Browsing Category

ରାଜ୍ୟ

ବଜ୍ରପାତରେ ବୃଦ୍ଧଙ୍କ ମୃତ୍ୟୁ

ନବରଙ୍ଗପୁର,୧.୬(ନି.ପ୍ର.): ବଜ୍ରଘାତରେ ନବରଙ୍ଗପୁର ବ୍ଲକ୍ ବଡକୁମୁଲି ଗାଁର ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ତାଙ୍କ ନାଁ ଶୁକ୍ରୁ ଗୌଡ଼ ୫୫ । ଶନିବାର ସକାଳ ୮ଟାରେ କଳାହାଣ୍ଡିଆ ମେଘ ଦେଖି ଅମଳ ହୋଇଥିବା ମକା ଫସଲରେ ପଲିଥିନ ଢାଙ୍କିବାକୁ ଯାଇଥିଲେ ଶୁକ୍ରୁ । ଏହି ସମୟରେ ବଜ୍ରପାତ
Read More...

ସଙ୍ଗରୋଧ କେନ୍ଦ୍ରରୁ ଫେରି ଜୀବନ ହାରିଲେ ଯୁବକ

ଭଞ୍ଜନଗର,୧.୬ (ନି.ପ୍ର.): ୪ ଦିନ ତଳେ ସେ ସଙ୍ଗରୋଧ କେନ୍ଦ୍ର ଫେରିଥିଲେ । ସେଠି ୨୧ ଦିନିଆ କ୍ୱାରେଂଟାଇନ୍ ଅବଧି ବିତାଇଥିଲେ । ଫେରିବା ବେଳକୁ ମନରେ ଖୁସି ଥିଲା ଯେ ଦୀର୍ଘ ଦିନ ପରେ ପତ୍ନୀଙ୍କୁ ଭେଟିବେ, ନିଜର ଶିଶୁ କନ୍ୟାକୁ ପ୍ରଥମ ଥର ଦେଖିବେ । ହେଲେ ଶ୍ୱଶୁର ଘରୁ ଫେରିବା ପରେ ରବିବାର
Read More...

ଲକ୍ଡାଉନ୍ ପାଇଁ କଟକ- ଭୁବନେଶ୍ୱରରେ କମିଛି ଦୁର୍ଘଟଣା

ଭୁବନେଶ୍ୱର,୧.୬(ନି.ପ୍ର.): କରୋନା ପାଇଁ ଦେଶର ଆର୍ଥିକ ସ୍ଥିତି ବିଗିଡ଼ ଯାଇଥିଲେ ହେଁ କିଛି କ୍ଷେତ୍ରରେ ଏହା ମାନବ ସମାଜ ପାଇଁ ବରଦାନ ପାଲଟିଛି । କରୋନା ଜନିତ ଲକ୍ଡାଉନ୍ ଯୋଗୁଁ ପରିବେଶ ସ୍ୱଚ୍ଛ ହେବା ସହ ସଡ଼କ ଦୁର୍ଘଟଣା ସଂଖ୍ୟା ମଧ୍ୟ ହ୍ରାସ ପାଇଛି । ଦେଶରେ ଦୁର୍ଘଟଣା କମାଇବା ପାଇଁ
Read More...

ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥାରେ ‘ବନ୍ଦେ ଉତ୍କଳ ଜନନୀ’ ସାମୂହିକ ଗାନ

ଭୁବନେଶ୍ୱର,୧ ।୦୬(ନି.ପ୍ର.): ଓଡ଼ିଶା ରାଜ୍ୟ ସରକାରଙ୍କ ତରଫରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, କୋଭିଡ-୧୯ ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ଉଦେ୍ଧଶ୍ୟରେ ସବୁ ଓଡ଼ିଆଙ୍କୁ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିବାକୁ ଯେଉଁ ଆହ୍ୱାନ ଦେଇଥିଲେ, ତାହାର ସଫଳ ଅନୁପାଳନ କରି ଓଡ଼ିଶା ରାଜ୍ୟ ଗୃହ
Read More...

ପନିପରିବା ଅଭାବୀ ବିକ୍ରି : ଚିନ୍ତାରେ ଚାଷୀ

ଯାଜପୁର,୧ ।୦୬ (ନି.ପ୍ର) : ବରୀ ନିର୍ବାଚନମଣ୍ଡଳୀ ଅର୍ନ୍ତଗତ ଯାଜପୁର ବ୍ଳକ ଏରବାଙ୍କ ଗ୍ରାମପଂଚାୟତର ଇନ୍ଦାରୋଇ ଗ୍ରାମର ବହୁ ପରିବାର ବିଭିନ୍ନ ପରିବା ଚାଷ କରି ଜୀବନ ନିର୍ବାହ କରିଥାନ୍ତି । କିନ୍ତୁ ଏବେ ପରିବା ଦର କମିବା ସହ ଏହା ଅଭାବୀ ବିକ୍ରି ଯୋଗୁଁ ଏହି ଚାଷୀ ଏବେ ଚିନ୍ତାରେ ।
Read More...

