Browsing Category

ରାଜ୍ୟ

‘୫ଟି’ ସଚିବଙ୍କ ଗସ୍ତକୁ ନେଇ ପ୍ରଶାସନିକ ତତ୍ପରତା

ଚମ୍ପୁଆ : କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡକୁ '୫ଟି' ସଚିବଙ୍କ ଗସ୍ତ ଆସନ୍ତା ୧୦ ତାରିଖରେ ଥିବାରୁ ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏଥିପାଇଁ ଆଜି କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ,ଏସପି, ଏଡିଏମ୍, ରାସ୍ତା ଓ ଗୃହନିର୍ମାଣ ବିଭାଗର ଅଧିକ୍ଷଣ ଯନ୍ତ୍ରୀ,
Read More...

ବଲାଙ୍ଗିରରେ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥର ଶୁଭାରମ୍ଭ

ବଲାଙ୍ଗିର : ରାଜ୍ୟ ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ତରଫରୁ ରାଜ୍ୟରେ ଶିଶୁ ଶ୍ରମିକ ନିରାକରଣ ସମ୍ପର୍କିତ ଏକ ମାସ ବ୍ୟାପୀ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହା ଜୁନ ମାସ ୧ ତାରିଖ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅବସରରେ ଆଜି ବଲାଙ୍ଗିର ଜିଲ୍ଲା
Read More...

ରେଳ ଦୁର୍ଘଟଣାରେ ଅନାଥ ପିଲାଙ୍କ ଶିକ୍ଷା ଦାୟିତ୍ୱ ନେବ ଆଦାନୀ ଗ୍ରୁପ

ଭୁବନେଶ୍ୱର : ଓଡ଼ିଶାର ବାଲେଶ୍ୱରରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ନେଇ ଆଦାନୀ ଗ୍ରୁପ ମୁଖ୍ୟ ଗୌତମ ଆଦାନୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏହି ଘଟଣା ତାଙ୍କୁ ବ୍ୟଥିତ କରିଛି । ସେ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ତେବେ ଏକ ବଡ଼
Read More...

ଯୁବ କବି ଧର୍ମରାଜ ମାଝୀଙ୍କ ପୁସ୍ତକ ଉନ୍ମୋଚିତ

*ଆଦିବାସୀ ଙ୍କ ଦୈନ୍ୟଦିନ ଜୀବନ କାହାଣୀ ଉପରେ ଆଧାରିତ ପୁସ୍ତକ *ରାଜ୍ୟର ବିଭିନ୍ନ ପ୍ରାନ୍ତରର ମାନ୍ୟଗନ୍ୟ ବିଶିଷ୍ଠ କବି, ଲେଖକ, ଗାଳ୍ପିକଙ୍କ ସମାଗମ  ନବରଙ୍ଗପୁର : ନବରଙ୍ଗପୁର ଜ଼ିଲ୍ଲା ଚନ୍ଦାହାଣ୍ଡି ପଞ୍ଚାୟତ ସମିତିରେ କାର୍ଯ୍ୟରତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ସମାଜସେବୀ
Read More...

ବିଶ୍ଵ ପରିବେଶ ଦିବସ: ଟାଟା ଷ୍ଟିଲ ପକ୍ଷରୁ ସୁନା ନଦୀ କୂଳ ପରିଷ୍କାର

ଯୋଡ଼ା : ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ଟାଟା ଷ୍ଟିଲ ପକ୍ଷରୁ ସୁନା ନଦୀ ର କୁନ୍ଦୁରୁନଳା କୂଳକୁ ପରିଷ୍କାର କରାଯାଇଛି I ଏହି ଅଭିଯାନ ରେ କମ୍ପାନୀର ପ୍ରାୟ 50 ଜଣ ସ୍ଵେଚ୍ଛାସେବୀ ଯୋଗଦେଇ ନଦୀକୂଳ କୁ ପରିଷ୍କାର କରିଥିଲେ I ଏହା ପରେ, ଏହି ଆବର୍ଜନାକୁ ଯୋଡା ମୁନିସିପାଲିଟି ଡମ୍ପୟାଡକୁ
Read More...

ପୁଣି ଲେଉଟିଲେ ହାତୀ ପଲ, ଭାଙ୍ଗିଲେ ଘର

ଚମ୍ପୁଆ : ଦୀର୍ଘଦିନ ବ୍ୟବଧାନରେ ଚମ୍ପୁଆ ସେକ୍ସନକୁ ହାତୀ ପଲ ପ୍ରବେଶ କରିବା ସହ ବନବିଭାଗକୁ ନାକେଦମ କରିସାରିଲେଣି। ହାତୀ ପଲକୁ ଘଉଡାଇବାକୁ ବନବିଭାଗ ଚେଷ୍ଟା ଜାରି ରଖିଥିଲେ ମଧ୍ୟ ହାତୀ ପଲ ବାରମ୍ଵାର ଚମ୍ପୁଆ ସେକ୍ସନକୁ ପ୍ରବେଶ ଫଳରେ ଚାଷୀ ତଥା ଜଙ୍ଗଲ ନିକଟସ୍ଥ ଗ୍ରାମରେ ଭୟର ଆଶଙ୍କା
Read More...

