Browsing Category

ରାଜ୍ୟ

ଦୁର୍ନୀତିର ଗନ୍ତାଘର ପାଲଟିଛି ବଡ଼ଚେରଗାଁ ପଞ୍ଚାୟତ

ବିନା ସୂଚନା ଫଳକରେ କଲଭଟ କାମ ଶେଷ ଗୋଳାମୁଣ୍ଡା : କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ବଡ଼ଚେରଗାଁ ପଞ୍ଚାୟତରେ ଅନେକ ଦୁର୍ନୀତି ହେଉଥିବା ଅଭିଯୋଗ ହେଉଛି । ପୂର୍ବରୁ ଲତାବାଞ୍ଜି ଡ୍ରେନ କାମର ଟଙ୍କା ହଡପ କରିଥିବା ନେଇ ବିଭିନ୍ନ ଖବରକାଗଜରେ ପ୍ରକାଶ ପାଇଥିଲେ ସୁଦ୍ଧା ଥମିବାର ନା
Read More...

ସତସଙ୍ଗର ଶ୍ରୀଶ୍ରୀଆଚାର୍ଯ୍ୟଦେବଙ୍କ ଜନ୍ମତିଥିରେ ରୋଗୀଙ୍କୁ ଫଳ ଓ ବିସ୍କୁଟ ବଣ୍ଟନ

ଭୁବନେଶ୍ୱର : ସତସଙ୍ଗର ଆଧ୍ୟାତ୍ମିକ ମୁଖ୍ୟ ପରମ ପୂଜ୍ୟପାଦ ଶ୍ରୀଶ୍ରୀଆଚାର୍ଯ୍ୟଦେବଙ୍କ ଶୁଭ ୫୬ତମ ଜନ୍ମତିଥି ଗୁରୁବାର ରାଜ୍ୟର ବିଭିନ୍ନ ସ୍ଥାନରେ ପାଳିତ ହୋଇଛି। ଏହି କ୍ରମରେ ଭୁବନେଶ୍ୱରରେ ସତସଙ୍ଗୀ ସାମ୍ବାଦିକ ସାମ୍ମୁଖ୍ୟର ପକ୍ଷରୁ  କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କୁ ଫଳ ଏବଂ
Read More...

ଧର୍ମ ନାଁରେ ଲୋକଙ୍କୁ ଲୁଟୁଛନ୍ତି ଠକ, ସାମ୍ୱାଦିକଙ୍କୁ କହିଲେ ଠକାମୀର କାହାଣୀ

କରଂଜିଆ : ଧର୍ମ କୁ ଆଖ୍ୟା କରି ଲୁଟୁଛନ୍ତି ଠକ ବାବା ଆମ ଭାରତ  ଯେହେତୁ ଏକ ଧର୍ମ ପରାୟଣ ଦେଶ ତେଣୁ ଏଠାକାର ପ୍ରାୟତଃ ଲୋକ ଧର୍ମବିଶ୍ୱାସୀ, ଏହି ଧର୍ମନାମରେ ଅପପ୍ରଚାର କରି ବହୁତ ଜଣକୁ ଠକିବାର ଦେଖିବାକୁ ମିଳୁଛି| ଏହାର ପ୍ରଭାବ ପଡିଛି ମୟୁରଭଞ୍ଜ ଜିଲ୍ଲା କରଂଜିଆ ଅଂଚଳରେ,କେତେକ
Read More...

ଉନ୍ମୋଚନ ହେବ କବି ଧର୍ମରାଜଙ୍କ ରଚିତ ୪ ପୁସ୍ତକ

ନବରଙ୍ଗପୁର : ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜ଼ିଲ୍ଲାରେ କାର୍ଯ୍ୟରତ ଚନ୍ଦାହାଣ୍ଡି ବି ଡି ଓ ତଥା ସ୍ୱେଚ୍ଛାସେବୀ ସଂସ୍ଥା ହେଲ୍ପ ଲାଇନର ଉପଦେଷ୍ଟା, ସମାଜସେବୀ ଯୁବ କବି ଧର୍ମରାଜ ମାଝୀ ଙ୍କ ରଚିତ ପୁସ୍ତକ ଉନ୍ମୋଚନ ହେବ l ଏକାବେଳକେ ୪ ଟି ସଂକଳନ ଉନ୍ମୋଚନ ହେବାକୁ ଥିବାବେଳେ, ଏହି
Read More...

ମିଶନ୍ ଶକ୍ତି ମା’ ମାନଙ୍କର ଉତ୍ପାଦିତ ସାମଗ୍ରୀ ବିଶ୍ୱ ଦରବାରରେ ଉପଲବ୍ଧ ହେବ : ଜିଲ୍ଲାପାଳ

ଛତ୍ରପୁର : ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା, ଗଞ୍ଜାମ ଜିଲ୍ଲାରୁ ସିଙ୍ଗାପୁର ଯିବାକୁ ଥିବା ଚାରି ଜଣ ମିଶନ୍ ଶକ୍ତିର ମା’ ମାନଙ୍କୁ ବୁଧବାର ଦିନ ସମ୍ବର୍ଦ୍ଧିତ କରିଛନ୍ତି । ମିଶନ୍ ଶକ୍ତି ମା’ ମାନଙ୍କର
Read More...

