Browsing Category

ରାଜ୍ୟ

ସିନାପାଲିରେ ଶ୍ରୀଜୀଉଙ୍କ ବାହୁଡ଼ାଯାତ୍ରା ଅନୁଷ୍ଠିତ

ସିନାପାଲି : ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଣରେ ସିନାପାଲିରେ ଶ୍ରୀଜୀଉଙ୍କ ବାହୁଡ଼ା ଯାତ୍ରା ବୁଧବାର ଅନୁଷ୍ଠିତ ହୋଇଯାଇଛି l ଆଜି ସକାଳୁ ନେହେରୁ ମଣ୍ତପ ସ୍ଥିତ ମାଉସି ମାଁ ମନ୍ଦିରରେ ରୀତିନୀତି ଅନୁଯାୟୀ  ପୂଜାପାଠ ଆରମ୍ଭ ହେବା ସହ ଲୋକଙ୍କ ଭିଡ଼ ଜମିବା ଆରମ୍ଭ ହୋଇଥିଲା l ଅପରାହ୍ଣରେ…
Read More...

ସରପଞ୍ଚଙ୍କ ଗାଦିରେ ଦବଙ୍ଗଗିରି ଶ୍ୱଶୁର

ଗୋଳାମୁଣ୍ଡା : କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ବଡ଼ଚେରଗାଁ ପଞ୍ଚାୟତରେ ସରପଞ୍ଚଙ୍କ ଗାଦିରେ ଦବଙ୍ଗଗିରି ଶ୍ୱଶୁର ବସି କାର୍ଯ୍ୟ ତୁଲାଉଥିବା ଦେଖିବାକୁ ମିଳୁଛି । ୨୦୨୨ ପଞ୍ଚାୟତରାଜ ନିର୍ବାଚନରେ ଶ୍ରୀମତୀ ମୀରା ମଞ୍ଜରୀ ସା ସରପଞ୍ଚ ରୂପେ ନିର୍ବାଚିତ ହୋଇଥିଲେ । ସରପଞ୍ଚ…
Read More...

ନବରଙ୍ଗପୁର ଜିଲ୍ଲା ଏଥେଲେଟିକ ଦଳର ଭବ୍ୟସଫଳତା

ନବରଙ୍ଗପୁର : ଭୁବନେଶ୍ୱର କିଟ ଠାରେ ଅନୁଷ୍ଠିତ ହୋଇ ଥିବା ୬୯ତମ ରାଜ୍ୟ ଏଥେଲେଟିକ ମିଟ ରେ ନବରଙ୍ଗପୁର ଜିଲ୍ଲା ଦଳ  ଦୁଇଟି ସ୍ୱର୍ଣ୍ଣ, ସାତଟି ରୌପ୍ୟ ଓ ପାଞ୍ଚଟି ବ୍ରୋଞ୍ଜ ସହ ସର୍ବମୋଟ ଚଉଦ ଗୋଟି ମେଡାଲ ହାସଲ କରି ଜିଲ୍ଲାକୁ  ଗୌରବାନ୍ବିତ କରିଛନ୍ତି। ଏଥି ମଧ୍ୟରୁ ସୁରେନ୍ଦ୍ର ସାନ୍ତା…
Read More...

ଛତିଶଗଡ଼ରେ ବନ ବିଭାଗ ପକ୍ଷରୁ ଦୁଇଗୋଟି ଗାଁ ଖାଲି କରିବା ଘଟଣା….

* ଓଡ଼ିଶାରୁ କିଛି ଲୋକ ସେଠାରେ ଗାଁ ବସାଇଥିଲେ  * ହଟିବା ପରେ ଯାଯାବର ପାଲଟିଛନ୍ତି ୮୦ ପରିବାର   ରାଇଘର : ଓଡ଼ିଶା ସୀମାନ୍ତ ଛତିଶଗଡ଼ର ସୀତାନଦୀ ଅଭୟାରଣ୍ୟ ମଧ୍ୟରେ ଗଢି ଉଠିଥିବା ଜଂଗଲ ଗ୍ରାମ ଗୁଡ଼ିକକୁ କିଛି ଦିନ ପୂର୍ବେ ବନ ବିଭାଗ ପକ୍ଷରୁ ଖାଲି କରାଇବା ପରେ ସେଠାରେ…
Read More...

