ମୁରିବାହାଲରେ ପଙ୍ଗପାଳ!
ମୁରିବାହାଲ,୧୧.୬(ନି.ପ୍ର.): ବଲାଙ୍ଗିର ଜିଲ୍ଲା ମୁରିବାହଲ ବ୍ଲକ ଚଳକୀ ପଂଚାୟତରେ ପଙ୍ଗପାଳ ଦେଖାଦେଇଥିବା ଜଣାଯାଇଛି । ପଙ୍ଗପାଳ ଛତିଶଗଡରୁ ଓଡ଼ିଶାକୁ ପ୍ରବେଶ କରିବାର ପୂର୍ବାନୁମାନ ଥିବାବେଳେ ଚାଷୀମାନେ ଏଥିନେଇ ଚିନ୍ତିତ ହୋଇପଡ଼ିଛନ୍ତି । ଉକ୍ତ ଅଂଚଳର ଜଙ୍ଗଲରେ ଏକ ଝିଂଟିକା ଭଳି ବଡ଼!-->…
Read More...
Read More...