କ୍ଵାରେଂଟାଇନ୍ ସେଂଟରରୁ ଆଦିବାସୀ ମହିଳାଙ୍କ ମୃତ ଦେହ ଉଦ୍ଧାର
ଭୋଗରାଇ: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ଜୟରାମପୁର ପଂଚାୟତ ସ୍ଥିତ କ୍ୱାରେଂଟାଇନ୍ ସେଂଟରରୁ ପ୍ରବାସୀ ଆଦିବାସୀ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୁଲିସ । ମୃତ ମହିଳା ଜଣଙ୍କ ସ୍ଥାନୀୟ ଜୟରାମପୁର ଗ୍ରାମର ରବୀନ୍ଦ୍ର ଭୋଳାଙ୍କ ପତ୍ନୀ ଆରତୀ - ବୟସ ୪୧ ବର୍ଷ । ଏନେଇ!-->…
Read More...
Read More...