Browsing Category

ରାଜ୍ୟ

ନୀଳାଚଳ ଇସ୍ପାତକୁ ପୁନରୁଦ୍ଧାର କର

ଭୁବନେଶ୍ୱର: ଓଡ଼ିଶା ଗୌରବ ଭାବେ ପରିଚିତ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ (ଏନ୍ଆଇଏନ୍ଏଲ୍) ଏବେ ଘୋର ସଙ୍କଟ ଦେଇ ଗତି କରୁଛି । ମାର୍ଚ୍ଚ ୨୭ ତାରିଖରୁ ଏହାର ସମସ୍ତ ୟୁନିଟ୍ ବନ୍ଦ ରହିଛି । କର୍ମଚାରୀମାନେ ସେମାନଙ୍କ ବେତନ ପାଇନାହାନ୍ତି । ଏଣୁ ଏହାର ପୁନରୁଦ୍ଧାର ପାଇଁ ପଦକ୍ଷେପ ନିଅ ।…
Read More...

ବିଷ୍ଣୁଙ୍କ ଶେଷକୃତ୍ୟ ସ୍ୱର୍ଗଦ୍ୱାରରେ ସଂପନ୍ନ

ଜଗତସିଂହପୁର: ପରଲୋକ ଗତ ବିଜେଡିର ବରିଷ୍ଠ ବିଧାୟକ ବିଷ୍ଣୃଚରଣ ସେଠୀଙ୍କ ଶେଷକୃତ୍ୟ ଆଜି ସ୍ୱର୍ଗଦ୍ୱାରରେ ସମ୍ପନ୍ନ ହୋଇଛି । ସମଗ୍ର ଉପକୁଳବର୍ତୀ ଅଞ୍ଚଳରେ ଦଳିତ, ନିଷ୍ପେସିତ ଜନସାଧାରଣଙ୍କ ନେତା ଭାବରେ ଏବଂ ଜଗତସିଂହପୁର ମାଟି, ପାଣି ପବନ ସହ ଭାଗି ହେଉଥିବା ମନ୍ତ୍ରୀ, ସାଂସଦ, ବିଧାୟକ,…
Read More...

କରୋନା କଟକଣା ଉଲଂଘନ ମନ୍ଦିର ପୁଜକଙ୍କୁ ଉଠାଇନେଲା ପୋଲିସ

ଚମ୍ପୁଆ: କରେନା ଦିନକୁ ଦିନ ବେକାବୁ ହୋଇ ଚାଲିଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ସରକାର ବିଭିନ୍ନ କଟକଣା ଜାରି କରିଛନ୍ତି । ରାଜ୍ୟର ସମସ୍ତ ମନ୍ଦିର, ଐତିହ୍ୟ କୀର୍ତିରାଜି, ଶିକ୍ଷାନୁଷ୍ଠାନ ଭଳି ଗହଳି ପୁର୍ଣ୍ଣ ସ୍ଥାନ ଗୁଡିକ ବନ୍ଦ କରିବା ପାଇଁ ନିର୍ଦେଶ ଜାରି କରିଛନ୍ତି । ଏହା…
Read More...

ରାଜଧାନୀରେ ୫ ହଜାର ଆଂଟିଜେନ୍ ଟେଷ୍ଟ କିଟ୍

ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହେବ ଆଂଟିଜେନ୍ କରୋନା ପରୀକ୍ଷା । ଆଜି ଏଥିପାଇଁ ୫ ହଜାର ରା଼ପୀଡ଼ ଆଂଟିଜେନ୍ କିଟ୍ ଆସି ଭୁବନେଶ୍ୱରରେ ପହଂଚିଛି । ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଂଟର (ଆରଏସ୍ଆରସି) ଭୁବନେଶ୍ୱର ନିର୍ଦେଶକ ଡାକ୍ତର ସଂଘମିତ୍ରା ପତି ଏ ନେଇ ସୂଚନା ଦେଇଛନ୍ତି । ଡାକ୍ତର…
Read More...

୨୦୨୨ ସୁଦ୍ଧା ମିଳିବ ୧୫୦୦ ମେଗାୱାଟ୍ ସୌର ବିଜୁଳି

ଭୁବନେଶ୍ୱର: ବିଦ୍ୟୁତ ଚାହିଦା ପୂରଣ ପାଇଁ ସବୁଜ ଶକ୍ତି ଉତ୍ପାଦନ ଉପରେ ଏବେ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର । ବାୟୁମଣ୍ଡଳରେ ଅଙ୍ଗାରକମ୍ଳ ପରିମାଣ ହ୍ରାସ ପାଇଁ ଏଣିକି ସବୁଜ ଶକ୍ତି ଉତ୍ପାଦନ ବୃଦ୍ଧି କରାଯିବ । ଆସନ୍ତା ୨୦୨୨ ସୁଦ୍ଧା ରାଜ୍ୟରେ ୧୫୦୦ ମେଗା ୱାଟ୍ ସୌର ଶକ୍ତି ବିଜୁଳି…
Read More...

