Browsing Category

ରାଜ୍ୟ

ଯୁବ ଚାଷୀଙ୍କୁ ଲକ୍ଷପତି କରିଦେଲା ପଦ୍ମ ଫୁଲ

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍ ଅଁଳାବେରେଣୀ ଗାଁର ପ୍ରଶାନ୍ତ ଦାସ ପଦ୍ମପୁର ଚାଷ କରି ଲକ୍ଷପତି ହୋଇଛି । ପଦ୍ମ ଚାଷରୁ ସେ ମାସିକ ଲକ୍ଷେ ଟଙ୍କା ଆୟ କରୁଛନ୍ତି । ବିଜ୍ଞାନରେ ସ୍ନାତକ ପାସ୍ କରିବା ପରେ ସମାଜ ସେବାରେ ନିଜକୁ ନିୟୋଜିତ କରିଥିଲେ । ଆଉ ଏକ
Read More...

ଜ଼ିଲ୍ଲା କ୍ରୀଡା ଅଧିକାରୀଙ୍କୁ ହେଲ୍ପ ଲାଇନ ସମ୍ମାନ

*ସମ୍ମାନିତ କଲେ ନବରଙ୍ଗପୁର ଜିଲ୍ଲାପାଳ *ଜିଲ୍ଲା କ୍ରୀଡ଼ା ସଙ୍ଘର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ନବରଙ୍ଗପୁର : ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଡକ୍ଟର କୋମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ କ୍ରୀଡ଼ା ସଙ୍ଘର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ
Read More...

କଳାହାଣ୍ଡି ଅଲ ଓଡିଶା ସିଡ଼ିଲ୍ୟୁଡ଼କାଷ୍ଟ ଫେଡେରେସନର ଜରୁରୀ ବୈଠକ

ଭବାନୀପାଟଣା : ଗତ ୨୦ ତାରିଖ ଶନିବାର ଦିନ ଜାରିଙ୍ଗଠାରେ କଳାହାଣ୍ଡି ଜିଲ୍ଲାର ସମସ୍ତ ବ୍ଲକର କର୍ମକର୍ତ୍ତାଙ୍କୁ ନେଇ ଅଲ ଓଡିଶା ସିଡ଼ିଲ୍ୟୁଡ଼କାଷ୍ଟ ଫେଡେରେସନ୍, କଳାହାଣ୍ଡିର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ ବ୍ଲକର କର୍ମକର୍ତ୍ତା ମାନଙ୍କ ସହିତ ଜିଲ୍ଲା
Read More...

୫ଟି ସଚିବଙ୍କ ବୃନ୍ଦାବାହାଲ ଗସ୍ତ

* ଅଭିଯୋଗ ଶୁଣିଲେ , ଖୁବଶୀଘ୍ର କାମ ହେବ ବୋଲି ପ୍ରତିଶ୍ରୁତି ଦେଲେ ଗୋଲାମୁଣ୍ଡା : ତିନିଦିନିଆ କଳାହାଣ୍ଡି ଗସ୍ତରେ ଆସିଛନ୍ତି ୫ଟି ସଚିବ ଭି.କେ ପାଣ୍ଡିଆନ । ଆଜି ହେଉଛି ତୃତୀୟ ଦିନ , ଏହି ଅବସରରେ ସକାଳ ୦୬:୪୦ସମୟରେ ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବୃନ୍ଦାବାହାଲ ଗ୍ରାମ ସ୍ଥିତ
Read More...

ହାତୀ ଆକ୍ରମଣରେ ଯୁବକ ଗୁରୁତର

ଚମ୍ପୁଆ : ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ସରେଇ- ଟୁଣଟୁଣା ଜଙ୍ଗଲରେ ହାତୀ ଆକ୍ରମଣ ରେ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଆହତ ଯୁବକ ଜଣଙ୍କ ହେଲେ କାଳିକାପ୍ରସାଦ ପଞ୍ଚାୟତ କୃଷ୍ଣପୁର ଗ୍ରାମର କ୍ଷୀରୋଦ ମହାନ୍ତ । ମିଳିଥିବା ସୂଚନା ଅନୁସାରେ ଚମ୍ପୁଆ ରେଞ୍ଜ ରେ ଗତ  ଏକ ସପ୍ତାହ ଧରି
Read More...