ଗଜପତି ପ୍ରେସ କ୍ଲବ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ରେ ଆଜି ଗଜପତି ପ୍ରେସ କ୍ଲବ ତରଫରୁ ଗଜପତି ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ସୂଚନା ଥାଉକି ଗତ ମଙ୍ଗଳବାର ୨୦ ତାରିଖ ଦିନ…
Read More...

ସ୍ମୃତିରଞ୍ଜନ ପ୍ରଧାନ ନୂତନ ଗଜପତି ଜିଲ୍ଲାପାଳ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ ନୂତନ ଜିଲ୍ଲାପାଳ ଭାବରେ ଶ୍ରୀଯୁକ୍ତ ସ୍ମୃତିରଞ୍ଜନ ପ୍ରଧାନ (ଭା.ପ୍ର.ସେ.) ଆଜି ଯୋଗଦାନ କରିଛନ୍ତି । ପୁର୍ବରୁ ଥିବା ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା (ଭା.ପ୍ର.ସେ.)ଙ୍କୁ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ସାମାଜିକ କଲ୍ୟାଣ ନିର୍ଦେଶକ…
Read More...

ଆବାସ ଦୁର୍ନୀତିର ତଦନ୍ତ ହେବ : ନଡ୍ଡା

ଭବାନୀପାଟଣା : ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତିର ତଦନ୍ତ ହେବ । ଦୁର୍ନୀତିରେ ଦୋଷୀସାବ୍ୟସ୍ତଙ୍କୁ ଜେଲକୁ ପଠାଇ ଦିଆଯିବ ବୋଲି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି । ଆଜି ଭବାନୀପାଟଣା ଠାରେ ଆୟୋଜିତ ବିଜେପିର ମହାଜନସମ୍ପର୍କ ସମାବେଶରେ ଉଦ୍ବୋଧନ…
Read More...

ଭାରତୀୟ ଷ୍ଟେଟ ବ୍ୟାଙ୍କ ଦ୍ଵାରା ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ଭୁବନେଶ୍ୱର : ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଭୁବନେଶ୍ୱର ମଣ୍ଡଳର ଓଡିଶାରେ ଥିବା ସମସ୍ତ ଶାଖା ଏବଂ କାର୍ଯ୍ୟାଳୟରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ୱରରେ, ବହୁ ଅଧିକାରୀ ଏବଂ କର୍ମଚାରୀଙ୍କ ଉପସ୍ଥିତିରେ ମଣ୍ଡଳ ବିକାଶ ଅଧିକାରୀ ଓ ଉପ…
Read More...

ଜେକେ କାଗଜ କଳରେ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ ପ୍ରସଙ୍ଗ

ମୃତ ଶ୍ରମିକଙ୍କ ପରିବାରକୁ ମିଳିବ ୧୪ଲକ୍ଷ ଟଙ୍କାର କ୍ଷତିପୂରଣ ରାୟଗଡା : ଜେକେ କାଗଜ କଳରେ ଠିକା ଶ୍ରମିକ ଭାବେ କାର୍ଯ୍ୟରତ ଜଣେ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଦେଖା ଦେଇଥିଲା ଉତେଜନା । ତେବେ କମ୍ପାନୀ ଓ ଠିକାଦାରଙ୍କ ତରଫରୁ ମୃତ ଶ୍ରମିକଙ୍କ ପରିବାରକୁ କ୍ଷତିପୂରଣ ଦିଆଯିବା ପରେ ସ୍ଥିତି…
Read More...

ଚମ୍ପୁଆରେ ଯୋଗଦେଲେ ନୂଆ ବ୍ଲକ ଶିକ୍ଷାଧିକାରୀ

ଚମ୍ପୁଆ : ନିକଟରେ ଓଡ଼ିଶା ଶିକ୍ଷା ସେବାରେ କୃତିତ୍ଵ ହାସଲ କରିଥିଵା ଶିକ୍ଷା ସେବା ଅଧିକାରୀଙ୍କୁ ନିଯୁକ୍ତି ମିଳିଛି । ଏହି କ୍ରମରେ ଚମ୍ପୁଆ ବ୍ଲକ ଶିକ୍ଷା ଅଧିକାରୀ ଭାବେ ପ୍ରକାଶ ସାହୁ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି ‌।  ସେ ଓଡ଼ିଶା ଶିକ୍ଷା ସେବା ପାଇବା ପୂର୍ବରୁ କେନ୍ଦୁଝର ଡି.ଏନ…
Read More...