ନବରଙ୍ଗପୁର ପୋଲିସକୁ ମିଳିଛି ବଡ଼ ସଫଳତା

ନବରଙ୍ଗପୁର : ନବରଙ୍ଗପୁର ଜ଼ିଲ୍ଲା ଡାବୁଗାଁ ବିଗତ ଥାନା ଅନ୍ତର୍ଗତ ଜବାଗୁଡା ଗ୍ରାମର ଚନ୍ଦ୍ର ମିର୍ଗାନ ନିଜ ଘରେ ରାତିରେ ନିଜର HF Deluxe ଗାଡି ନଂ OD 24H 5574 ରଖିଥିବା ସମୟରେ କିଛି ଦୁର୍ବୁତ୍ତ ଗତ ମାସ ୨୬ ତାରିଖ ରାତିରେ  ଚୋରି କରି ନେଇଯାଇଥିଲେ! ସକାଳେ ଘରେ ଗାଡି ନ ଥିବା ଦେଖି
Read More...

ପୁରୁଷୋତ୍ତମପୁର ପଞ୍ଚ ଠାକୁରାଣୀଙ୍କ ଯାତ୍ରା ଶେଷ ହୋଇଛି

ପୁରୁଷୋତ୍ତମପୁର : ଗଞ୍ଜାମ ଜିଲା ପୁରୁଷୋତ୍ତମପୁରର କିମ୍ବଦନ୍ତୀ ପୂର୍ଣ୍ଣ ଐତିହାସିକ ଠାକୁରାଣୀ ଯାତ୍ରା । ମଙ୍ଗଳବାର ବିଳମ୍ବିତ ରାତ୍ରରେ ଭାବ ବିହ୍ୱଳ ହୋଇ ମା’ ଙ୍କୁ ଅଶୃଳ ବିଦାୟ ଦେଇ ପୁଣି ଦୁଇବର୍ଷ ପରେ ମା ଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି ସହର ବାସୀ । ବାଜା, ବାଜଣା ଓ ଆତସବାଜିର
Read More...

ଉତ୍କଳ ଆଲୁମିନା ପକ୍ଷରୁ ପାରିପାର୍ଶିକ ଗ୍ରାମାଞ୍ଚଳର ଶିଶୁମାନଙ୍କ ପାଇଁ ଗ୍ରୀଷ୍ମକାଳୀନ ଶିବିର ଆୟୋଜିତ

ଭୁବନେଶ୍ୱର / ରାୟଗଡ଼ା: ଆଦିତ୍ୟ ବିର୍ଲା ଗ୍ରୁପର ସଂସ୍ଥା ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ଼ର ସହାୟକ କଂପାନି ଉତ୍କଳ ଆଲୁମିନା ଇଟଂରନ୍ୟାସନାଲ୍ ଲିମିଟେଡ୍ (ୟୁଏଆଇଏଲ୍) ପକ୍ଷରୁ ନିକଟରେ ପାରିପାର୍ଶିକ ଗ୍ରାମାଞ୍ଚଳ ପ୍ରତି ଏହାର ସମର୍ପଣ ଭାବକୁ ପ୍ରଦର୍ଶନ କରି ନୂଆପଡ଼ା କ୍ଲବ
Read More...

ଯୁକ୍ତ ଦୁଇ ବିଜ୍ଞାନରେ ୮୪.୯୩% ଓ ବାଣିଜ୍ୟରେ ୮୨.୧୨% ପାସ୍: ଛାତ୍ରଙ୍କୁ ପଛରେ ପକାଇଲେ ଛାତ୍ରୀ

ବିଜ୍ଞାନ ଓ ବାଣିଜ୍ୟରେ ନୟାଗଡ ଶୀର୍ଷରେ୨୯୧ଟି କଲେଜରେ ୧୦୦% ରେଜଲ୍ଟ ଦୁଇଟି କଲେଜରେ ଫଳ ଶୂନବାଣିଜ୍ୟରେ ୯୪ଟି କଲେଜରେ ୧୦୦% ପାସ୍ଗତବର୍ଷ ତୁଳନାରେ କମିଲା ପାସ୍ହାରଡିଜି ଲକରରେ ମିଳିବ ପ୍ରମାଣପତ୍ରଆସନ୍ତା ବର୍ଷରୁ ବଦଳିବ ପରୀକ୍ଷା ଢାଂଚା ୮ ତାରିଖ ସୁଦ୍ଧା କଳା ପରୀକ୍ଷା ଫଳ ଭୁବନେଶ୍ୱର
Read More...

ଭାରତର ଅଗ୍ରଣୀ ଓଡିଆ ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକ ଲଞ୍ଚ କରିଛି ତା’ର ନୂତନ ଟ୍ୟାଗଲାଇନ୍ “ରଚିବା ନିତି କାଲିର…

ଭୁବନେଶ୍ୱର : ଓଡିଶାର ନମ୍ବର-୧ ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକ ସର୍ବଦା ଦର୍ଶକଙ୍କୁ ନୂଆ ନୂଆ କାହାଣୀ ଓ ପାରିବାରିକ ଘଟଣାକୁ ନେଇ ଦର୍ଶକମାନଙ୍କ ମନୋରଞ୍ଜନ କରିଆସିଛି । ଓଡିଶାର ସାଂସ୍କୃତିକ ଐତିହ୍ୟରେ ଅନୁପ୍ରାଣୀତ ଓ ପ୍ରଗତିଶୀଳ ଓଡିଆ ମହିଳାମାନଙ୍କ ସହ ଦୀର୍ଘ ଦିନର ସୁସମ୍ପର୍କକୁ ମଜବୁତ
Read More...