ଏଣିକି ଭୁବନେଶ୍ୱରକୁ ଜଗିବ ଡ୍ରୋନ

ଭୁବନେଶ୍ୱର : ରାଜଧାନୀକୁ ଜଗିବ ପୁଲିସ ଡ୍ରୋନ । ଆକାଶ ମାର୍ଗରୁ କରିବ ପାଟ୍ରୋଲିଂ । ଡ୍ରୋନ ଉଡ଼ାଇ ସନ୍ଦିଗ୍ଧଙ୍କ ଗତିବିଧି ଉପରେ ପୁଲିସ ରଖିବ ନଜର । ରାଜଧାନୀରେ ବୁଲୁଥିବା ସନ୍ଦିଗ୍ଧ ବ୍ୟକ୍ତି କିମ୍ବା ଗାଡ଼ି ଉପରେ ଆକାଶମାର୍ଗରୁ ନଜର ରଖିବାକୁ ଏଭଳି ଡ୍ରୋନ ପାଟ୍ରୋଲିଂ ଆରମ୍ଭ କରିବ
Read More...

ଫିନାଇଲ ପ୍ରସ୍ତୁତି ନିମନ୍ତେ ଆବଶ୍ୟକୀୟ ସାମଗ୍ରୀ ବଣ୍ଟନ

ଜୋଡ଼ା : ରାଜ୍ୟ ସରକାର ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ନିମନ୍ତେ ମିଶନଶକ୍ତି ମାଧ୍ୟମରେ ଅନେକ ଗୁଡିଏ ଯୋଜନା ପ୍ରଚଳନ କରି ଆସିଛନ୍ତି । ମହିଳାମାନେ ବିଭିନ୍ନ ବ୍ୟାଙ୍କରୁ ଋଣ ଆଣି କୁଟୀର ଶିଳ୍ପ ଜରିଆରେ ବେଶ ଦୁଇପଇସା ରୋଜଗାର କରି ପରିବାର ଚଳାଇବାରେ ସକ୍ଷମ ହୋଇପାରିଛନ୍ତି ।
Read More...

ହଜି ଯାଉଛି ପାଟ ମହୁରୀ

ପାଟ ମହୁରୀ ବିନା ଶୁଭ କାର୍ଯ୍ୟ ହୁଏନା ଚନ୍ଦାହାଣ୍ଡି : କୋଉ ଏକ ପୁରୁଣା କାଳରୁ  ବିଭିନ୍ନ  ଶୁଭ କାମରେ ମହୁରୀ ବାଜି ଆସୁଛି । ବିବାହ, ବ୍ରତ, ପୂଜା ପାର୍ବଣ, ଯୁଦ୍ଧ, ଜନ୍ମ ମୃତ୍ୟୁ , ଅନ୍ତେଷ୍ଟି, ଆଦି କାର୍ଯ୍ୟରେ ମହୁରୀ ବାଜିବାର ଦେଖି ଆସୁଛେ। ମହୁରୀ ନବାଜିଲେ  ସାମାଜିକ କାମ
Read More...

ଏଏସ୍ଓ ମେରିଟ୍ ଲିଷ୍ଟ ରଦ୍ଧ

ଦୁଇ ମାସ ମଧ୍ୟରେ ନୂଆ ତାଲିକା ପ୍ରସ୍ତୁତ ପାଇଁ ହାଇକୋର୍ଟଙ୍କ ନିର୍ଦେଶ କଟକ : ଓଡ଼ିଶା ଲୋକସଭା ଭବନରେ ଏଏସ୍ଓ ନିଯୁକ୍ତି ଲାଗି ଓଡ଼ିଶା ପବ୍ଲିକ୍ ସର୍ଭିସ୍ କମିଶନ ପ୍ରସ୍ତୁତ କରିଥିବା ମେରିଟ୍ ଲିଷ୍ଟକୁ ଆଜି ଓଡ଼ିଶା ହାଇକୋର୍ଟ ଖାରଜ କରିଦେଇଛନ୍ତି । ମେରିଟ୍ ଲିଷ୍ଟ୍
Read More...

ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସହ ସମ୍ମିଳିତ ଭାବରେ ଉତ୍କଳ ହସ୍‍ପିଟାଲରେ କ୍ୟାଣ୍ଟିନ ସେବା ଆରମ୍ଭ

ଟିକିରି (ରାୟଗଡା) : ମହିଳାମାନଙ୍କର ସଶକ୍ତିକରଣ, ସ୍ଥାନୀୟ ଜନସମୁଦାୟଙ୍କ ଉତ୍‍ଥାନ ଏବଂ ଦୀର୍ଘସ୍ଥାୟୀ ବିକାଶକୁ ପ୍ରୋତ୍ସାହିତ କରିବାକୁ ଦୃଢ ପ୍ରତିବଦ୍ଧତା ନେଇ ଆଦିତ୍ୟ ବିର୍ଲା ଗ୍ରୁପ୍‍ର ହିଣ୍ଡାଲ୍‍କୋ ଇଣ୍ଡଷ୍ଟ୍ରିଜ୍‍ର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଓସାପଡାସ୍ଥିତ ଉତ୍କଳ
Read More...