Browsing Category

ରାଜ୍ୟ

ଗୁଡିଆଛନ୍ଦାରେ ପୋଲ ନିର୍ମାଣ କେବେ?

ବିଞ୍ଝାରପୁର,୨୧.୬ (ନି.ପ୍ର): ବିଞ୍ଝାରପୁର ବ୍ଲକ ତଥା ଆଳି ଜଳସମ୍ପଦ ବିଭଗ ଅଧିନସ୍ତ କାଣି ନାଳ ପୂନ୍ନରୁଦ୍ଧାର ଏବେ ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ରଣପୁର ପଂଚାୟତ କଣିପୁର ଗ୍ରାମର ଗେଟିଏ ସାହିକୁ ବାହ୍ୟ ଜଗତରୁ ବିଚ୍ଛିହ୍ନ କରିବ । ଗମନା ଗମନ, ଶିକ୍ଷା, ସ୍ୱାସ୍ଥ୍ୟ ଭଳି ବହୁ ଗୁରୁତ୍ୱ
Read More...

ଦେଢଶୂର ନିର୍ଯ୍ୟାତନା ସହିନପାରି ବାପ ଘରେ ଆଶ୍ରୟ ନେଲେ ଭାଇ ବୋହୂ

ଯାଜପୁର,୨୧.୬ (ନି.ପ୍ର) : ଦିନକୁ ଦିନ ଦେଢଶୂର ନିର୍ଯ୍ୟାତନା ଅସହ୍ୟ ହେବାରୁ ଭାଇଭୋହୂ ବାଧ୍ୟହୋଇ ବାପ ଘରେ ଆଶ୍ରୟ ନେଇଛି । ଅଭିଯୁକ୍ତ ଦେଢଶୂର ବିରୁଦ୍ଧରେ ଥାନାରେ ଅଭିଯୋଗ ପରେ ପୁଲିସ୍ ଅଭିଯୁକ୍ତକୁ ଦଣ୍ଡିତ କରିବା ପରିବର୍ତେ ଅଭିଯୋଗକାରିଣୀ ଭାଇବୋହୂଙ୍କ ଠାରୁ ପାଂଚ ହଜାର ଟଙ୍କା
Read More...

ଜଗତସିଂହପୁର ଜିଲ୍ଲ୍। ପ୍ରଶାସନ ପକ୍ଷରୁ ଆଗଧାଡିର କୋଭିଡ୍ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ

ଜଗତସିଂହପୁର, ୨୧.୬ (ନି.ପ୍ର.): ପୂର୍ବାହ୍ନରେ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଜିଲ୍ଲ୍। ପ୍ରଶାସନ ପକ୍ଷରୁ ଆଗଧାଡିର କୋଭିଡ୍ ଯୋଦ୍ଧାମାନଙ୍କୁ ସମ୍ମାନିତ କରିବା ପାଇଁ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ବିଭିନ୍ନ ରାଜ୍ୟ ଓ ଜିଲ୍ଲାରୁ ଫେରିଥିବା ପ୍ରବାସୀମାନଙ୍କୁ ବସ୍,ଟ୍ରାଭେଲର
Read More...

ବେଆଇନ ମହୁଲ ଗୋଦାମରେ ଚଢାଓ ବିପୁଳ ପରିମାଣର ମହୁଲ ଜବତ

ବାରିପଦା,୨୧.୬ (ନି.ପ୍ର.) : ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଯଶିପୁର ଠାରେ ଏକ ବିନା ଲାଇସେନ୍ସ ରେ ମହୁଲ ମହଜୁଦକାରୀ ବ୍ୟବସାୟୀଙ୍କ ମହୁଲ ଗୋଦାମ ଉପରେ ଅବକାରୀ ବିଭାଗ ପକ୍ଷରୁ ପୋଲିସ ଓ ରାଜସ୍ୱ ବିଭାଗୀୟ କର୍ମକର୍ତା ମାନଙ୍କ ସହାୟତାରେ ଗତ ୧୬ ତାରିଖ ଦିନ ସାଢେ ୧୧ଟା ସମୟରେ ଚଢାଓ
Read More...

ମାଓବାଦୀଙ୍କୁ ଘେରିଛି କରୋନା ଭୟ

ମାଲକାନଗିରି,୨୧.୬ (ନି.ପ୍ର.): ମାଓବାଦୀଙ୍କୁ ଘାରିଛି କରୋନା ଭୟ । କରୋନା ସନ୍ଦେହ ଯୋଗୁ ଛତିଶଗଡ ବିଜାପୁର ଜିଲ୍ଲାରେ ଜଣେ ମାଓ ନେତ୍ରୀଙ୍କୁ ଦଳରୁ ବିଦା କରିଛି ମାଓ ସଙ୍ଗଠନ । ମାଓ ନେତ୍ରୀ ସୁମିତ୍ରା ଚେପା ୨୦୧୦ ମସିହାରେ ମାଓ ସଙ୍ଗଠନରେ ଯୋଗ ଦେଇ ଛତିଶଗଡ ଦଣ୍ଢକାରଣ୍ୟ ମାଓ ସଙ୍ଗଠନରେ
Read More...

