କଳାକାରଙ୍କୁ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ
ଯାଜପୁର: କରୋନା ଦୁର୍ବିସହ କରିଛି ଜୀବନ, ଛଡେଇ ନେଇଛି ଜୀବିକା । ଲକ୍ଷ ଲକ୍ଷ ଲୋକ ଆର୍ଥିକ ଅନାଟନରେ ହନ୍ତସନ୍ତ ହେଉଥିବା ବେଳେ କଳାକରମାନେ ଅନୁରୂପ ଭାବେ ପ୍ରଭାବିତ ହୋଇଛନ୍ତି । କଳାକାରମାନଙ୍କ ପାଇଁ ଜନଗହଳିପୂର୍ଣ୍ଣ ସ୍ଥାନ ମହତ୍ୱପୂର୍ଣ୍ଣ ହେଉଥିବା ବେଳେ କରୋନା ଜନଗହଳିକୁ ବାରଣ କରିଛି!-->…
Read More...
Read More...