Browsing Category

ରାଜ୍ୟ

ଗଣ ଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ

ବାଲିକୁଦା,୧୭,୬ (ନି.ପ୍ର.): ମରିଚିପୁର ଯୁବତୀ ଗଣ ବଳତ୍କାର ଘଟଣାରେ ମୁଖ୍ୟ ଅଭିଯୁକ୍ତ ଜିତେନ ବେହେରାକୁ ଗିରଫ କରିଛି ଜଗତସିଂହପୁର ପୁଲିସ । ଗତକାଲି ରାତିରେ ଜିତେନ ଜଗତସିଂହପୁରରୁ ନିଜ ଘର ମରିଚିପୁର ଅଂଚଳକୁ ଆସୁଥିବା ବେଳେ ପୁଲିସ ହାତରେ ଧରା ପଡିଯାଇଥିଲା । ଜଗତସିଂହପୁର ପୁଲିସ ଆଜି…
Read More...

ଘର ତାଲା ଭାଙ୍ଗି ଭୋଦାରୁ ପୁଣି ଚୋରୀ

ବାଲିକୁଦା,୧୭,୬ (ନି.ପ୍ର.): ବାଲିକୁଦା ଥାନା ଅଧୀନ ଭୋଦା ଗ୍ରାମରୁ ଗତକାଲି ରାତିରେ ଅନୁରୂପ ବିଶ୍ୱଜିତ ସ୍ୱାଇଁଙ୍କ ଘରେ ଡକାୟତ ମାନେ ପସି ଅନେକ ଜିନିଷ ଚୋରୀ କରି ନେଇଥିବା ଜନା ପଡିଛି । ଅନୂରୂପ ବହାରେ ଚାକିରି କରୁଥିବାରୁ ସେ ତାଙ୍କ ପରିବାର ସହ ବାହାରେ ରୁହନ୍ତି । ଏହାର ସୁଯୋଗ ନେଇ…
Read More...

ଭାରତୀୟ ରେଳବାଇର ରେକର୍ଡ ମାଲ ପରିବହନ

ନୂଆଦିଲ୍ଲୀ,୧୪ ।୦୬(ଏଜେନ୍ସି): ବିଦ୍ୟୁତକରଣ ହୋଇଥିବା ରେଳଧାରଣାରେ ଅଧିକ ଉଚ୍ଚତା ବିଶିଷ୍ଟ ଓଭର ହେଡ ଉପକରଣ (ଓଏଚଇ)ରେ ସଫଳତା ପୂର୍ବକ ଦୁଇ ଥାକିଆ ମାଲବାହୀ କଂଟେନର ପରିବହନ କରି ଭାରତୀୟ ରେଳବାଇ ଏକ ନୂଆ ବିଶ୍ୱ କିର୍ତୀମାନ ପ୍ରତିଷ୍ଠା କରିଛି । ପଶ୍ଚିମ ରେଳବାଇ କ୍ଷେତ୍ର ଅନ୍ତର୍ଗତ ଏହି…
Read More...

ଜିମ୍ ଖୋଲିବା ପାଇଁ ମାଲିକ ସଙ୍ଘର ଦାବି

ବ୍ରହ୍ମପୁର,୧୪ ।୦୬(ନି.ପ୍ର.): ଗଞ୍ଜାମ- କରୋନା ମହାମାରୀକୁ ନେଇ ସରକାର ତାଲା ବନ୍ଦ ଘୋଷଣା କରିଥିଲେ । ଏହି ତାଲା ବନ୍ଦ ଦ୍ୱାରା ସବୁ ବ୍ୟବସାୟ ଯେପରି ଠପ୍ ହୋଇଯାଇଥିଲା । ଏହି ନିୟମକୁ ମାନି ଜିମଗୁଡିକ ମଧ୍ୟ ୩ ମାସ କାଳ ବନ୍ଦ ରଖିଥିଲେ । ହେଲେ ଏବେ ଦେଖିବା କଥା ରାଜ୍ୟ ସରକାର ଜୁନ ୩୦…
Read More...

ନାବାଳକ ହତ୍ୟା ଘଟଣାରେ ତଥ୍ୟ ଅନୁଧ୍ୟାନ କମିଟି ଗଠନ କଲା କଂଗ୍ରେସ

ଭୁବନେଶ୍ୱର,୧୪ ।୦୬(ନି.ପ୍ର.): ମାଲାକାନଗିରି ଜିଲ୍ଲାର କେନ୍ଦୁଗୁଡ଼ା ଗ୍ରାମରେ ଗତ ୪ ତାରିଖରେ ହୋଇଥିବା ନାବାଳକ ହତ୍ୟା ଘଟଣାର ତଥ୍ୟ ଅନୁଧ୍ୟାନ କରିବା ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଶ୍ରୀ ନିରଞ୍ଜନ ପଟ୍ଟନାକ ଏକ ତଥ୍ୟ ଅନୁଧ୍ୟାନ କମିଟି ଗଠନ କରିଛନ୍ତି । ଏହି କମିଟିରେ…
Read More...