ଟେକ୍ ମହିନ୍ଦ୍ରା ଅଫିସ ସିଲ୍ କଲା ବିଏମସି

ଭୂବନେଶ୍ୱର- ଭୁବନେଶ୍ୱର ମୈତ୍ରୀ ବିହାରରେ ଥିବା ଟେକ୍ ମହିନ୍ଦ୍ରା ଅଫିସକୁ ସିଲ୍ କରିଛି ବିଏମସି । ତିନି ଦିନ ଭିତରେ ଏହି ଅଫିସରେ ୭ଜଣ କର୍ମଚାରୀ କରୋନା ପଜେଟିଭ ଚିହ୍ନଟ ହେବା ପରେ ଆଜି ଅଫିସକୁ ସିଲ୍ କରାଯାଇଛି । ଏହାସହ ୨୦ତାରିଖ ପର୍ଯ୍ୟନ୍ତ ହୋମ୍ କ୍ୱାରେଂଟାଇନରେ ରହିବାକୁ ସମସ୍ତ…
Read More...

୭୧ ତମ ବନ ମହୋତ୍ସବ ସପ୍ତାହ ଅନୁଷ୍ଠିତ ହୋଇଛି

ରାୟଗଡା- ରାୟଗଡା କେନ୍ଦ୍ରୀୟ ବିଦ୍ୟାଳୟରେ ଜିଲ୍ଲା ସ୍ତରୀ ୭୧ତମ ବନ ମହୋସôବ ସପ୍ତାହ ପାଳିତ ହୋଇଯାଇଛି । ଏହି ମହୋତ୍ସବରେ ମାନ୍ୟବର ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ମୁଖ୍ୟ ଅତିଥି ଭାବେରେ ଯୋଗ ଦେଇଥିଲେ । ସେଠାରେ ସେ ନିଜର ବକ୍ତ୍ୟବ ରଖି କହିଥିଲେ ପୃଥିବୀରେ ବଂଚିବା ପାଇଁ ଜଙ୍ଗଲ…
Read More...

ବିଂଝାରପୁରର ୩ଟି ସ୍ଥାନ କଂଟେନମେଂଟ ଜୋନ୍ ଘୋଷଣା

ବିଂଝାରପୁର- ବିଂଝାରପୁର ବ୍ଲକରେ ଗତକାଲି କରୋନା ଆକ୍ରାନ୍ତ ହୋଇଥିବା ୭ଜଣଙ୍କ ମଧ୍ୟରୁ ୩ଜଣଙ୍କ ଗାଁ କୁ ପ୍ରଶାସନ ତରଫରୁ ଆଜି କଂଟେନମେଂଟ ଏରିଆ ଭାବେ ଘୋଷଣା କରାଯାଇଛି । ବ୍ଲକ ଗୁଡିକ ହେଲା ଶାସନ୍ଦା, ବାଙ୍କିପାଳ ଓ ନରୁଆ ଗାଁ ଗୁଡିକୁ ଆଜି ସକାଳୁ ୧୯ ତାରିଖ ପର୍ଯ୍ୟନ୍ତ କଂଟେନମେଂଟ ଘୋଷଣା…
Read More...

ବିଂଝାରପୁରରେ ଆଉ ୭ଜଣ କରୋନା ପଜେଟିଭ୍

ବିଂଝାରପୁର- ବିଂଝାରପୁର ବ୍ଲକରେ ଆଉ ୭ଜଣ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ସେମାନେ ସମସ୍ତେ ପଂଚାୟତ ସଂଘରୋଧ କେନ୍ଦ୍ରର ହୋଇଥିବା ଜଣାପଡିଛି । ବର୍ତମାନ ଏହି ୭ଜଣକୁ ମିଶାଇ ବ୍ଲକରେ ଆକ୍ରାନ୍ତଙ୍କ ସଂଖ୍ୟା ୬୯ରେ ପହଂଚିଥିବା ବେଳେ ଏଥିରୁ ୪୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।…
Read More...

ରେଳଧାରଣାରୁ ମିଳିଲା ସ୍ୱେଚ୍ଛାସେବୀ ଆଦିତ୍ୟ ଦାଶଙ୍କ ମୃତଦେହ

ଭୁବନେଶ୍ୱର- ରାଜଧାନୀରେ ସ୍ୱେଚ୍ଛାସେବୀ ଆଦିତ୍ୟ ଦାଶଙ୍କ ସନ୍ଦେହଜନକ ମୃତ୍ୟୁ । ଆଜି ସକାଳ ୬.୩୦ ସମୟରେ ଲିଙ୍ଗରାଜ ଷ୍ଟେସନ ରେଳ ଲାଇନ କଡରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ଯୁବପିଢିଙ୍କୁ ମୋଟିଭେସନାଲ ସ୍ପିଚ୍ ଦେଇ ବଂଚିବାକୁ ରାହା ଦେଖାଉଥିବା ଆଦିତ୍ୟ ଚିରଦିନ ଲାଗି ଆଖି ବୁଜିଦେବେ…
Read More...