Browsing Category

ରାଜ୍ୟ

ନୂଆଗଡ଼ ଠାରୁ ରାୟଗଡ଼ା ଜିଲ୍ଲା ସୀମାନ୍ତ ଅଞ୍ଜରସିଂ ପର୍ଯ୍ୟନ୍ତ ରାସ୍ତା ଶୋଚନୀୟ

ରାୟଗଡ଼ : ଗଜପତି ଜିଲ୍ଲା ନୂଆଗଡ଼ ସଦର ମହକୁମା ଠାରୁ ରାୟଗଡ଼ା ଜିଲ୍ଲା ସୀମାନ୍ତ ଅଞ୍ଜରସିଂ ଗ୍ରାମ ପର୍ଯ୍ୟନ୍ତ ଅତି ଦୟନୀୟ ଅବସ୍ଥାରେ ରହି ମରଣ ଜନ୍ତା ପାଲଟିଛି ରାସ୍ତା। ଏହି ଖାଳଖମା ପଥୁରିଆ ରାସ୍ତା ଦେଇ ମରଣକୁ ବାଜି ଲଗାଇ  ସ୍ବାସ୍ଥ୍ୟ, ଶିକ୍ଷା, ବାଣିଜ୍ୟ ବ୍ୟବସାୟୀ କାରବାର…
Read More...

ବିବାଦୀୟ ଇଚ୍ଛାପୁର ପଞ୍ଚାୟତ

* କାର୍ଯ୍ୟାଳୟ ଭଙ୍ଗାରୁଜା, କାର୍ଯ୍ୟାଳୟ  ଚାରି ପାଖ ହଳ କରି ଚାଷ ଝରିଗାଁ :  ସର୍ବଦା ବିବାଦ ଘେରରେ ରହିଥିବା ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ଇଚ୍ଛାପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟର ଭଙ୍ଗାରୁଜା ହେବାର ଛଅ ଦିନ ବିତି ଯାଇଥିବା ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୁନ। ସୁଚନା…
Read More...

କୁଟିଆ କନ୍ଧ ଉନ୍ନୟନ ସଂସ୍ଥାରେ ସାମିଲ ହେବ ଲାଞ୍ଜିଗଡ ବ୍ଲକର ୨୬୨ ଗ୍ରାମ, ଉପକୃତ ହେବେ ୫୯୫୯ ପରିବାର

ଭବାନୀପାଟଣା : ଜନଜାତିମାନଙ୍କ ଅବହେଳିତ ସ୍ଥିତିରେ ସୁଧାର ଆଣିବା ସହିତ ସଭ୍ୟତାର ଆଲୋକ ଦେଖାଇବା ପାଇଁ ରାଜ୍ୟ ସରକାର ଅହରହ ଚେଷ୍ଟା ଚଳାଇ ଆସୁଛନ୍ତି। କେବଳ ସେତିକି ନୁହେଁ ଲୋକମାନଙ୍କର ସଂସ୍କୃତି, ପରମ୍ପରା ଓ ଜୀବନଜୀବିକାର ସୁରକ୍ଷା ପାଇଁ ପ୍ରୟାସରତ ରହିଛନ୍ତି । ଏବେ କଳାହାଣ୍ଡି…
Read More...

ଐତିହାସିକ କ୍ଷେତ୍ର ରାମଗଡ଼ ମନ୍ଦିର ଭୂମିପୂଜନ କାର୍ଯ୍ୟକ୍ରମ

ସିନାପାଲି : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗଣ୍ଡାବାହାଳି ସ୍ଥିତ ଐତିହାସିକ କ୍ଷେତ୍ର ରାମଗଡ଼ ମନ୍ଦିର ନିର୍ମାଣ ପାଇଁ ଆଜି ସମାରୋହରେ ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଭୂମିପୂଜନରେ ଗଣ୍ଡାବାହାଳି ସମେତ ସୁନାରୀସିକୁଆଁ, ଗମ୍ଭାରୀଗୁଡା, ରାମପୁର ପ୍ରଭୃତି…
Read More...

ସ୍ୱର୍ଗତ ଯାଦବ ମାଝୀ ଙ୍କ ୭୩ ତମ ଜୟନ୍ତୀ ପାଳିତ

ଚନ୍ଦାହାଣ୍ଡି : ପାନବେଡାର ବରପୁତ୍ର ତଥା ପୂର୍ବତନ ଶିଳ୍ପ ରାଷ୍ଟ୍ର ମନ୍ତ୍ରୀ ସ୍ୱର୍ଗତ ଯାଦବ ମାଝୀ ଙ୍କ ୭୩ ତମ ଜୟନ୍ତୀ ଆଜି ଚନ୍ଦାହାଣ୍ଡି ଠାରେ ପାଳିତ ହୋଇଯାଇଛି । ଏହି ଅବସରରେ ଚନ୍ଦାହାଣ୍ଡିସ୍ଥିତ ପାନାବେଡା ପେଟ୍ରୋଲ ପମ୍ପ ପାର୍ଶ୍ଵରେ ଥିବା ସ୍ୱର୍ଗତ ଯାଦବ ମାଝୀ ଙ୍କ ପୂର୍ଣ୍ଣାଙ୍ଗ…
Read More...

