୍ଗରାଜ…
Read More...

ବଧୁହତ୍ୟା : ସ୍ୱାମୀ, ଦେଢ଼ଶୁର ଓ ଯାଆ ଗିରଫ

ବାରିପଦା : ବିବାହ ବନ୍ଧନ ପରି ଏମିତି ଏକ ସ୍ୱର୍ଗୀୟ ବନ୍ଧନରେ ଲାଗିଛି ରକ୍ତ ଛିଟା । ମାତ୍ର ୫ବର୍ଷ ତଳେ ପ୍ରେମ ସଂପର୍କରୁ ବିହାହରେ ରୂପାନ୍ତରିତ ହୋଇଥିବା ଏକ ସଂପର୍କ ସବୁଦିନ ପାଇଁ ଭାଙ୍ଗି ଯାଇଛି । କେବଳ ଭାଙ୍ଗିନି ବରଂ ସଂପର୍କରେ ତିକ୍ତତା କାରଣରୁ ଜଣକର ଜୀବନ ମଧ୍ୟ ଚାଲିଯାଇଛି । ମୁତକ…
Read More...

୪ଟି ହସ୍ପିଟାଲ ନଯିବାକୁ ଜିଲ୍ଲାପାଳଙ୍କ ପରାମର୍ଶ

କଟକ: ଅତି ଜରୁରୀ ନଥିଲେ କଟକର ୪ଟି ହସ୍ପିଟାଲ ନଯିବାକୁ ପରାମର୍ଶ ଦେଲେ ଜିଲ୍ଲାପାଳ । ସେଗୁଡିକ ହେଲା ଆଚାର୍ଯ୍ୟ ହରିହର, ଏସସିବି, ଶିଶୁ ଭବନ ଓ ସିଟି ହସ୍ପିଟାଲ । ସହରରେ ଏଯାଏ ଗୋଷ୍ଠୀ ସଂକ୍ରମଣ ହୋଇନଥିବା ବେଳେ ପରିସ୍ଥିତି ନଜରରେ ରଖି ସଂପୂର୍ଣ୍ଣ ପ୍ରସ୍ତୁତ ଥିବା କଥା କହିଛନ୍ତି…
Read More...

ଉଷୁନା ଗ୍ରାମରେ ଆତଙ୍କ

କଟକ: ବଡମ୍ବା ଥାନାରେ କାର୍ଯ୍ୟରତ ଜଣେ ପୋଲିସ୍ କନେଷ୍ଟବଳ ସ୍ୱାବ୍ ଦେଇ ଗାଁକୁ ଆସିଥିଲେ । ସ୍ୱାବ ପରୀକ୍ଷା ରିପୋର୍ଟରୁ ସେ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିବା ପରେ ଉଷୁନା ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । କୋଭିଡ ଗାଇଡ଼ଲାଇନ୍ ଅନୁସାରେ ସ୍ୱାବ ସଂଗ୍ରହ କରାଯିବା ବ୍ୟକ୍ତି…
Read More...

ବଜ୍ରାଘାତରେ ଚାଲିଗଲା ଜୀବନ

ବୈାଦ୍ଧ: ବୈାଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ପୁରୁଣାକଟକ ଥାନା ଧଳପୁର ଗ୍ରାମରେ ବଜ୍ରଘାତ ଯୋଗୁଁ ଶିବ ବେହେରାଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି । ସେ ନିଜ ଘରେ ଥିବା ସମୟରେ ବଜ୍ରପାତରେ ଗୁରୁତର ଆହତ ହୋଇଥିଲେ । ପରିବାର ଲୋକ ତାଙ୍କୁ ଗୁରୁତର ଅବସ୍ଥାରେ ପୁରୁଣାକଟକ ଡାକ୍ତରଖାନା ନେଇଥିବା ବେଳେ…
Read More...

ନକଲି ସାମ୍ବାଦିକଙ୍କୁ ନିସ୍ତୁକ ପିଟିଲେ ଠିକାଦାର

ଚନ୍ଦ୍ରଶେଖରପୁର: ଡିଷ୍ଟ୍ରିକ୍ଟ ସେଂଟର ପେଟ୍ରୋଲ ପମ୍ପ ପାଖରେ ରାସ୍ତା ମରାମତି କାମ ଚାଲୁଥିବାବେଳେ ଦୁଇ ଯୁବକ ପ୍ରମୁଖ ଗଣମାଧ୍ୟମ ପ୍ରତିନିଧି ମିଛ ପରିଚୟ ଦେଇ ଠିକାଦାରଙ୍କ ଠାରୁ ନିସ୍ତୁକ ମାଡ ଖାଇଛନ୍ତି । ଏମିତି ଘଟଣା ଦେଖିବାକୁ ମିଳିଛି ଚନ୍ଦ୍ରଶେଖର ପୁର ଅଂଚଳରେ । କାମ ଚାଲିଥିବା…
Read More...

୩ ଜଣଙ୍କୁ ମରଣାନ୍ତକ ଆକ୍ରମଣ : ୧ମୃତ ୨ଜଣ ଗୁରୁତର

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ମିର୍ଜାପୁର ଗାଁରେ ଗୋଟିଏ ପରିବାରର ୩ ଜଣଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି । ଏହି ଆକ୍ରମଣରେ ଜଣେ ମୃତ ଓ ଦୁଇ ଜଣ ଗୁରୁତର ହୋଇଛନ୍ତି । ମୃତକ ହେଲେ ତରୁଲତା ବିଶ୍ୱାଳ । ସେ ତାଙ୍କ ସ୍ୱାମୀ ନିତ୍ୟ ରଞ୍ଜନ ବିଶ୍ୱାଳ ଓ ଝିଅ ଜୟଶ୍ରୀ ମଲ୍ଲୀକ…
Read More...

କରୋନାରେ ଆକ୍ରାନ୍ତ ହେଲେ ଜଣେ ବିଧାୟକ

ବାଲେଶ୍ୱର- ବାଲେଶ୍ୱର ଜିଲ୍ଲାର ଜଣେ ବିଧାୟକ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ପ୍ରଥମ ଥର ପାଇଁ ରାଜ୍ୟର ଜଣେ ବିଧାୟକ କରୋନାରେ ଆକ୍ରାନ୍ତ ହୋଇଥିବା କୁହାଯାଇଛି । ତେବେ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ଉକ୍ତ ବିଧାୟକ କହିଥିବା ସୂଚନା ମିଳିଛି । ସୂଚନା ଅନୁସାରେ…
Read More...

ଆସନ୍ତା କାଲିଠୁ କଟକରେ ହେବ ଆଂଟିଜେନ୍ ଟେଷ୍ଟ

କଟକ- ଆସନ୍ତାକାଲିଠୁ କଟକରେ ହେବ ଆଂଟିଜେନ୍ ଟେଷ୍ଟ । କଟକରେ ହୁ ହୁ ହୋଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଏଭଳି ନିଷ୍ପତି ନିଆଯାଇଛି । ଏସସିିବି ଓ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲର ସମସ୍ତ ରୋଗୀଙ୍କର କୋଭିଡ୍ ଟେଷ୍ଟ କରାଯିବ । ତେବେ କରୋନା ଟେଷ୍ଟ ପରେ ହିଁ ନୂଆ ରୋଗୀଙ୍କୁ…
Read More...