ଓଡ଼ିଶା ଉତ୍କର୍ଷ ଅଧ୍ୟୟନ କେନ୍ଦ୍ର ଆରମ୍ଭ
ଭୁବନେଶ୍ୱର,୨୫.୬ (ନି.ପ୍ର.): ଶାସ୍ତ୍ରୀୟ ଓଡ଼ିଶା ଉତ୍କର୍ଷ ଅଧ୍ୟୟନ କେନ୍ଦ୍ର ଆଜି ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି । ସର୍ଦ୍ଧାର ପଟେଲ ଭବନ ପରିସର ତଥା ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପୁରୁଣା କ୍ୟାମ୍ପସରେ ଏହା ଆରମ୍ଭ ହୋଇଛି । ସାହିତ୍ୟକ ତଥା ଭାଷାବିତ୍ ପ୍ରଫେସର ବସନ୍ତ କୁମାର ପଣ୍ଡା!-->…
Read More...
Read More...