Browsing Category

ରାଜ୍ୟ

ସାବିତ୍ରୀ ସେବାରେ ସତ୍ୟବାନ

ନବରଙ୍ଗପୁର : ସତୀ ସାବିତ୍ରୀ କଥା କିଏ ବା ନଜାଣିଛି |ଭାରତୀୟ ସଂସ୍କୃତି ରେ ସାବିତ୍ରୀ ଙ୍କୁ ଆଦର୍ଶ ନାରୀ ଓ ପତିବ୍ରତା ସ୍ତ୍ରୀ ର ଆଖ୍ୟା ଦିଆଯାଇଛି |ପୌରାଣିକ ମତରେ ମଦର ଦେଶର ରାଜା ଅଶ୍ୱପତି ଙ୍କ ଅଲିଅଳି ଝିଅ ଥିଲେ ସାବିତ୍ରୀ |ଅଶ୍ୱପତିଙ୍କ ବିବାହ କୁ ଦୀର୍ଘ ବର୍ଷ ବିତି ଯାଇଥିଲେ
Read More...

ଖ୍ରୀଷ୍ଟ ଧର୍ମାବିଲମ୍ବୀଙ୍କ ଦ୍ଵାରା ସ୍ଵର୍ଗାରୋହଣ ପର୍ବ ପାଳିତ

ନବରଙ୍ଗପୁର : ଜୟପୁର ଇଭାଞ୍ଜେଲିକାଲ ଲୁଥରାନ ମଣ୍ଡଳୀର  ଖ୍ରୀଷ୍ଟ ବିଶ୍ୱାସୀ ଓ ବିଶ୍ୱାସିନୀଙ୍କ ଦ୍ଵାରା ଝରିଗାଁ ବ୍ଲକ୍, ଚିତାବେଡ଼ା ପଞ୍ଚାୟତ ସଦର ଠାରେ ସ୍ଵର୍ଗାରୋହଣ ପର୍ବ ପାଳିତ ହୋଇଛି । ଶତାଧିକ ସଂଖ୍ୟାରେ ଝରିଗାଁ ପେରିସ୍ ଅନ୍ତର୍ଗତ ଝରିଗାଁ ସମେତ ଚିତାବେଡ଼ା, ସଣ୍ଡସା ଓ ସମ୍ବର
Read More...

କମ୍ପାନୀ ପାଉଛନ୍ତି ଲାଭ, ଲୋକେ ଭୋଗୁଛନ୍ତି ଦୁର୍ଦ୍ଦଶା

କଣିହାଁ : କଣିହାଁ ବ୍ଲକ, ଆନ୍ଦୋଳନ ଜୋର ହେଉଛି । କିନ୍ତୁ ଗୋଟିଏ ପ୍ରସଙ୍ଗକୁ ନେତା ମନ୍ତ୍ରୀ ସବୁ ଭୁଲିଯାଇଛନ୍ତି , ଯାହା ସ୍ଥାନୀୟ ଲୋକଙ୍କୁ ଦୁର୍ଦ୍ଦଶା ମଧ୍ୟକୁ ଠେଲିଦେଇଛି । କଳକାରଖାନାର ପାଉଁଶ ଗଦା ଉପରେ ଠିଆ ହୋଇଛି କଣିହାଁ ବ୍ଲକ । ଜୁଆଡେ ଦେଖିବ ପାଉଁଶ ଆଉ ପାଉଁଶ । ଆଉ ଏହି ପାଉଁଶ
Read More...

ମାଲକାନଗିରି ବିକାଶ ପାଇଁ ଚଳିତ ଆର୍ଥିକ ବର୍ଷରେ ନବରଙ୍ଗପୁର ସାଂସଦଙ୍କ ପାଣ୍ଠି ୧ କୋଟି ୬ ଲକ୍ଷ

ନବରଙ୍ଗପୁର : ମାଲକାନଗିରି ଜିଲ୍ଲାର ବିକାଶ୍ ପାଇଁ ଚଳିତ ଆର୍ଥିକ ବର୍ଷ ୨୦୨୨-୨୩ ରେ ୧ କୋଟି ୬ ଲକ୍ଷ ଟଙ୍କାର ସାଂସଦ ପାଣ୍ଠି ଅନୁଦାନ ମାନ୍ୟବର ସାଂସଦ ରମେଶ ଚନ୍ଦ୍ର ମାଝୀ ପ୍ରଦାନ କରିଛନ୍ତି l ବିକାଶର ନୂଆ ରାସ୍ତାରେ ଆଗକୁ ବଢୁଛି ମାଲକାନଗିରି ଜିଲ୍ଲା। ଲୋକଙ୍କ ସୁବିଧା ତଥା ଜିଲ୍ଲାର
Read More...

