Browsing Category

ରାଜ୍ୟ

ଆଜି ରାଜଧାନୀରେ ଖୋଲିବ ହୋଟେଲ

ଭୁବନେଶ୍ବର:ବୁଧବାରଠାରୁ ରାଜଧାନୀର ସମସ୍ତ ତାରକା ଓ ଅଣତାରକା ହୋଟେଲ ଖୋଲିବାକୁ ବିଏମ୍‌ସି ଅନୁମତି ଦେଇଛି। ଏଥିପାଇଁ ସର୍ତ୍ତ ରଖିଛି ଯେ, ଯେଉଁ ହୋଟେଲ ସଙ୍ଗରୋଧ ଲୋକଙ୍କୁ ରଖୁନାହାନ୍ତି ସେମାନେ ସର୍ବାଧିକ ୭୨ଘଣ୍ଟା ପାଇଁ ଓଡ଼ିଶାକୁ ଆସୁଥିବା ଲୋକଙ୍କୁ ରଖିପାରିବେ। ଏହାବାଦ୍‌ ବିମାନର
Read More...

୪୦ କିଲୋ ଗଞ୍ଜେଇ ସହ ୨ ଛାତ୍ର ଗିରଫ

ଖଣ୍ଡଗିରି: ମଙ୍ଗଳବାର ଏସ୍‌ଟିଏଫ୍‌ ଓ ଖଣ୍ଡଗିରି ଥାନା ମିଳିତ ଚଢ଼ଉ କରି ପଞ୍ଚସଖାନଗରସ୍ଥିତ ଏକ ଘରୁ ୪୦ କିଲୋ ଗଞ୍ଜେଇ ଜବତ କରିବା ସହ ନିଶା କାରବାରରେ ସମ୍ପୃକ୍ତ ଅଭିଯୋଗରେ ୨ ଜଣ ଛାତ୍ରଙ୍କୁ ଗିରଫ କରିଛନ୍ତି। ସେମାନେ ହେଲେ ବାଲେଶ୍ବରର ରାଜୀବ ପାତ୍ର ଓ ଉଜ୍ଜଲ୍‌ ପ୍ରଧାନ। ରାଜୀବ ଏକ
Read More...

ପଙ୍ଗପାଳ ଆକ୍ରମଣ ନେଇ କୃଷିମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ଓଡିଶାରେ ସମ୍ଭାବ୍ୟ ପଙ୍ଗପାଳ ଆକ୍ରମଣ ନେଇ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ଅଧ୍ୟକ୍ଷତାରେ କୃଷି ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ବୈଠକରେ କୃଷି ବିଭାଗର ପ୍ରମୁଖ ସଚିବ, ସ୍ୱତନ୍ତ୍ର ସଚିବ, ନିର୍ଦ୍ଦେଶକଙ୍କୁ ନେଇ ଆଲୋଚନା ହୋଇଛି । ପାକିସ୍ତାନ ପଟୁ କୋଟି କୋଟି
Read More...

୧୧ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ଖୋର୍ଦ୍ଧା: ଅନଲାଇନରେ ମଦ ଘରେ ପହଂଚିବାକୁ ସରକାର ଅନୁମତି ଦେଇଥିବାବେଳେ ଏବେ ବ୍ରାଉନସୁଗାର ଡେଲିଭରି କରାଯାଉଥିବାବେଳେ ଧରିଛି ପୁଲିସ । ଖୋର୍ଦ୍ଧା ଅଂଚଳରେ ବ୍ରାଉନସୁଗାର ହୋମ ଡେଲିଭରି ବାବଦରେ ଅବକାରୀ ବିଭାଗ ପାଖରେ ଖବର ପହଞ୍ଚିବା ପରେ ଅବକାରୀ ବିଭାଗ ଚଢ଼ାଉ କରିଛି | ସେକ ଫରିଦ
Read More...

ବନ୍ଦ ହେବ ୩ ଡିଗ୍ରୀ କଲେଜ

ଭୁବନେଶ୍ୱର- ରାଜ୍ୟରେ ବନ୍ଦ ହେବ ୩ ଡିଗ୍ରୀ କଲେଜ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଭୁବନେଶ୍ୱର, ସମ୍ବଲପୁର ଓ ବାଲେଶ୍ୱର ଆଞ୍ଚଳିକ ଶିକ୍ଷାନିର୍ଦେଶକ ମାନଙ୍କୁ ଚିଠି ଲେଖି ଅବଗତ କରାଯାଇଛି । ସେହିଭଳି ୧୦ ଟି ଡିଗ୍ରୀ କଲେଜର ଅନୁମୋଦନ ପ୍ରତ୍ୟାହାର କରାଯିବ । ଭୁବନେଶ୍ୱର, ସମ୍ବଲପୁର
Read More...

