Browsing Category

ରାଜ୍ୟ

ମୁଖମନ୍ତ୍ରୀ ରିଲିଫ ପାଣ୍ଠିରୁ ୬୨ କୋଟି କ୍ୱାରେଂଟାଇନ୍ ରାଶି ମଞ୍ଜୁର

ଭୁବନେଶ୍ୱର, ୩.୬(ନି.ପ୍ର.): ଏବେ ରାଜ୍ୟରେ ଥିବା କ୍ୱାରେଂଟାଇନ କେନ୍ଦ୍ର ସବୁରେ ସରକାରଙ୍କ ଗାଇଡଲାଇନ୍ ମାନି ଅନ୍ତେ୍ରବାସୀ ଭାବେ ରହିବା ଅବଧି ଶେଷ କରିଥିବା ବ୍ୟକ୍ତିମାନଙ୍କ ରାଶି ବାବଦକୁ ୬୨ କୋଟି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମଞ୍ଜୁର ହୋଇଛି । ପ୍ରତି
Read More...

ଲକଡାଉନ ଚାକିରି ହରାଇଲେ ୧୨.୨୦ କୋଟି

ନୂଆଦିଲ୍ଲୀ,୩ ।୦୬(ଏଜେନ୍ସି): ଦେଶରେ କରୋନା ମୁକାବିଲା ପାଇଁ ଜାରି ହୋଇଥିବା ୪ଟି ପର୍ଯ୍ୟାୟ ଲକ୍ଡାଉନ୍ରେ ୧୨.୨୦ କୋଟି ଲୋକ ଚାକିରି ହରାଇଥିବା କୁହାଯାଇଛି । ସେଂଟର ଫର୍ ମନିଟରିଂ ଇଣ୍ଡିଆନ ଇକୋନୋମି (ସିଏମଆଇଇ)ର ଏକ ରିପୋର୍ଟ ଅନୁଯାୟୀ, ମେ’ ୩୧ରେ ଶେଷ ହୋଇଥିବା ସପ୍ତାହରେ ଭାରତର
Read More...

ଇଲେକଟ୍ରେନିକ୍ସ ଉତ୍ପାଦନ ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତି

ନୂଆଦିଲ୍ଲୀ-ଦେଶରେ ଇଲେକଟ୍ରୋନିକ୍ସ ଉତ୍ପାଦନ ବୃଦ୍ଧି ଓ ନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ୫୦ ହଜାର କୋଟି ଟଙ୍କାର ୩ ଟି ବଡ ଯୋଜନା ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଭାରତରେ ଉତ୍ପାଦିତ ଇଲେକଟ୍ରୋନିକ୍ସ ସାମଗ୍ରୀ ବିକ୍ରୀ ଉପରୁ ୪ରୁ ୬ ପ୍ରତିଶତ ଯାଏଁ ପ୍ରୋତ୍ସାହନ ଦିଆଯିବା ବ୍ୟବସ୍ଥା
Read More...

ଓଲଟିଲା ବରଯାତ୍ରୀ ଗାଡି

ଜୟପୁର- ଘାଟିରୁ ଓଲଟିଲା ବରଯାତ୍ରୀ ଗାଡି । ବୋରିଗୁମ୍ମାରୁ ବରଯାତ୍ରୀ ନେଇ ନବରଙ୍ଗପୁର ଯାଉଥିବା ବରଯାତ୍ରୀ ଭ୍ୟାନ ଗୁରୁମାଈଗୁଡା ଘାଟିରେ ଦୁର୍ଘଟଣା ହୋଇଛି । ୨ ମହିଳାଙ୍କ ମୃତୁ୍ୟ ହୋଇଥିବା ବେଳେ ୨୦ ଜଣ ଆହାତ ହୋଇଛନ୍ତି । ତେବେ ୨୦ ଆହାତଙ୍କ ମଧ୍ୟରୁ ୪ ଗୁରୁତର ଅଛନ୍ତି । ସେମାନଙ୍କୁ
Read More...

ରାୟଗଡାରେ ପାଦ ଦେଲା କରୋନା

ଭୁବନେଶ୍ୱର- ଓଡିଶାର ୨୯ ଜିଲ୍ଲା କରୋନା କବଳିତ ଥିଲା ବେଳେ ଏକମାତ୍ର ଜିଲ୍ଲା ରାୟଗଡାକୁ କରୋନା ଛୁଇଁ ନଥିଲା । ତେବେ ଆଜି ରାୟଗଡାରୁ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେ ଦିଲ୍ଲୀରୁ ଫେରିଥିଲେ ଓ ତାଙ୍କୁ କ୍ୱାରେଂଟାଇନରେ ରଖାଯାଇଥିଲା । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ
Read More...

