କାଗଜ କଲମରେ ସୀମିତ ଉପଖଣ୍ଡ ଚିକିତ୍ସାଳୟର ବିକାଶର ଚିତ୍ର; ମିଳୁନି ଉପଯୁକ୍ତ ଚିକିତ୍ସା, ରୋଗୀ ହନ୍ତସନ୍ତ
ଚମ୍ପୁଆ : ଆଦିଵାସୀ ଅଧ୍ୟୁଷିତ ଉପାନ୍ତ ଚମ୍ପୁଆ ଉପଖଣ୍ଡରେ ଉନ୍ନତ ସ୍ଵାସ୍ଥ୍ୟ ସେବା ଯୋଗାଇବା ଲକ୍ଷ୍ୟ ନେଇ ୧୯୧୦ ମସିହାରେ ନିର୍ମିତ ଏ ଚିକିତ୍ସାଳୟଟି ଏବେ ଅନେକ ସମସ୍ୟା ଦେଇ ଗତି କରୁଥିବା ଜଣାପଡିଛି । ଵିଭିନ୍ନ ସମୟରେ ଏ ନେଇ ଭିନ୍ନ ଭିନ୍ନ ସମ୍ବାଦପତ୍ରରେ ପ୍ରକାଶ ପାଉଥିଲେ ହେଁ!-->…
Read More...
Read More...