Browsing Category

ରାଜ୍ୟ

ଅନୁଗୋଳ : ଏଲଭି ପ୍ରସାଦ ଚକ୍ଷୁ ଚିକିତ୍ସାଳୟ କାର୍ଯ୍ୟକ୍ଷମ ହେବ କେବେ?

ବଅଁରପାଳ: ବଅଁରପାଳ ନାଲକୋ, ଅନୁଗୋଳ ପ୍ରକଳ୍ପରେ ଜମିହରାଇଥିବା ତଥା ନାଲକୋ ପ୍ରକଳ୍ପରେ ସିଧାସଳଖ କ୍ଷତିଗ୍ରସ୍ତ ନହୋଇଥିବା ଆଖପାଖରେ ପ୍ରଜାମାନଙ୍କ ସ୍ୱାସ୍ଥ୍ୟଗତ ହିତକୁ ଦୃଷ୍ଟି ଦେଇ ନାଲକୋ ସିଏସଆର ଫଣ୍ଡରୁ ୨୪ କୋଟି ଟଙ୍କା ବ୍ୟୟରେ ଏକ ଅତ୍ୟାଧୁନିକ ଚକ୍ଷୁଚିକିତ୍ସାଳୟ ନିର୍ମାଣ କରାଯାଇଛି
Read More...

‘ପ୍ରାକୃତିକ ବିପର୍ଯ୍ୟୟକୁ ଲାଘବ ନିମନ୍ତେ ସମସ୍ତଙ୍କ ସହଯୋଗ ଅପରିହାର୍ଯ୍ୟ’

ଯାଜପୁର: ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟର ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ବୈଠକ ଅନୁଷ୍ଠିତ ହୋଇଥିଲାା ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନରେଶ ଚନ୍ଦ୍ର ମହାନ୍ତି କହିଲେ ଯେ, ସମସ୍ତ ରାଜ୍ୟର ୩୦ ଗୋଟି
Read More...

୧୭୦୦ ଲିଟର କିରାସିନି ସହ ପିକ୍ଅପ୍ ଜବତ

ବାଲିକୁଦା: ଚିଙ୍ଗୁଡି ଘେରିକୁ କିରାସିନି ଚୋରା ଚାଲାଣ ହେଉଥିବା ବେଳେ ଗାଁ ଲୋକଙ୍କ ହାବୁଡରେ ପଡି ଯାଇଛି । ତେବେ ବାଲିକୁଦା ବ୍ଲକର ସମୁଦ୍ର କୁଳିଆ ଅଂଚଳରେ ଥିବା ବିଭିନ୍ନ ଚିଙ୍ଗୁଡ ଘେରିକୁ ରିତୀ ମତ କିରୋସିନି ଚୋରା ଚାଲାଣ ହେଉଥିବା ଅଭିଯୋଗ ବହୁ ଦିନରୁ ହୋଇ ଆସୁଥିଲା । ଗାଁ ଲୋକେ ଏହି
Read More...

ବିଶିଷ୍ଟ ଗବେଷକଙ୍କ ପରଲୋକ

ଯାଜପୁର: ଯାଜପୁରର ବିଶିଷ୍ଟ ଐତିହାସିକ ଗବେଷକ ଡ଼ଃ ସୁରେନ୍ଦ୍ର ପ୍ରସାଦ ମିଶ୍ରଙ୍କର ଭୁବନେଶ୍ୱର ପଳାଶୁଣୀ ସ୍ଥିତ ନୂଆପ୍ରାଚୀ ବିହାର ବାସ ଭବନରେ ୭୫ ବର୍ଷ ବୟସରେ ରବିବାର ଦିନ ଦେହାନ୍ତ ହୋଇଯାଇଛି । ଯାଜପୁରର ମାଳ ବଡ଼ପଣ୍ଡା ଚୈାଧୁରୀ ପରିବାରର ସଦସ୍ୟ ଡ଼ଃ ମିଶ୍ର ଶେଷ ନିଶ୍ୱାସ ପର୍ଯ୍ୟନ୍ତ
Read More...

ଘରୁ ସୁନା ଗହଣା ଓ ଟଙ୍କା ଲୁଟ

ବିଞ୍ଝାରପୁର: ବିଂଝାରପୁର ଥାନା ରଣପୁର ଗ୍ରାମରେ ଗତ କାଲି ରାତିରେ କେହି ଦୁର୍ବୁତ ଜନୌକ ବ୍ୟକ୍ତିଙ୍କ ଘରୁ ୩୭ହଜାର ଟଙ୍କା ଓ ୬ ଭରି ଓଜନର ସୁନା ଗହଣା ଲୁଟ କରିନେଇଥିବା ବିଞ୍ଝାରପୁର ଥାନାରେ ଅଭିଯୋଗ ହେଇଛି । ଅଭିଯୋଗ ଅଧାରରେ ପୋଲିସ ପହଞ୍ଚି ତଦନ୍ତ କରିଥିବା ଜଣାପଡିଛି । ଅଭିଯୋଗରୁ
Read More...