କନକେଶ୍ୱରୀ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ

ଅନୁଗୋଳ : ଅନୁଗୋଳ ଜିଲ୍ଲା ସମଲଥାନା ଅନ୍ତର୍ଗତ ଶରଧାପୁର କନକେଶ୍ୱରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ ଶ୍ରୀଯୁକ୍ତ ବଟକୃଷ୍ଣ ମହାନ୍ତି ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜଣାଇଥିଲେ ଶିକ୍ଷକ , ଅଭିଭାବକ ଓ ଛାତ୍ରଛାତ୍ରୀମାନେ। ଏହି ଉତ୍ସବରେ ସଭାପତିତ୍ବ କରିଥିଲେ…
Read More...

ଜନ୍ମ ଦିନରେ ସରପଂଚଙ୍କ ନିଆରା ପ୍ରୟାସ

ଚମ୍ପୁଆ : ଚମ୍ପୁଆ ବ୍ଲକ ରଙ୍ଗାମାଟିଆ ପଂଚାୟତ ସରପଂଚ ନିଜ ଜନ୍ମ ଦିନରେ ଏକ ନିଆରା ପ୍ରୟାସ ଆରମ୍ଭ କରିଛନ୍ତି । ଏହି ଜନ୍ମ ଦିନକୁ ମନେ ରଖିବା ପାଇଁ ନିଜ ପଂଚାୟତ କାର୍ଯ୍ୟାଳୟରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ କରାଇ ନିଜର ମହାନତାର ପରିଚୟ ଦେଇଛନ୍ତି । ସୂଚନା ଅନୁସାରେ ରଙ୍ଗାମାଟିଆ…
Read More...

ତ୍ରିବେଣୀ ଲସର୍ଦ୍ଦା ଖଣି କମ୍ପାନୀର ଜନଶୁଣାଣୀ ସଫଳ

ଯୋଡା : କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଳକ ଅନ୍ତର୍ଗତ ବଲାଣି ଗ୍ରାମପଞ୍ଚାୟତ ଲସର୍ଦା ପାଚେରି ଗ୍ରାମରେ ଅବସ୍ଥିତ ତ୍ରିବେଣୀ ଆର୍ଥ ମୁଭର୍ସର ଲୌହ ମାଙ୍ଗାନିଜ ଖଣିର ଜନ ଶୁଣାଣି ସଫଳ ହୋଇଥିବା ଜଣା ପଡ଼ିଛି। ଏହି ଖଣିଟି ସରକାରଙ୍କ ଗତ ନିଲାମ ପ୍ରକ୍ରିୟାରେ ଭାଗ ନେଇ ମେସର୍ଶ ତ୍ରିବେଣୀ ଆର୍ଥ…
Read More...

ଶ୍ରାବଣରେ ବୈଶାଖର ତାତି ,ଜମି ଫାଟି ଆଁ

ଚନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ ଧାନ ଚାଷ ଚାଷୀର ମୁଖ୍ୟ ପେଟପାଟଣା। ହେଲେ ଏଠାରେ ଜଳସେଚନର ସୁବିଧା ନାହିଁ । ବର୍ଷା ଉପରେ ନିର୍ଭର କରି ଏଠାରେ ଚାଷ କରିଥାଏ ଚାଷୀ କିନ୍ତୁ ଗତକିଛି ବର୍ଷ ହେବ ବ୍ଲକରେ  ବର୍ଷାର ଅଭାବ ଚାଷୀଙ୍କୁ ତଳିତଳାନ୍ତ କରିଦେଲାଣି । ଚାଷୀ…
Read More...

ଖୁବଶୀଘ୍ର ଗଡିବ ଆଉ ୨ଶହ ‘ମୋ ବସ୍’

ଭୁବନେଶ୍ୱର : ‘ମୋ ବସ୍’କୁ ନେଇ ରହିଥିବା ଆପତ୍ତି/ପ୍ରସ୍ତାବ ଉପରେ ଆଜି ଘମାଘୋଟ ଆଲୋଚନା ହୋଇଛି । ପ୍ରଥମ ଥର ପାଇଁ କ୍ରୁଟ୍ ଏମ୍ଡି ଅରୁଣ ବୋଥ୍ରା ଟ୍ୱିଟରରେ ‘ମୋ ବସ୍’ ବ୍ୟବହାରକାରୀଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି । ପ୍ରାୟ ଦେଢ଼ଘଣ୍ଟାର ଆଲୋଚନାରେ ୫୦ରୁ ଊର୍ଦ୍ଧ୍ୱ ପ୍ରଶ୍ନର ସେ…
Read More...