Browsing Category

ରାଜ୍ୟ

ନିଃଶଦ୍ଧ ଦ୍ୱୈତ ନଗରୀ: ରାସ୍ତା ଘାଟ ଶୂନଶାନ

ଭୁବନେଶ୍ୱର- କରୋନା ଭୂତାଣୁ ସଂକ୍ରମଣ ଜନିତ ଆଶଙ୍କା ନେଇ ଶୁକ୍ରବାର ୧୧ଜିଲ୍ଲାରେ ସଟଡାଉନ ଜାରି ହୋଇଛିି ।ତେଣୁ ରାଜଧାନୀ ଭୁବନେଶ୍ୱର ଓ କଟକ ସହର ରାସ୍ତା ଘାଟ ଶୂନଶାନ । ଯାନବାହନ ଚଳାଚଳ ଠପ । ଚାରିଆଡେ ପୁଲିସର କଡା ଚେକିଂ । ସରକାରଙ୍କ ନିଷ୍ପତି ଅନୁଯାୟୀ ଜୁନ ମାସର ପ୍ରତି ଶନିବାର
Read More...

ପୁରୀ ସହର ସଟଡାଉନ ମୁକ୍ତ

ପୁରୀ- ପୁରୀରେ ଲାଗୁ ହେବ ନାହିଁ ସଟଡାଉନ କଟକଣା । ପୁରୀ ସହରରେ ୧୪୪ ଧାରା ଲାଗୁ ହୋଇଥିବାରୁ ଶନିବାର ଓ ରିବବାର ସଟଡାଉନ ମୁକ୍ତ କରିବାକୁ ପୁରୀ ମୁନସିପାଲଟି ଥାନା ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛି । ଗ୍ରାମାଂଚଳରେ କିନ୍ତୁ ସଟଡାଉନ କଟକଣା ଲାଗୁ ହେବ ।
Read More...

ଗତ ୨୪ ଘଂଟାରେ ସର୍ବାଧିକ ୧୭୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ଶନିବାର ସର୍ବାଧିକ ୧୭୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୭୮୧ରେ ପଂହଚିଛି । ଏମାନଙ୍କୁ ଭିତରୁ ୨୩ ସ୍ଥାନୀୟ ସଂକ୍ରମିତ ହୋଇଥିବା ବେଳେ ଅନ୍ୟ ୧୫୦ ସଙ୍ଗରୋଧ କେନ୍ଦ୍ରର । ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ଏନେଇ ସୂଚନା ଦେଇଛି
Read More...

ଡମ୍ଫର- ବାଇକ ମୁହାଁମୁହିଁ , ୨ ଗୁରୁତର

ବିଞ୍ଝାରପୁର ତା ୫/୬ (ନି.ପ୍ର) ବିଞ୍ଝାରପୁର ଥାନା ଅନ୍ତର୍ଗତ ଶାସନ୍ଦା ପଞ୍ଚାୟତ ତାଉଁତରା ଛକ ନିକଟରେ ଗତକାଲି ରାତିରେ ଏକ ସଡକ ର୍ଦୁଘଟଣାରେ ଦୁଇ ଜଣ ଗୁରୁତ୍ତର ଆହତ ହୋଇଥିବା ଜଣାପଡିଛି । ଖବର ମୁତାବକ ଯାଜପୁର ଅଭିମୁଖେ ଯାଉଥିବା ଏକ ଡମ୍ଫର ଅପରପାଶ୍ୱର୍ରୁ ଆସୁଥିବା ଏକ ବଜାର ପ୍ଲାତିନା
Read More...

ଟିଏମସି ପରିସର ସଫା କଲେ ପ୍ରବାସୀ

ବାଲିକୁଦା,୫.୬(ନି.ପ୍ର.): ମାଛଗାଁ ପଂଚାୟତର ଓଚିନ୍ଦା ଉଚ୍ଚ ବିଦ୍ୟାଳୟରେ କରାଯାଇଥିବା ଟିଏମସି (ଅସ୍ତାୟୀ ସ୍ୱାସ୍ଥ୍ୟକେନ୍ଦ୍ର) ପରିସର ସଫେଇ କରିଛନ୍ତି ପ୍ରବାସୀ । ଗତ କଜିଛିଦିନ ହେବ ବର୍ଷା ଲାଗି ରହିଥିବାରୁ ଉକ୍ତ ଟିଏମସି ପରିସ ଘାଷରେ ପରିପୂର୍ଣ୍ଣ ହୋଇଯାଇଥିଲା । ଫଳରେ ବିଭିନ୍ନ
Read More...

