Browsing Category

ରାଜ୍ୟ

ଉପଜିଲ୍ଲାପାଳଙ୍କ ଅଚାନକ ମହତାବ ହାଇସ୍କୁଲ ପରିଦର୍ଶନ

ଚମ୍ପୁଆ : ଆଜି ପୂର୍ବାହ୍ନରେ ସ୍ଥାନୀୟ ଉପଜିଲ୍ଲାପାଳ ସୁକାନ୍ତ କୁମାର ମାଝୀ ସଦର ମହକୁମାରେ ଅବସ୍ଥିତ ସର୍ବପୁରାତନ ମହତାବ ଉଚ୍ଚ ବିଦ୍ୟାଳୟକୁ ଅଚାନକ ପରିଦର୍ଶନ କରିଥିବା ଜଣାପଡିଛି । ରାଜ୍ୟ ସରକାର ମାଧ୍ୟମିକ ଶିକ୍ଷାର ଉନ୍ନତିକରଣ ନିମନ୍ତେ ୫ଟି ଯୋଜନାରେ ବହୁ କାର୍ଯ୍ୟକ୍ରମ ହାତକୁ ନେଇ…
Read More...

ଆକାଶ ଛୁଆଁ ପାତଲଘଣ୍ଟା ! କିଗ୍ରା ପ୍ରତି ୧୮୦ରେ ବିକ୍ରି

ଦଲାଲକୁ ହଟାଇବାକୁ ଉପଭୋକ୍ତାଙ୍କ ଅଭିଯୋଗ ଗୋଳାମୁଣ୍ଡା : କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ କେଗାଁ ବଜାରରେ ପାତଲଘଣ୍ଟା ଆକାଶ ଛୁଆଁ ଦରରେ ବିକ୍ରି ଚାଲିଛି । ଗତ କାଲି ଶନିବାର ବଜାରରେ ସକାଳ ୧୦ଟା ପର୍ଯ୍ୟନ୍ତ ପାତଲଘଣ୍ଟା କିଗ୍ରା ପ୍ରତି ୧୨୦ ଟଙ୍କାରେ ବିକ୍ରି ଚାଲିଥିବା ବେଳେ,…
Read More...

ଦିଶା ବୈଠକ ବର୍ଜନ ଘଟଣା

*ରାଇଘର ବ୍ଲକ କାର୍ଯ୍ୟାଳୟ ଘେରିଲା ବିଜେପି ରାଇଘର : ନବରଙ୍ଗପୁରର ସ୍ଥାନୀୟ ମିଶନ ଶକ୍ତି ହଲରେ ଦିଶା କମିଟି ବୈଠକରେ ୫-ଟି ବୋର୍ଡକୁ କେନ୍ଦ୍ର କରି ପ୍ରବଳ ଯୁକ୍ତିତର୍କ ହୋଇଥିଲା | ପରିସ୍ଥିତି ଏମିତିହେଲା ଯେ, ଶେଷରେ ବୈଠକରୁ ଉଠି ଆସିଥିଲେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ l ସେହି…
Read More...

ମର୍ମାନ୍ତୁକ ସଡ଼କ ଦୁର୍ଘଟଣାରେ ୩ ମୃତ ଓ ଜଣେ ଗୁରୁତର

* ଗୁରୁତରଙ୍କୁ ମୁଖ୍ୟ ଡାକ୍ତରଖାନ।କୁ ସ୍ଥାନାନ୍ତର ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଉମରକୋଟ ବାସନି ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଥିବା ଜଣାପଡିଛି । ଗତକାଲି…
Read More...

ରାସ୍ତା ଅବସ୍ଥା ଶୋଚନୀୟ

ଯାଜପୁର : ଯାଜପୁର ଜିଲା ବରୀ ବ୍ଲକ ଗୋଳକୁଣ୍ଡ ପଂଚାୟତର ମଙ୍ଗଳାଙ୍କ ନିକଟ ନଦୀବନ୍ଧରୁ ସ୍ୱାଇଁଖଣ୍ଡ ପଂଚାୟତର ଖରିପଡ଼ିଆ ପର୍ଯ୍ୟନ୍ତ ନଦୀବନ୍ଧରୁ ପିଚୁ ରାସ୍ତାର ବହୁ ସ୍ଥାନରେ ବଡ଼ ବଡ଼ ଗାଡ଼ ସୃଷ୍ଟି ହୋଇଛି । ଯାହାଫଳରେ ଏହି ଗାଡ଼ରେ ପାଣି ଜମି ରହୁଥିବାରୁ ଲୋକେ ନାହିଁ ନଥିବା ହଇରାଣର…
Read More...