ନଦୀରୁ ବେଆଇନ ବାଲି ଚୋରା ଚାଲାଣ ଅଭିଯୋଗ

ଯୋଡା : କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ଅନ୍ତର୍ଗତ ଚମକପୁର ସ୍ଥିତ ବୈତରଣୀ ନଦୀରୁ ଚୋର। ବାଲି ଚାଲାଣ ହେଉଥିବା ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି ।ଅଭିଯୋଗ ଅନୁଯାୟୀ,ଦୀର୍ଘ ଦିନ ହେଲାଣି ଚମକପୁର ବୈତରଣୀ ନଦୀରୁ ବେଆଇନ ଭାବେ ବାଲି ଚୋର ମାନେ ଦିନ ରାତି ବାଲି ଉଠାଇ କାନପୁର
Read More...

ଆବାସରୁ ବଂଚିତ ଭିନ୍ନକ୍ଷମ ଜମ୍ବୁ ନାଏକ

ଚମ୍ପୁଆ : ରାଜ୍ୟସରକାର ଭିନ୍ନକ୍ଷମ ମାନଙ୍କୁ ସାମାଜିକ ସୁରକ୍ଷାରେ ସାମିଲ କରିବା ପାଇଁ ବିଭିନ୍ନ ଯୋଜନା ମାନ ପ୍ରଣୟନ କରିଛନ୍ତି । ଅଗ୍ରାଧିକାର ଭିତିରେ ଭିନ୍ନକ୍ଷମ ମାନଙ୍କୁ ସହାୟତା ପ୍ରଦାନ ପାଇଁ ବହୁ ବିଧ ପଦକ୍ଷେପ ମାନ ଗ୍ରହଣ କରାଯାଇଛି । ମାତ୍ର ଏହାର ଓଲଟା ପ୍ରତିବିମ୍ବ ଦେଖିବାକୁ
Read More...

କ୍ୟାଣ୍ଡେଲ ଜାଳି ମୃତକଙ୍କ ପାଇଁ ଶୋକ ପ୍ରକଟ କଲେ ଚମ୍ପୁଆ ଏନ୍.ଏ.ସି

ଚମ୍ପୁଆ : ଗତ ଶୁକ୍ରବାର ଦିନ ବାଲେଶ୍ୱର ବାହାନଗାଠାରେ ଘଟି ଯାଇଥିବା ଭୟଙ୍କର ତଥା ହୃଦୟ ବିଦାରକ ରେଳ ଦୁର୍ଘଟଣା ପାଇଁ ଚମ୍ପୁଆ ବିଜ୍ଞାପିତ ଅଂଚଳ ପରିଷଦର ସଦସ୍ୟ ଏବଂ ଜନ ସାଧାରଣଙ୍କ ଦ୍ୱାରା ଶୋକ ପ୍ରକଟ କରାଯାଇଛି । ମୃତକଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଏନ୍.ଏ.ସି ଚେୟାରମ୍ୟାନ ଗିରିଜା
Read More...

ଗ୍ରାମାଞ୍ଚଳର ଖେଳ ଓ ଖେଳାଳୀଙ୍କୁ ପ୍ରୋତ୍ସାହନ ଦେବା ପାଇଁ ଏସ.ପି.ଏକାଡେମୀ ଦ୍ଵାରା ଚମ୍ପୁଆରେ ହାଫ୍ ମାରାଥନ ଅନୁଷ୍ଠିତ

ଚମ୍ପୁଆ : ଗ୍ରାମାଞ୍ଚଳରେ କ୍ରୀଡା ଓ କ୍ରୀଡ଼ା ପ୍ରତିଭାକୁ ଆଗକୁ ନେବା ଲକ୍ଷ୍ୟ ରେ ଏସ.ପି ସ୍ପୋର୍ଟସ ଏକାଡେମୀ, କାଶିପାଳ ପକ୍ଷରୁ ପ୍ରୟାସ ଆରମ୍ଭ କରାଯାଇଛି । ଏହି ପରିପ୍ରେକ୍ଷୀରେ ଏକ ହାଫ୍ ମାରାଥନ ଚମ୍ପୁଆ ସଦର ମହକୁମାରେ ଅନୁଷ୍ଠିତ ହୋଇଯାଇଛି । ଏକାଡେମୀ ସଭାପତି ସୁନାରାମ ପୂର୍ତିଙ୍କ
Read More...