ପ୍ରବାସୀ ଶ୍ରମିକଙ୍କ ପାଇଁ ପଦଯାତ୍ରା

ଭୁବନେଶ୍ୱର,୧ ।୦୬(ନି.ପ୍ର.): କୌଣସି ପୂର୍ବ ପ୍ରସ୍ତୁତି ବିନା ଦେଶରେ ଦୁଇ ମାସରୁ ଉର୍ଦ୍ଧ୍ୱ ସମୟ ଧରି ଲକ୍ଡାଉନ୍ ଲାଗୁ କରି ସରକାର ଦେଶର ତଥା କୋଟିକୋଟି ଶ୍ରମଜୀବୀଙ୍କର ଜୀବନ ଦୂର୍ବୀସହ କରିଦେଇଛନ୍ତି । ଦେଶର ବିଭିନ୍ନ ପ୍ରାନ୍ତରେ କାମ କରୁଥିବା ଶ୍ରମଜୀବୀମାନେ ରୋଜଗାର ହରାଇବା ସହ ଭୋକ
Read More...

ସପ୍ତାହକୁ ଦୁଇ ଦିନ ସଟଡାଉନ

ଭୁବନେଶ୍ୱର- ୧୧ ଜିଲ୍ଲାରେ ସପ୍ତାହକୁ ୨ ଦିନ ସଟଡାଉନ ଘୋଷଣା କରିଛି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ।ପୁରୀ, ନୟାଗଡ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ବଲାଙ୍ଗି ରେ ପ୍ରତି ସପ୍ତାହର ଶନିବାର ଓ ରବିବାର ସଟଡାଉନ କରାଯିବ । ଅତ୍ୟାବଶ୍ୟକ
Read More...

ଜୁଲାଇ ୩୧ ପର୍ଯ୍ୟନ୍ତ ସମସ୍ତ ସ୍କୁଲ, କଲେଜ ଓ କୋଚିଂ ସେଂଟର ବନ୍ଦ

ଭୁବନେଶ୍ୱର- ଜୁଲାଇ ୩୧ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲ , କଲେଜ ଓ କୋଚିଂ ସେଂଟର ବନ୍ଦ ରହିବା ନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି । କରୋନା ସ୍ଥତିର ସମୀକ୍ଷା କରି ଏଭଳି ନିଷ୍ପତି ନିଆଯାଇଛି । ପୂର୍ବରୁ ଜୁନ ୧୭ରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ମନ୍ତ୍ରୀ
Read More...

ପୁଲିସ ଡିଜିଙ୍କ ନୂଆ ଗାଇଡଲାଇନ

ଭୁବନେଶ୍ୱର- ସର୍ବସାଧାରଣ ଜାଗାରେ ଛେପ ପକାଇବା , ବିନା ମାକ୍ସରେ ବାହାରେ ବୁଲିବା, ବିନା କାମରେ ଏଣେତେଣେ ବୁଲୁଥିବା ଲୋକମାନଙ୍କ ପାଇଁ ନୂଆ ଗାଇଡଲାଇନ ଜାରି କରିଛନ୍ତି ପୁଲିସ ଡିଜି । ଯେଉଁମାନେ ଉକ୍ତ ନିୟମକୁ ଅବମାନନା କରିବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ
Read More...

ଆଜିଠାରୁ ଗଡିଲା ୨୦୦ ଟ୍ରେନ

ଭୁବନେଶ୍ୱର- ସୋମବାର ଠାରୁ ଦେଶର ବିଭିନ୍ନ ଭାଗରେ ୨୦୦ ଯାତ୍ରୀ ବାହୀ ଟ୍ରେନ ଚଳାଚଳ ଆରମ୍ଭ କରିଛି । ଓଡିଶାରୁ ୧୨ ଯୋଡା ଟ୍ରେନ ଯାତ୍ରା କରିଥିବା ବେଳେ ପ୍ରଥମେ ଜନଶତାଦ୍ଧୀ ଏକ୍ସପ୍ରେସ୍ ଭୁବନେଶ୍ୱରରୁ କୋଲକାତା ଅଭିମୁଖେ ଯାଇଛି । ଗାଇଡଲାଇନ୍ସ ଅନୁଯାୟୀ ଯାତ୍ରୀ ମୁଖା ପିନ୍ଧିବା ସହ
Read More...