ବାୟୁ ସେନା ଦ୍ଵାରା କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମ

ମାଲକାନଗିରି : ମାଲକାନଗିରି ମହାବିଦ୍ୟାଳୟ ରେ  ବିଶ୍ଵ ବ୍ୟାଙ୍କ ସହାୟତା କାର୍ଯ୍ୟକ୍ରମରେ ଓ.ଏଚ.ଇ.ପି.ଇ.ଇ  ଏବଂ  ଆଇ.କ୍ୟୁ. ଏସି ର ମିଳିତ ଉଦ୍ୟମରେ କ୍ୟାରିୟର କାଉନସେଲିଂ ସେଲ ଛାତ୍ର ଛାତ୍ରୀ ମାନେ କିଭଳି ଭାବରେ ବାୟୁ ସେନାରେ ଯୋଗ ଦେଇ ପାରିବେ ସେ ସଂପର୍କିତ କାର୍ଯ୍ୟକ୍ରମ ଅନୁଷ୍ଠିତ…
Read More...

ନବରଙ୍ଗପୁର ଜ଼ିଲ୍ଲାରୁ ନିଶା ନିବାରଣପାଇଁ ଜାଗ୍ରତ କଲେ ଜିଲ୍ଲାପାଳ

*ନିଶା କବଳରୁ ଦୁରେଇ ରହିବାକୁ ଯୁବ ପିଢ଼ି ଙ୍କୁ ଆହ୍ୱାନ ନବରଙ୍ଗପୁର : ସମଗ୍ର ବିଶ୍ଵ ରେ ପ୍ରତିବର୍ଷ ଜୁନ ମାସରେ ଆନ୍ତର୍ଜାତୀୟ ନିଶା ଓ ବେଆଇନ କାରବାର ନିବାରଣ ଦିବସ ପାଳନ କରାଯାଇ ନିଶା ନିବାରଣ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ନିରନ୍ତର ପ୍ରଚେଷ୍ଟା ଜାରିରହିଛି। ଏହି…
Read More...

ଜିଲ୍ଲା ସରପଞ୍ଚ ସଂଘ ସଭାପତିଙ୍କ ବିଜେଡିରେ ସାମିଲ

ଚନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲା ସରପଞ୍ଚ ସଂଘ ସଭାପତି ତଥା ଚନ୍ଦାହାଣ୍ଡି ବ୍ଲକ ମୋହରା ଗ୍ରାମ ପଞ୍ଚାୟତ ସରପଞ୍ଚ ଜଳନ୍ଧର ମାଝୀ ଆଜି ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ଆଜି ନବରଙ୍ଗପୁର ଠାରେ ଆୟୋଜିତ ବିଜେଡି ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ନବରଙ୍ଗପୁର ଜିଲ୍ଲା…
Read More...

ଚଞ୍ଚଳାଙ୍କ ଘରେ ପହଞ୍ଚିଲା ପ୍ରଶାସନ

ଚନ୍ଦାହାଣ୍ଡି : ସ୍ୱାମୀ ଙ୍କ ମୃତ୍ୟୁ ପରେ ଦୁଇ ଝିଅ ଙ୍କ ସହ ଝାଟିମାଟି କୁଡିଆରେ ଅସହାୟ ଅବସ୍ଥାରେ ରହୁଛନ୍ତି ଚଁଚଳା । ଇଟାଭାଟିରେ କାମ ଓ କୁଲି କରି ପରିବାର ଚଳାଉଛନ୍ତି। ଆବାସ ଯୋଜନାରେ ସାମିଲ  କରାଯାଇନଥିବାରୁ ଦୁର୍ବିସହ ଜୀବନ ବିତାଉଛନ୍ତି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ…
Read More...

ବିଜେଡି ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଜନ୍ମ ଦିନରେ ବୃକ୍ଷରୋପଣ

ବରୀ : ବିଜେଡି ରାଜ୍ୟ ସାଂଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଜନ୍ମ ଦିନ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବରୀ ନିର୍ବାଚନମଣ୍ଡଳୀ ଅର୍ନ୍ତଗତ ସାହସପୁର ପଂଚାୟତର ପଂଚାୟତ କାର୍ଯ୍ୟାଳୟ ନିକଟସ୍ଥ କ୍ରେମଟେରିଅସ ସହିତ ଡଅଁରକୂଳ ବରପଡିଆ,…
Read More...