ସନ୍ଧିକ୍ଷଣରେ ରାଜଧାନୀ : ସମୂହ ସଂକ୍ରମଣ ଆଶଙ୍କା!

ଭୁବନେଶ୍ୱର,୨୧.୬ (ନି.ପ୍ର.): ଏକଦା କରୋନା ହଟସ୍ପଟ ଓ ରେଡ ଜୋନ ଚିହ୍ନିତ ରାଜଧାନୀ କିଛି ଦିନ ଶାନ୍ତି ରେ ନିଶ୍ୱାଶ ମାରିଥିଲା । ନୁଆ ସଂକ୍ରମଣ ଅସୁନଥିଲା । ସରକାର ଆଉ ରାଜଧାନୀ ବାସୀ ଟିକିଏ ଆସ୍ୱସ୍ତ ଥିଲେ । ଏହାକୁ ଆଉ ଟିକିଏ କଡାକଡି କରିବାକୁ ଯାଇ ସପ୍ତହାନ୍ତ ୨ଦିନ ସରକାର ସଟଡାଉନ
Read More...

ଡକାୟତି ଉଦ୍ୟମ ପଣ୍ଡ; ୩ ଗିରଫ, ୩ ଫେରାର

ଲାଞ୍ଜିଗଡ ୨୧.୬ (ନି.ପ୍ର.): କଳାହାଣ୍ଡି ଜିଲ୍ଲା ବ୍ଲକର ଦୁର୍ଗମ ଅଞ୍ଚଳ ମାନଙ୍କରେ ଦିନକୁ ଦିନ ଚୋରୀ, ତସ୍କରୀ ଓ ଡକାୟତି ବୃଦ୍ଧି ପାଉଥିବାବେଳେ ବିଭିନ୍ନ ଅଞ୍ଚଳରେ ଯୁବକ ନକଲି ନକ୍ସଲ ନାଁରେ ଚାନ୍ଦା ଆଦାୟ କରି ସାଧାରଣ ଲୋକଙ୍କୁ ଭୟଭୀତ କରାଉ ଥିବା ନଜରକୁ ଆସିଥିବା ବେଳେ ଅନେକ ଗୁଡିଏ
Read More...

ଓଡିଶାରେ ଆଂଶିକ ସୂର୍ଯ୍ୟପରାଗ

ଭୁବନେଶ୍ୱର,୨୧.୬ (ନି.ପ୍ର.): ମହାକାଶରେ ରବିବାର ସଂଗଠିିତ ହୋଇଥିବା ସୂର୍ଯ୍ୟପରାଗ ଓଡ଼ିଶା ସମେତ ଭାରତର ସବୁ ଅଂଚଳରେ ଦୃଶ୍ୟମାନ ହେଇଛି । ଭାରତର ରାଜସ୍ଥାନ, ହରିଆଣା ଓ ଉତରାଖଣ୍ଡରେ ବଳୟ ସୂର୍ଯ୍ୟପରାଗ ଦୃଶ୍ୟମାନ ହେଇଥିଲା ବେଳେ ଓଡ଼ିଶାରେ ୬୧ରୁ ୭୨ ପ୍ରତିଶତ ସୂର୍ଯ୍ୟପରାଗ
Read More...

ରାୟଗଡାରେ ୫ଟି ନୁଆ ପଜିଟିଭ କେସ, ୧୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା ।

ରାୟଗଡା- ମହାମାରୀ କରୋନା ସଂକ୍ରମଣରେ ରାୟଗଡା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭ରେ ପହଞ୍ଚିଥିବାବେଳେ ୭ ଜଣ ସୁସ୍ଥ ହୋଇ ଫେରିଛନ୍ତି ଏବଂ ବାକି ୧୦ ଜଣଙ୍କ ମଧ୍ୟରୁ ୫ ଜଣ କେରାପୁଟ ଜିଲ୍ଲାର ଜୟପୁର କୋଭିଡ ହସ୍ପିଟାଲରେ ଏବଂ ନୁଆ ଭାବେ ଚିହ୍ନଟ ହୋଇଥିବା ୫ଜଣ ରାୟଗଡ ଜିଲ୍ଲା ଜେକେ ପୁର
Read More...

ଗୋ ମାଂସ ଭର୍ତି କଣ୍ଟେନର ଜବତ

ବ୍ରହ୍ମପୁର: ଓଡିଶା-ଆନ୍ଧ୍ର ସୀମାନ୍ତ ଗିରିସୋଲା ଠାରେ ରବିବାର କଲକାତାରୁ ଚେନ୍ନାଇ ବ୍ରହ୍ମପୁର ୧୬ ନଂ ଜାତୀୟ ରାଜପଥ ଦେଇ ଯାଉଥିବା ଏକ ଗୋ ମାଂସ ବୋଝେଇ କଣ୍ଟେନର ଜବତ କରାଯାଇଛି । ଏହାକୁ ବଜରଙ୍ଗ ଦଳ କର୍ମକର୍ତ୍ତାମାନେଅଟକାଇଥିଲେ । ଖବର ପାଇ ଇଚ୍ଛାପୁର ଥାନା ପୁଲିସ ଘଟଣାସ୍ଥଳରେ
Read More...