କ୍ୱାରେଂନଟାଇନ ସେଂଟରରେ ଫାଟିଲା ଗ୍ୟାସ ସିଲିଣ୍ଡର

ଭଦ୍ରକ- ସଙ୍ଗରୋଧ ଗୃହରେ ଫାଟିଲା ଗ୍ୟାସ ସିଲିଣ୍ଡର । ଭଗିବିନ୍ଧା କ୍ୱାଂରେନଟାଇନ ସେଂଟରେ ରୋଷେଇ ବେଳେ ହଠାତ ଗ୍ୟାସ ସିଲିଣ୍ଡର ଫାଟିଯାଇଥିଲା । ଏଥିରେ ସମସ୍ତ ରୋଷେଇ ସାମଗ୍ରୀ ଜଳି ଯାଇଥିବା ବେଳେ ରୋଷେୟା ସମାନ୍ୟ ଆହାତ ହୋଇଛନ୍ତି । ସୌଭାଗ୍ୟ ବଶତଃ ୩୨ ଅନ୍ତେବାସୀ ବଡ ଅଘଟଣରୁ
Read More...

ଚଳଚ୍ଚିତ୍ର ଅଭିନେତା ବିଜୟ ମହାନ୍ତି ଅସୁସ୍ଥ

ଭୁବନେଶ୍ୱର- ଗୁରୁତର ଅସୁସ୍ଥ ହୋଇପଡିଛନ୍ତି ବିଶିଷ୍ଟ ଓଡିଆ ଅଭିନେତା ବିଜୟ ମହାନ୍ତି । ଡାଇବେଟିସରେ ପୀଡିତ ଶ୍ରୀ ମହାନ୍ତିଙ୍କର ସ୍ୱାସ୍ଥ୍ୟ ଅବସ୍ଥା ହଠାତ୍ ଖରାପ ହେବା କାରଣରୁ ତାଙ୍କୁ ହାଇଦ୍ରାବାଦର ଏକ ଘରୋଇ ଡାକ୍ତରାଖାନାରେ ଭର୍ତି କରାଯାଇଛି ।
Read More...

ନୂଆ ୭୬ କରେନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ପୁଣି ନୂଆ ୭୬ କରେନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୯୩ ପାର କରିଛି । ଚିହ୍ନଟ ହୋଇଥିବା ନୂତନ ସଂକ୍ରମିତଙ୍କ ମଧ୍ୟରୁ ବଲାଙ୍ଗୀରରୁ ୧୬,ଖୋର୍ଦ୍ଧା ଓ ନୂଆପଡା ୧୩, ବାଲେଶ୍ୱର୨, କଟକ ୧୧, ନୟାଗଡ୨, ଜଗତସିଂହପୁର ୬ଜଣ,
Read More...

ଜୁନ ପହିଲାରୁ ଯୁକ୍ତ ଦୁଇ ଖେତା ଦେଖି ଆରମ୍ଭ

ଭୁବନେଶ୍ୱର- ଜୁନ ପ୍ରଥମ ସପ୍ତାହରୁ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଧନ୍ଦାମୂଳକ ବିଭାଗର ଖାତା ଦେଖା ଆରମ୍ଭ । ତେବେ ରାଜ୍ୟରେ ମୂଲ୍ୟାୟନ କେନ୍ଦ୍ରଗୁଡିକରେ କରେନା ସଙ୍ଗରୋଧ କରାଯାଉଥିବାରୁ ମେ ୩୦ ତାରିଖ ସୁଦ୍ଧା ଖାଲିକରିବା ସହ ସମସ୍ତ କେନ୍ଦ୍ରଗୁଡିକୁ ସାନିଟାଇଜ କରିବାକୁ +୨
Read More...

କ୍ୟାନସର ରୋଗୀଙ୍କ ଚିକିତ୍ସା ପାଇଁ ଜିଲ୍ଲାପାଳଙ୍କ ସହାୟତା

ଯାଜପୁର: ଜଣେ ୧୦ବର୍ଷ ବୟସର ବାଳକର ଚିକିତ୍ସା ଓ ଯାତାୟତ ଖର୍ଚ୍ଚ ପାଇଁ ଜିଲ୍ଲାପାଳ ରଂଜନ କୁମାର ଦାସ ପାଂଚହଜାର ଟଙ୍କା ମଞ୍ଜୁର କରିଛନ୍ତି । ବିହାର ରାଜ୍ୟ ଦରଭଙ୍ଗା ଜିଲ୍ଲା ନରକଟିୟା ଗ୍ରାମର ରାମାନନ୍ଦ ସାହାଣୀ ତାଙ୍କ ପରିବାର ସହ ଗୁପଚୁପ ବ୍ୟବସାୟ କରି ଯାଜପୁର ମୁ୍ୟନିସିପାଲିଟିରେ
Read More...