Browsing Category

ରାଜ୍ୟ

ରଥଯାତ୍ରା ଉପଲକ୍ଷେ ଷ୍ଟେଟ ବ୍ୟାଙ୍କ ଓ ଷ୍ଟେଟ ବ୍ୟାଙ୍କ ଲେଡିସ କ୍ଲବ ଦ୍ଵାରା ଦାନ

ଭୁବନେଶ୍ଵର : ପୁରୀରେ ରଥ ଯାତ୍ରା ମହୋତ୍ସବରେ ପ୍ରବଳ ଜନ ସମାଗମକୁ ଆଖି ଆଗରେ ରଖି କର୍ପୋରେଟ୍ ସାମାଜିକ ଦାୟିତ୍ଵ ପାଳନର ଏକ ଅଂଶ ଭାବରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଭୁବନେଶ୍ବର ମଣ୍ଡଳ 100 ଟି ଛତା, 500ଟି ରେନ କୋଟ , 10000 ପାଣି ବୋତଲ, 10000 ଫଳ ରସ ବୋତଲ ଏବଂ 100 ରୋଡ ବ୍ୟାରିକେଡ…
Read More...

ଭୁବନେଶ୍ୱର ଫିଟନେସ କ୍ଲବ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ

ଭୁବନେଶ୍ୱର : ଆଜି ରାଜ୍ୟବ୍ୟାପୀ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି । ଏହି ଅବସରରେ ପଟିଆ କିଟ୍ ଜଗନ୍ନାଥ ମନ୍ଦିର ନିକଟସ୍ତ ଭୁବନେଶ୍ୱର ଫିଟନେସ କ୍ଲବ ପକ୍ଷରୁ ଏକ ବଡ଼ ଧରଣର ଯୋଗ ଶିବିର ଆୟୋଜିତ ହୋଇଛି । ଭୁବନେଶ୍ୱର ଫିଟନେସ କ୍ଲବରେ ଆୟୋଜିତ ଏହି ଶିବିରରେ ସହରର ବହୁ ମାନ୍ୟଗଣ୍ୟ…
Read More...

ଚେକଡ୍ୟାମ ନିର୍ମାଣରେ ମହାଦୁର୍ନୀତି

ଶାସନ , ପ୍ରଶାସନ କୋଲାକୋଳି ଠିକାଦାରଙ୍କୁ ସୁହାଇଲା ଭଳି ଚାଲିଛି କାମନିମ୍ନ ମାନର ଅଭିଯୋଗ ଆଣିଲେ ଲୋକେ ଗୋଳାମୁଣ୍ଡା : କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକର ବଡ଼ଚେରଗାଁ ଗ୍ରାମର ତେତେଲବୁର୍ଲି ନାଲାରେ ହେଉଥିବା ଚେକଡ୍ୟାମରେ ମହାଦୁର୍ନୀତି ଅଭିଯୋଗ ହୋଇଛି । ଟଙ୍କା ଲୋଭରେ ଶାସନ ,…
Read More...

ମହାରାଣୀ ସାଗର ସୌନ୍ଦର୍ଯ୍ୟକରଣ ଓ ପୁନରୁଦ୍ଧାର କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ

ବଲାଙ୍ଗୀର : ପ୍ରଥମ ପର୍ଯ୍ୟାୟରେ କୋଟି ବ୍ୟୟରେ ହାତକୁ ନିଆଯାଇଥିବା ବଲାଙ୍ଗୀର ସହର ମହାରାଣୀ ସାଗରର ସୌନ୍ଦର୍ଯ୍ୟକରଣ ଓ ପୁନଃରୁଦ୍ଧାର କାର୍ଯ୍ୟର ଭିତ୍ତିିପ୍ରସ୍ତର ସ୍ଥାପନ କରିଛନ୍ତି ବଲାଙ୍ଗୀରର ପୂର୍ବତନ ସାଂସଦ ତଥା ଷ୍ଟେଟ୍ ହାଉସିଙ୍ଗ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂଦେଓ । ଏଥି…
Read More...

ଦିଗପହଣ୍ଡି ବ୍ଳକ ଅଧ୍ୟକ୍ଷା ସୁନୀତାଙ୍କ ପରଲୋକ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଅଧ୍ୟକ୍ଷା ସୁନୀତା କୁମାରୀ ସେଠୀଙ୍କ ରବିବାର ଅପରାହ୍ନରେ ପରଲୋକ ହୋଇଥିବା ଜଣାପଡିଛି । ଖବରନୁଯାୟୀ , ପଞ୍ଚାୟତ ନିର୍ବାଚନରେ ସେ ଗୋକର୍ଣ୍ଣପୁର ପଞ୍ଚାୟତ ତରଫରୁ ସମିତି ସଭ୍ୟା ପ୍ରାର୍ଥୀନୀ ଭାବେ ନିର୍ବାଚନ ଲଢ଼ି ବିପୁଳ ଭୋଟରେ ବିଜୟୀ…
Read More...