ବାଲିକୁଦାରୁ ୭ ପଜିଟିଭ ଚିହ୍ନଟ

ବାଲିକୁଦା,୧୪ ।୦୬(ନି.ପ୍ର.): ବାଲିକୁଦାରୁ ନୂଆ ୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନେ ସମସ୍ତେ ପଂଚାୟତର କ୍ୱାରେଂଟାଇନରେ ଥିବା ବେଳେ ଚିହ୍ନଟ ସମସ୍ତ ୭ ଜଣ ଯାକ ବାହାରୁ ଆସିଥିବା ଜଣାପଡିଛି । ବିଶେଷ ଭାବେ ଏମାନେ ମହାରାଷ୍ଟ୍ର, ତାମିଲନାଡୁ, ହରିୟାନା, ଗୁଜୁରାଟ ଓ ଦିଲ୍ଲୀରୁ…
Read More...

ସରକାରୀ ସ୍କୁଲରେ ଏଣିକି ହ୍ୱାଟସ୍ଆପରେ ନାମଲେଖା

ଭୁବନେଶ୍ୱର,୧୪ ।୦୬(ନି.ପ୍ର.): କୋଭିଡ-୧୯ ମହାମାରୀ ସ୍ଥିତିରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜୁଲାଇ ୧୫ ମଧ୍ୟରେ ଛାତ୍ରଛାତ୍ରୀଙ୍କ ନାମଲେଖା ପ୍ରକ୍ରିୟା ସମ୍ପନ୍ନ କରିବାକୁ ନିର୍ଦେଶ ଜାରି କରାଯାଇଛି । ଏହି ପରିପ୍ରେକ୍ଷୀରେ ବର୍ତମାନ ବୈଷୟିକ ଜ୍ଞାନକୌଶଳର ଉପଯୋଗ କରି ସରକାରୀ…
Read More...

ଭୁବନେଶ୍ୱର ପହଂଚିଲେ ବିଜୟ ମହାନ୍ତି

ଭୁବନେଶ୍ୱର,୧୪ ।୦୬(ନି.ପ୍ର.): ଭୁବନେଶ୍ୱରରେ ପହଂଚିଲେ ଓଲିଉଡର ଖ୍ୟାତନାମା ଅଭିନେତା ବିଜୟ ମହାନ୍ତି । ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ହାଇଦ୍ରାବାଦରୁ ଆସି ଆଜି ଭୁବନେଶ୍ୱରରେ ସେ ପହଂଚିଛନ୍ତି । ତେବେ ରାଜଧାନୀରେ ପହଂଚିବା ପରେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାକୁ ଚିକିତ୍ସା ନିମନ୍ତେ…
Read More...

ସ୍ୱାଦଶକ୍ତି ଲୋପ କରୋନା ଲକ୍ଷଣ!

ଭୁବନେଶ୍ୱର,୧୪ ।୦୬(ନି.ପ୍ର.): ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ କୋଭିଡ-୧୯ ପାଇଁ କ୍ଲିନିକାଲ୍ ମ୍ୟାନେଜମେଂଟ ନିୟମାବଳୀ ଜାରି କରିଛି । କୋଭିଡ-୧୯ ସଂକ୍ରମିତ ମାନଙ୍କ ଲକ୍ଷଣ ମଧ୍ୟରେ ସ୍ୱାଦଶକ୍ତି ଓ ଘ୍ରାଣ ଶକ୍ତି ଲୋପ ପାଇଯିବାକୁ ଅନ୍ତର୍ଭୁକ୍ତ କରାଯାଇଛି । ସ୍ୱାସ୍ଥ୍ୟ…
Read More...

ରଥ ଅଡ଼ୁଆ ବଢ଼ୁଛି : ସୁପ୍ରିମକୋର୍ଟରେ ମାମଲା ମେସିନ୍ କିମ୍ବା ହାତୀ ଲଗାଇ ଟାଣିପାର : ହାଇକୋର୍ଟ

ଭୁବନେଶ୍ୱର,୧୪ ।୦୬(ନି.ପ୍ର.): ରଥଯାତ୍ରା ବନ୍ଦ ପ୍ରସଙ୍ଗ ଏବେ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଗଲାଣି । ଓଡ଼ିଶା ବିକାଶ ପରିଷଦର ସଭାପତି ସୁଶାନ୍ତ କୁମାର ପାଢ଼ୀ ଆଇନଜୀବୀ ରଞ୍ଜିତା ରୋହତଗୀଙ୍କ ଜରିଆରେ ସର୍ବୋଚ୍ଚ ନ୍ୟାୟାଳୟରେ ଏଥିନେଇ ଆବେଦନ କରିଛନ୍ତି । ଏହି ଆବେଦନ ସୁପ୍ରିମକୋର୍ଟରେ…
Read More...