ଆଜି ବି ବଂଚିଛି ଘଣା

ଗ୍ରାମାଞ୍ଚଳରେ କାଠ ଗଣ୍ଡୀରେ ତେଲ ପ୍ରସ୍ତୁତ ର ପୁରାତନ ପଦ୍ଧତି ଝରୀଗାଁ : ଆଜିବି ପୁରାତନ ପଦ୍ଧତିରେ କାଠ ଗଣ୍ଡି ବ୍ୟବହାର କରି ତେଲ ପେଡ଼ୁଥିବା ବିରଳ ଦୃଶ୍ୟ ଗ୍ରାମାଞ୍ଚଳରେ ଦେଖିବାକୁ ମିଳିଛି। ଆଜିର ଆଧୁନିକ ଯୁଗରେ ମଣିଷ ଆଧୁନିକ ଜ୍ଞାନ କୌଶଳ ସହିତ ଆଧୁନିକ ଯନ୍ତ୍ରପାତିର ବହୁଳ
Read More...

ଦୁବାଇରେ ସ୍ୱତନ୍ତ୍ର ଓଡ଼ିଶା ଦିବସ ଉତ୍ସବରେ କଳାହାଣ୍ଡିର ସିଙ୍ଗାରୀ ନୃତ୍ୟ ପରିବେଷଣ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ପ୍ରତିଭା ଅନୁଷ୍ଠାନର ୪ ଜଣ କଳାକାର ଦୁବାଇରେ ଚାଲିଥିବା ସ୍ୱତନ୍ତ୍ର ଓଡ଼ିଶା ଦିବସ ଉତ୍ସବରେ ଯୋଗ ଦେଇଛନ୍ତି। ପ୍ରତିଭା ଅନୁଷ୍ଠାନର ଜ୍ୟୋତିର୍ମୟ ହରପାଲ, ତରୁଣ ଦୁର୍ଗା, ଶ୍ଵେତାରାଣୀ ପାତ୍ର ଓ ଝୁନି ମାଝୀ ଏହି କାର୍ଯ୍ୟକ୍ରମରେ ସିଙ୍ଗାରୀ
Read More...

ଟାଟା ଷ୍ଟିଲ ଫାଉଣ୍ଡେସନ ର 3 ଟି ଲୋକାଭିମୁଖୀ ପ୍ରକଳ୍ପ ବିଧାୟିକା ଙ୍କ ଦ୍ଵାରା ଉଦଘାଟିତ

 ସୁନା ନଦୀ କୂଳରେ ପଥର ବନ୍ଧ ର ଶିଳାନ୍ୟାସ ଯୋଡା : ଯୋଡା ପୌରପାଳିକା ଅନ୍ତର୍ଗତ ତିନୋଟି ୱାର୍ଡରେ ଟାଟା ଷ୍ଟିଲ ଫାଉଣ୍ଡେସନ (ଟିଏସଏଫ) ଦ୍ଵାରା ନିର୍ମିତ ତିନିଗୋଟି ଜନହିତକର ପ୍ରକଳ୍ପ କୁ ଚମ୍ପୁଆ ବିଧାୟିକା ଶ୍ରୀମତୀ ମିନାକ୍ଷୀ ମହାନ୍ତ ବୁଧବାର ଉଦଘାଟନ ଏବଂ ଗୋଟିଏ ପ୍ରକଳ୍ପର
Read More...

ବାଇକ ଚୋରୀ ଗ୍ୟାଙ୍ଗର ପର୍ଦ୍ଦାଫାସ, ୨ ଗିରଫ, ୬ ଗାଡି ଜବତ

କୋରାପୁଟ : କୋରାପୁଟ ସହରରୁ ୨ ଜଣିଆ ଆନ୍ତଃଜିଲ୍ଲା ଚୋରି ବାଇକ ରାକେଟକୁ ବାନ୍ଧି କୋର୍ଟ ଚାଲାଣ କରିଛି କୋରାପୁଟ ଟାଉନ ପୁଲିସ । ସହରର ଜନଗହଳି ପୁର୍ଣ୍ଣ ଅଂଚଳରୁ ବାଇକ ଚୋରି କରୁଥିବା ୨ ଲୁଟେରାକୁ ଗିରଫ କରିଥିବାବେଳେ ସେମାନଙ୍କଠାରୁ ୬ଟି ବାଇକ୍ ଜବତ କରିଛି କୋରାପୁଟ ଟାଉନ ପୋଲିସ ।
Read More...

ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବୋଲେରୋ -୨ମୃତ,୨ଗୁରୁତର

ଚମ୍ପୁଆ : ଵାହାଘର ଭୋଜି ଖାଇ ଫେରୁଥିବା ସମୟରେ ଭାରସାମ୍ୟ ହରାଇ ଵୋଲେରୋଟି ଗଛରେ ପିଟି ହେବା ଫଳରେ ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଏପରି ଏକ ହୃଦ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଚମ୍ପୁଆ ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ନିକଟରେ ।
Read More...

ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯୟ ପ୍ରଶମନ ମୁକାବିଲା ଓ ପରିଚାଳନା ପ୍ରସ୍ତୁତି ବୈଠକ

ନବରଙ୍ଗପୁର : ସ୍ଥାନୀୟ ମିଶନ ଶକ୍ତି ସଭା ଗୃହରେ ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ  ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପ୍ରଶମନ ଓ ପରିଚାଳନା(ବନ୍ୟା) କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ  ମାନ୍ୟବର ନବରଙ୍ଗପୁର ସାଂସଦ
Read More...