Browsing Category

ରାଜ୍ୟ

ସାମ୍ବାଦିକଙ୍କୁ ମାରଣାତ୍ମକ ଆକ୍ରମଣ

ଚମ୍ପୁଆ(ନି. ପ୍ର)- ସ୍ଥାନୀୟ ଅଞ୍ଚଳର ଜଣେ କର୍ତବ୍ୟରତ ସାମ୍ବାଦିକଙ୍କୁ ଗତକାଲି ସନ୍ଧ୍ୟାରେ ମାରଣାତ୍ମକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ମିଳିଥିବା ସୁଚନା ଅନୁସାରେ ଚମ୍ପୁଆ ବ୍ଲକ ବ୍ରହ୍ମପୁର କରଞିଆ ଅଞ୍ଚଳର କାର୍ଯ୍ୟରତ ପ୍ରମେୟ ସାମ୍ବାଦିକ ବିଧୁଭୁଷଣ ପତି ସଂଧ୍ୟା ପରେ ଗରକୁ ଫେରିବା…
Read More...

ଗରବନ୍ଧରେ ଗୋଷ୍ଠୀ ସଂଘର୍ଷ: ୨ ଆହତ

ଯାଜପୁର ତା୨୪/୦୬ (ନି.ପ୍ର) : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୨ ଗୋଷ୍ଠୀଙ୍କ ସଂଘବଦ୍ଧ ସଂଘର୍ଷରେ ୨ ଜଣ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ବେଳେ ଘଟଣାକୁ ନେଇ ଗ୍ରାମରେ ଉତ୍ତେଜନା ଲାଗି ରହିଥିବା ସହ ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଉତ୍ତେଜନା ପ୍ରସମିତ କରିବାକୁ ଯାଇଁ…
Read More...

ମହିଳାଙ୍କ ଉପରେ ମଦ ବେପାରୀର ଆକ୍ରମଣ

ଯାଜପୁର,୨୪.୬(ନି.ପ୍ର) : ଜିଲ୍ଲାରେ ଅଧିକନ୍ତୁ କରୋନା ଭୂତାଣୁ ଯେପରି ସଂକ୍ରମିତ ନ ହୁଏ ଜିଲ୍ଳା ପ୍ରଶାସନ ଲକଡ଼ାଉନ୍ ନିୟମ ପାଳନ କରୁଥିବା ବେଳେ ଚଳିତ ମାସ କରୋନା ପ୍ରତ୍ୟେକ ଶନିବାର ଓ ରବିବାରକୁ ସଟଡ଼ାଉନ୍ ରୂପେ ଘୋଷଣା କରିଛନ୍ତି । ସଟଡ଼ାଉନ୍ ସମୟରେ ଅତ୍ୟାବଶ୍ୟକ ସେବା ବ୍ୟତିତ…
Read More...

ବିଧାୟକ ବିଷ୍ଣୁ ଦାସ ଗୁରୁତର

ଭୁବନେଶ୍ୱର : ତିର୍ତୋଲ ବିଧାୟକ ତଥା ବିଜେଡ଼ିର ବରିଷ୍ଠ ରାଜନେତା ବିଷ୍ଣୁ ଦାସ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତି ହୋଇଛନ୍ତି । ବ୍ରେନଷ୍ଟ୍ରୋକ ହେବା ପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଥିଲା । ଏକ ଡ଼ାକ୍ତରୀ ଦଳ ତାଙ୍କର ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା କରିବା ପରେ ଆଜି…
Read More...

ଝାରସୁଗୁଡା-ସୁନ୍ଦରଗଡ ସୀମାରେ ମାଫିଆଙ୍କ ଲୁଟ୍

ଭୁବନେଶ୍ୱର: ଝାରସୁଗୁଡା-ସୁନ୍ଦରଗଡ ସୀମାରେ ଜୋର ସୋରରେ ଚାଲିଛି ବେଆଇନ ପଥର କାରବାର । ଦୁଇ ଜିଲ୍ଳାର ସୀମା ନିଛାଟିଆ ଘନ ଜଙ୍ଗଲ ଇଲାକା ହୋଇଥିବା କାରଣରୁ ଅତି ସହଜରେ ବେଧଡକ ହୋଇ ପଥର ଲୁଟ୍ କରିବାରେ ଲାଗିପଡିଛନ୍ତି ମାଫିଆ । ଝାରସୁଗୁଡା ଜିଲ୍ଲାର ଓପିଜିସିଠାରୁ ସୁନ୍ଦରଗଡର ମନୋହର କୋଇଲା…
Read More...

ଡେଙ୍ଗୁ, ମ୍ୟାଲେରିଆ ଓ କରୋନା ନିରାକରଣ ନେଇ ବୈଠକ

ଚମ୍ପୁଆ, ୨୩.୬(ନି.ପ୍ର.): ବଡ଼ବିଲ ପୌରପାଳିକା ଅଂଚଳରେ ଡେଙ୍ଗୁ, ମ୍ୟାଲେରିଆ ଏବଂ ମହାମାରୀ କରୋନା (କୋଭିଡ୍-୧୯) ନିରାକରଣ ସମ୍ପର୍କିତ ଏକ ବୈଠକ ପୌରପାଳିକା ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ଚମ୍ପୁଆ…
Read More...

ରାସ୍ତା ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ଗ୍ରାମବାସୀ

ଯାଜପୁର, ୨୩.୬ (ନି.ପ୍ର): ଯେଉଁ ଅଂଚଳରେ ଗମନାଗମନ ବ୍ୟବସ୍ଥା ଯେତେ ଭଲ ସେ ଅଂଚଳ ସେତିକି ବିକଶିତ । ଗ୍ରାମାଂଚଳକୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମାଳମାଳ ଯୋଜନା ରହିଛି । ଏ ବାବଦକୁ କୋଟି କୋଟି ଟଙ୍କା ରାଜକୋଷରୁ ଖର୍ଚ୍ଚ ହେଉଥିବା ବେଳେ…
Read More...

ରାଜ୍ୟରେ ବଢିଲା କରୋନା ମୃତ୍ୟୁ ଦିନକରେ ଗଲା ତିନି ଜୀବନ

ଭୁବନେଶ୍ୱର,୨୩.୬ (ନି.ପ୍ର.): ରାଜ୍ୟରେ ଆଜି ଆଉ ତିନି ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୮ ରେ ପହଞ୍ଚିିିିିିଯାଇଛି । ଏହି ୩ ମୃତକ କଟକର । ଉଭୟଙ୍କର ଡାକ୍ତରଖାନରେ…
Read More...

ଶରଧା ବାଲିରେ ତିନି ରଥ

ପୁରୀ,୨୩.୬ (ନି.ପ୍ର.): ନବଦିନ ବ୍ୟାପୀ ଘୋଷ ଯାତ୍ରାରେ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ, ବଡଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଆଜି ଶରଧା ବାଲିରେ ପହଂଚିଛି । ଆସନ୍ତାକାଲି ଚତୁର୍ଦ୍ଧା ମୃର୍ତି ଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ । ଭକ୍ତ ଶୂନ୍ୟ…
Read More...

ରଥଯାତ୍ରା ଅବସରରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଛା

ନୂଆଦିଲ୍ଲୀ: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଛା ଜଣାଇଛନ୍ତି । ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଛା , ଶ୍ରନ୍ଧା ଓ…
Read More...