କୋରେଇ ବ୍ଲକ ଉନ୍ନୟନ କାର୍ଯ୍ୟ ସମୀକ୍ଷା କଲେ ଜିଲ୍ଲାପାଳ

ଯାଜପୁର: କରୋନା ପାଇଁ ଅନେକ ସରକାରୀ କାର୍ଯ୍ୟ ବ୍ୟାହତ ହୋଇଚ୍ଥି । ସରକାରଙ୍କର କରୋନା ବିରୁଦ୍ଧରେ ସଂଗ୍ରାମ ସହ ଲୋକଙ୍କ ଜୀବନ ରକ୍ଷା ଓ ସଂକ୍ରମଣକୁ ରୋକିବା ପ୍ରାଥମିକତା ଥିଲା । ବର୍ତମାନ ଜିଲ୍ଲାକୁ ପ୍ରାୟ ୨୦ ହଜାରରୁ ଉର୍ଦ୍ଧ୍ୱ ପ୍ରବାସୀ ପେଂରିଥିବା ବେଳେ ସ୍ଥାନୀୟ ଲୋକ ମାନଙ୍କର ମଧ୍ୟ
Read More...

ଗୋଖାଦ୍ୟ ଦର ବଢୁଛି : ଦୁଗ୍ଧ ଚାଷୀ ହତାଶ

ଭୁବନେଶ୍ୱର: କରୋନା ମାଡ଼ରେ କ୍ଷତିଗ୍ରସ୍ତ ହୋଇଥିବା ଦୁଗ୍ଧ ଚାଷୀଙ୍କ ଉପରେ ଏବେ ଗୋଖାଦ୍ୟ ଉତ୍ପାଦନକାରୀ ସଂସ୍ଥାଗୁଡ଼ିକ ଦାଉ ସାଜୁଛନ୍ତି । ବିଭିନ୍ନ ଆଳ ଦେଖାଇ ନିୟମିତ ଭାବେ ଗୋଖାଦ୍ୟର ଦର ବଢ଼ାଇ ଚାଲୁଥିବା ବେଳେ ଅନେକ ଦୁଗ୍ଧ ଚାଷୀ ଏବେ ନିଜ ନିଜର ଗାଈ ମଇଁଷିଙ୍କୁ ବିକିବାକୁ ଚିନ୍ତା
Read More...

ମାରଣାସ୍ତ୍ରରେ ଆକ୍ରମଣ : ଆକ୍ରମଣ କାରୀ ଥାନାରେ ଅଟକ

କଂଟାବାଞ୍ଜି: ବଲାଙ୍ଗୀର ଜିଲ୍ଲାର କଂଟାବାଞ୍ଜି ସହରରେ ଘରେ ପାଣିପକାଇବାକୁ ନେଇ ହୋଇଛି ବଡ ଧରଣର ଗଣ୍ଡୋଗୋଳ । ବିଳମ୍ବିତ ରାତିରେ ଲକ୍ଷ୍ମୀ ନଗର ୱାର୍ଡ ନମ୍ବର ୭ରେ ଜଣେ ଘରର ବ୍ୟବହାର କରୁଥିବା ନଳାପାଣି ଅନ୍ୟ ଘର ବାହାରେ ପଡୁଥିବା ଅଭିଯୋଗ ନେଇ ସୋନୁ ନାଏକ ଯୁବକ ଦିଲ୍ଲୀପ ରଣାଙ୍କୁ
Read More...

୧୭ କିମି ପାଦରେ ଚାଲି ଡାକ୍ତରଖାନା ଗଲେ ଗର୍ଭବତୀ

ଭୁବନେଶ୍ୱର: ପୁଣି ପଦାକୁ ଆସିଲା ଜନନୀ ଯନ୍ତ୍ରଣା । ଖବର ଦେବା ସତ୍ୱେ ଠିକ୍ ସମୟରେ ଆମ୍ବଲାନ୍ସ ନ ପହଁଚିବାରୁ ୧୭ କିଲୋମିଟର ପାଦରେ ଚାଲି ଡାକ୍ତରଖାନା ଗଲେ ଗର୍ଭବତୀ ମହିଳା ପ୍ରସବଜନିତ ଯନ୍ତ୍ରଣା ହେବାରୁ ପରିବାର ଲୋକେ ଆମ୍ବଲାନ୍ସକୁ ଖବର ଦେଇଥିଲେ । ଦୀର୍ଘ ସମୟ ଅପେକ୍ଷା କରିବା ପରେ
Read More...

୬ ଦୋକାନୀଙ୍କୁ ଜରିମାନା

ବାରିପଦା: କୋଭିଡ୍-୧୯ ନିୟମକୁ ଉଲ୍ଲଙ୍ଘନ କରିବା ଯୋଗୁଁଆଜି ୨୩ ତାରିଖଦିନ ଛଅ ଜଣ ବ୍ୟବସାୟୀଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଛି । ଘଟଣା ଘଟିଛି ମୟୂରଭ ଜିଲ୍ଲା ଅନ୍ତର୍ଗତ କରିିଆ ସହରରେ ସ୍ଥାନୀୟ ଏନ.ଏ.ସି.ର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା କୋଭିଡ୍-୧୯ ନୋଡାଲ ଅଫିସର ଶ୍ରୀ ବିଜୟ ନାୟକ
Read More...