ଉନ୍ମୋଚନ ହେବ କବି ଧର୍ମରାଜଙ୍କ ରଚିତ ୪ ପୁସ୍ତକ
ନବରଙ୍ଗପୁର : ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜ଼ିଲ୍ଲାରେ କାର୍ଯ୍ୟରତ ଚନ୍ଦାହାଣ୍ଡି ବି ଡି ଓ ତଥା ସ୍ୱେଚ୍ଛାସେବୀ ସଂସ୍ଥା ହେଲ୍ପ ଲାଇନର ଉପଦେଷ୍ଟା, ସମାଜସେବୀ ଯୁବ କବି ଧର୍ମରାଜ ମାଝୀ ଙ୍କ ରଚିତ ପୁସ୍ତକ ଉନ୍ମୋଚନ ହେବ l ଏକାବେଳକେ ୪ ଟି ସଂକଳନ ଉନ୍ମୋଚନ ହେବାକୁ ଥିବାବେଳେ, ଏହି!-->…
Read More...
Read More...