ପାର୍କ ବୁଲିବା ପାଇଁ ନୂଆ ଗାଇଡଲାଇନ

ଭୁବନେଶ୍ୱର- ରାଜ୍ୟସରକାରଙ୍କ କୋଭିଡ ମାର୍ଗଦର୍ଶିକାକୁ ଅନୁସରଣ କରି ବିଏମସି ପାର୍କ ଭ୍ରମଣ ସମୟ ପରିବର୍ତନ କରିଛି । ସକାଳ ୫ରୁ ଦିନ ୧୦ ଓ ସନ୍ଧ୍ୟା ୪ରୁ ୬ ଟା ପର୍ଯ୍ୟନ୍ତ ଭୁବନେଶ୍ୱରର ସମସ୍ତ ପାର୍କ ଖୋଲା ରହିବ । ସଟଡାଉନ ଯୋଗୁଁ ଶନିବାର ଓ ରବିବାର ପାର୍କ ବନ୍ଦ ରହିବ । ତେବେ ୬୦
Read More...

୧୪୩ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ କରୋନା ଆକ୍ରାନ୍ତ ସ୍ଥିତି ବେଳକୁ ବେଳ ବଢିବାରେ ଲାଗିଛି । ଗତ ୨୪ ଘଂଟ ମଧ୍ୟରେ ୧୪୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ମୋଟ ପଜିଟିଭ ସଂଖ୍ୟା ୨୩୮୮ରେ ପହଂଚିଛି । ନୂଆ ଚିହ୍ନଟ ୧୪୩ଙ୍କ ମଧ୍ୟରୁ ସଙ୍ଗରୋଧ ଗୃହରେ ଥିବା ୧୩୨
Read More...

କତା କମ୍ପାନୀରେ ଭୟାନକ ଅଗ୍ନିକାଣ୍ଡ

ପିପିଲି- ପୁରୀ ଜିଲ୍ଲା ପିପିଲି ସାତଶଂଖ ଏରୋକୋମ କତା କମ୍ପାନୀରେ ଭୟାବହ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି । ଗତକାଲି ରାତି ୧୧ .୩୦ ମିନିଟ ସମୟରେ ନିଆଁ ଲାଗିଥିଲା । ୭ ଘଂଟା ବିଳମ୍ବରେ ଦମକାଳବାହିନୀ ପହଂଚି ନିଆଁକୁ ଆୟତ କରିବା ବେଳକୁ ୨୦ରୁ
Read More...

ବୁଧବାର ସ୍ଥଳ ଭାଗ ଛୁଇଁବ ବାତ୍ୟା ‘ନିସର୍ଗ’

ନୂଆଦିଲ୍ଲୀ- ମାଡି ଆସୁଛି ସାମୁଦ୍ରିକ ବାତ୍ୟା ନିସର୍ଗ ।ବୁଧବାର ଅପରାହ୍ନରେ ମହରାଷ୍ଟ୍ର ଉପକୂଳ ମୁହାଁଇଥିବା ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ସମ୍ଭାବ୍ୟ ବାତ୍ୟା ଆଲିବାଗର ଦକ୍ଷିଣ- ଦକ୍ଷିଣପଶ୍ଚିମକୁ ୧୫୫ କିଲୋମିଟର ଦୂର ଏବଂ ମୁମ୍ବାଇର ଦକ୍ଷିଣ- ପଶ୍ଚିମର ୨୦୦ କିଲୋମିଟର ଦୂରରେ
Read More...

ଶିକ୍ଷାନୁଷ୍ଠାନ ବନ୍ଦ ରହିଲେ ହୋଇ ପାରିବ ପରୀକ୍ଷା

ଭୁବନେଶ୍ୱର- ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ସରକାରଙ୍କ ନୂଆ ନିଷ୍ପତି ଅନୁଯାୟୀ କଂଟେନମେଂଟ ଜୋନ ବାହାରେ ଥିବା ସ୍କୁଲ, କଲେଜ ଓ କୋଚିଂ ସେଂଟର ଗୁଡିକ ବନ୍ଦ ରହିଲେ ମଧ୍ୟ ପରୀକ୍ଷା ହେବ । ଲକଡାଉନ ବୃଦ୍ଧି ସ୍ୱତେ କୃଷି, ପଶୁପାଳନ, ମତ୍ସ୍ୟପାଳନ ଓ ଚାଷ
Read More...