ଆଳୁ ଓ ପିଆଜକୁ ନେଇ ଦ୍ୱନ୍ଦ୍ୱରେ ରାଜ୍ୟ ସରକାର

ଭୁବନେଶ୍ୱର,୫ ।୦୬(ନି.ପ୍ର.): ଆଳୁ ଓ ପିଆଜକୁ ଅତ୍ୟାବଶ୍ୟକ ସାମଗ୍ରୀରୁ ବାଦ ଦିଆଯିବା ପ୍ରସଙ୍ଗକୁ ନେଇ ରାଜ୍ୟ ସରକାର ଦ୍ୱନ୍ଦ୍ୱରେ ଥିବା ଜଣାପଡ଼ିଛି । କେନ୍ଦ୍ର କ୍ୟାବିନେଟ ଗତକାଲି ଆଳୁ ଓ ପିଆଜକୁ ଅତ୍ୟାବଶ୍ୟକ ସାମଗ୍ରୀରୁ ବାଦ ଦେବା ପରେ ଆଜି ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର
Read More...

ବିଞ୍ଝାରପୁରକୁ ଫେରିଲେଣି ୨୧୫୨ ପ୍ରବାସୀ

ବିଞ୍ଝାରପୁର,୫ ।୦୬(ନି.ପ୍ର.): କରୋନା ମୁକାବିଲା ପାଇଁ ପ୍ରଶାସନିକ ସ୍ତରରେ ବ୍ୟାପକ ବନେ୍ଦାବସ୍ତ କରାଯାଇଛି । ଫେରୁଥିବା ପ୍ରବାସୀମାନଙ୍କ ପାଇଁ ଅସ୍ଥାୟୀ ଟିଏମସିର ବ୍ୟବସ୍ଥା କରାଯାଇଛି । ଏହି ଅବସରରେ ବିଞ୍ଝାରପୁର ବ୍ଲକର ବିଭିନ୍ନ ଅଂଚଳକୁ ଏବେ ସୁଦ୍ଧା ୨୧୫୨ ଜଣ ପ୍ରବାସୀ ଫେରିଥିବା
Read More...

ଭାଲୁ ଆକ୍ରମଣରେ ୫ ଗୁରୁତର

ନୀଳଗିରି,୫ ।୦୬(ନି.ପ୍ର.): ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡ ବାଉଁଶବଣିଆ ପଂଚାୟତର ଟଣକା ଓ ବାଲିଗୁହିରୀ ଗ୍ରାମରେ ୨ଟି ବଣୁଆ ଭାଲୁ ଆକ୍ରମଣରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଆଜି ସକାଳେ ଗାଁ ଦାଣ୍ଡରେ ଲୋକେ ଯା’ଆସ କରୁଥିବା ବେଳେ ଅତର୍କିତ ଭାବେ ଦୁଇଟି ଭାଲୁ ଗାଁରେ ପଶିଯାଇଥିଲେ ।
Read More...

ଲୁଲେର ଗାଁରେ ସପ୍ତାହକରେ ୪ ଶିଶୁଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ

ମାଲକାନଗିରି,୫ ।୦୬(ନି.ପ୍ର.): ମାଲକାନଗିରି ଜିଲ୍ଲାରେ ପ୍ରତି ବର୍ଷ ବିଭିନ୍ନ ରୋଗରେ ଶିଶୁ ମୃତ୍ୟୁ ଘଟଣା ଚର୍ଚ୍ଚାରେ ଥିବାବେଳେ ଏବେ ପୁଣି ମାଥିଲି ବ୍ଲକର ଦୁର୍ଗମ କର୍ତନପାଲୀ ପଂଚାୟତର ଲୁଲେର ଗ୍ରାମରେ ଗତ ଏକସପ୍ତାହ ମଧ୍ୟରେ ୪ ଜଣ ଶିଶୁଙ୍କର ମୃତ୍ୟୁ ହେଲାଣି । ମୃତ ଶିଶୁଙ୍କ ମଧ୍ୟରେ
Read More...