ବିଧବା ମହିଳାଙ୍କ ଭତ୍ତା ଟଙ୍କା ହଡ଼ପ ଅଭିଯୋଗ

ଝରିଗାଁ : ନିଜେ ସତର୍କ ନ ହେଲେ ଠକାମିର ଶିକାର ହେବା ସୁନିଶ୍ଚିତ, ସମୟ ଥିଲା ଲୋକେ ସାଧା କାଗଜରେ ଦସ୍ତଖତ କିମ୍ବା ଟିପ ଚି଼ହ୍ନଟିଏ ଦେବାକୁ ଭୟ କରୁଥିଲେ କାରଣ କାଳେ କିଏ କଣ ହଡ଼ପ କରିନେବ, ହେଲେ ଏବେ ଲୋକଙ୍କୁ ଠକୁଛି ମେସିନ ଅର୍ଥାତ ମେସିନ ଜରିଆରେ ଲୋକଙ୍କ ଟଙ୍କା ହଡ଼ପ କରାଯାଉଥିବା ନେଇ…
Read More...

ସୋଲାର ପମ୍ପ ପାଣି ଟାଙ୍କି ଫାଟିଲା ! ଅଳ୍ପକେ ବର୍ତିଲା ବାଳକ

ଗୋଳାମୁଣ୍ଡା : କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଖମାର ହଳଦୀ ପଞ୍ଚାୟତର ଘୋଟିଆ ଗ୍ରାମର ଦରଲୀପଡା ଠାରେ ଥିବା ସୋଲାର ପମ୍ପ ପାଣି ଟାଙ୍କି ଫାଟିଯାଇଥିବା ଅଭିଯୋଗ ହୋଇଛି । ପଡାର କ୍ରିଷ୍ଣା ମାଝୀ (୧୧) ପାଣି ପିଇବାକୁ ଯାଇଥିବା ବେଳେ ହଠାତ ପାଣି ଟାଙ୍କି ଫାଟି ଯାଇଥିଲା । ହେଲେ…
Read More...

କୃଷି ବିଜ୍ଞାନ କେନ୍ଦ୍ରର ଶୁଭ ଉଦଘାଟନ କଲେ କୃଷି ସଚିବ ଡ଼କ୍ଟର ଅରବିନ୍ଦ ପାଢ଼ୀ

ନବରଙ୍ଗପୁର : ଆଦିବାସୀ ଅଧୁଷିତ ନବରଙ୍ଗପୁର ଜିଲ୍ଲାର କୃଷି ପ୍ରାଣ କେନ୍ଦ୍ର ଉମରକୋଟ ଠାରେ ଜ଼ିଲ୍ଲା ର କୃଷକ ଙ୍କ କୃଷି କ୍ଷେତ୍ରରେ ଉନ୍ନତି ଆଣିବାକୁ କୃଷି ବିଜ୍ଞାନ କେନ୍ଦ୍ରର ଶୁଭ ଉଦଘାଟନ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ଓଡିଶା ସରକାରଙ୍କ ଏଗ୍ରିକଲଚର ଏଣ୍ଡ ଏଫ.…
Read More...

୫ଟି ସଚିବଙ୍କ ଚମ୍ପୁଆ ଗସ୍ତ

ଚମ୍ପୁଆ : ଆଜି ୫ଟି ସଚିବ ନିର୍ଦ୍ଧାରିତ ସମୟରେ ଚମ୍ପୁଆ ହେଲିପ୍ୟାଡରେ ଅବତରଣ କରି ନେହେରୁ ଷ୍ଟାଡିୟମ ସଭାସ୍ଥଳକୁ ଆସିଥିଲେ । ପ୍ରବଳ ଖରା ଓ ଗୁଳୁଗୁଳି ସତ୍ତ୍ୱେ ପାରମ୍ପରିକ ନୃତ୍ୟଗୀତ ସହ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।୧୦ ହଜାରରୁ ଉର୍ଧ ଲୋକଙ୍କ ପାଖକୁ ଯାଇ କରମର୍ଦ୍ଦନ…
Read More...

ନୂଆଗାଁ ଗ୍ରାମୀଣ ବିକାଶ ମଞ୍ଚ ପାଳିବ ନିଆରା ରଜ

ଭୁବନେଶ୍ୱର : ଓଡ଼ିଶାର ଗଣପର୍ବ ରଜ ଆମ ରାଜ୍ୟର କଳା, ସଂସ୍କୃତି ଓ ପ୍ରକୃତି ସହ ଗଭୀର ସମ୍ପର୍କରେ ଜଡିତ । ଏହି କଳା ଓ ସଂସ୍କୃତିକୁ ଅକ୍ଷୂର୍ଣ୍ଣ ରଖି ଏହାକୁ ଅଧିକରୁ ଅଧିକ ଭାବେ ପରିବ୍ୟାପ୍ତ କରିବା ପାଇଁ ନୂଆଗାଁ ଗ୍ରାମୀଣ ବିକାଶ ମଞ୍ଚ ପ୍ରତିବଦ୍ଧ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ…
Read More...