Browsing Category

ରାଜ୍ୟ

ବେଆଇନ ରୂପେ ଗୋ-ଚାଲାଣ କରୁଥିବା ବେଳେ ପୋଲିସର ଚଢାଉ

କରଂଜିଆ : ରବିବାର ମଧ୍ୟରାତ୍ରୀ ପ୍ରାୟ 2.30 ସମୟ ଜାତୀୟ ରାଜପଥ 49 ପାର୍ଶ୍ୱ ଖିରେଇଟାଙ୍ଗରି ନିକଟସ୍ଥ ଧାନବେଣୀ ଗ୍ରାମ ନିକଟରେ ଏକ ଗୋରୁବୋଝେଇ ଟ୍ରକକୁ ତୁରୁମୁଙ୍ଗା ଥାନା ଆରକ୍ଷୀ ନିରୀକ୍ଷକ ହରିଶଙ୍କର ନାୟକ ଜବତ କରି 3ଜଣ କୁ ଗିରଫ କରିଥିବା ବେଳେ, ଭୋର 5ଟା ସମୟରେ କରଞ୍ଜିଆ ଥାନା…
Read More...

ନବରଙ୍ଗପୁରରେ ହେବ ପ୍ରେକ୍ଷାଳୟ

*୧0 କୋଟି ଟଙ୍କା ବ୍ୟୟ ରେ ହେବ ନିର୍ମିତ ନବରଙ୍ଗପୁର : ଆଦିବାସୀ ବହୁଳ ନବରଙ୍ଗପୁର ଜ଼ିଲ୍ଲାରେ ହେବ ୧୦ କୋଟି ଟଙ୍କା ବ୍ୟୟରେ ବହୁ ପ୍ରତିକ୍ଷିତ ଆଧୁନିକ ପ୍ରେକ୍ଷାଳୟ । ନବରଙ୍ଗପୁର ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର, ନଗରପାଳ କୁନୁ ନାୟକ, ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ ଓ…
Read More...

ବିଶିଷ୍ଟ ନାଟ୍ୟକାର,ନାଟ୍ୟ ନିର୍ଦ୍ଦେଶକ ଗୈାରୀ ଶଙ୍କର ଦାସଙ୍କ ନିଧନ

କରଞ୍ଜିଆ : ବିଶିଷ୍ଟ ନାଟ୍ୟକାର,ନାଟ୍ୟ ନିର୍ଦ୍ଦେଶକ, ନାଟ୍ୟାଭିନେତା ଗୈାରୀ ଶଙ୍କର ଦାସଙ୍କ ଆଜି ସକାଳେ 75ବର୍ଷ ବୟସରେ ତାଙ୍କ ପୈତୃକ ଗୃହରେ ନିଧନ ହୋଇଛି। ସେ ବାର୍ଦ୍ଧକ୍ୟ ଜନିତ ରୋଗରେ 6 ମାସରୁ ଉର୍ଧ ସମୟ ଧରି ପୀଡିତ ଥିଲେ। ତାଙ୍କ ନିଧନରେ କଳା ଜଗତରେ ଅପୂରଣୀୟ କ୍ଷତି ଘଟିଛି। ସେ…
Read More...

ଯୁବ ଚାଷୀଙ୍କୁ ଲକ୍ଷପତି କରିଦେଲା ପଦ୍ମ ଫୁଲ

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍ ଅଁଳାବେରେଣୀ ଗାଁର ପ୍ରଶାନ୍ତ ଦାସ ପଦ୍ମପୁର ଚାଷ କରି ଲକ୍ଷପତି ହୋଇଛି । ପଦ୍ମ ଚାଷରୁ ସେ ମାସିକ ଲକ୍ଷେ ଟଙ୍କା ଆୟ କରୁଛନ୍ତି । ବିଜ୍ଞାନରେ ସ୍ନାତକ ପାସ୍ କରିବା ପରେ ସମାଜ ସେବାରେ ନିଜକୁ ନିୟୋଜିତ କରିଥିଲେ । ଆଉ ଏକ…
Read More...

ଜ଼ିଲ୍ଲା କ୍ରୀଡା ଅଧିକାରୀଙ୍କୁ ହେଲ୍ପ ଲାଇନ ସମ୍ମାନ

*ସମ୍ମାନିତ କଲେ ନବରଙ୍ଗପୁର ଜିଲ୍ଲାପାଳ *ଜିଲ୍ଲା କ୍ରୀଡ଼ା ସଙ୍ଘର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ନବରଙ୍ଗପୁର : ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଡକ୍ଟର କୋମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ କ୍ରୀଡ଼ା ସଙ୍ଘର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ…
Read More...

କଳାହାଣ୍ଡି ଅଲ ଓଡିଶା ସିଡ଼ିଲ୍ୟୁଡ଼କାଷ୍ଟ ଫେଡେରେସନର ଜରୁରୀ ବୈଠକ

ଭବାନୀପାଟଣା : ଗତ ୨୦ ତାରିଖ ଶନିବାର ଦିନ ଜାରିଙ୍ଗଠାରେ କଳାହାଣ୍ଡି ଜିଲ୍ଲାର ସମସ୍ତ ବ୍ଲକର କର୍ମକର୍ତ୍ତାଙ୍କୁ ନେଇ ଅଲ ଓଡିଶା ସିଡ଼ିଲ୍ୟୁଡ଼କାଷ୍ଟ ଫେଡେରେସନ୍, କଳାହାଣ୍ଡିର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ ବ୍ଲକର କର୍ମକର୍ତ୍ତା ମାନଙ୍କ ସହିତ ଜିଲ୍ଲା…
Read More...

୫ଟି ସଚିବଙ୍କ ବୃନ୍ଦାବାହାଲ ଗସ୍ତ

* ଅଭିଯୋଗ ଶୁଣିଲେ , ଖୁବଶୀଘ୍ର କାମ ହେବ ବୋଲି ପ୍ରତିଶ୍ରୁତି ଦେଲେ ଗୋଲାମୁଣ୍ଡା : ତିନିଦିନିଆ କଳାହାଣ୍ଡି ଗସ୍ତରେ ଆସିଛନ୍ତି ୫ଟି ସଚିବ ଭି.କେ ପାଣ୍ଡିଆନ । ଆଜି ହେଉଛି ତୃତୀୟ ଦିନ , ଏହି ଅବସରରେ ସକାଳ ୦୬:୪୦ସମୟରେ ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବୃନ୍ଦାବାହାଲ ଗ୍ରାମ ସ୍ଥିତ…
Read More...

ହାତୀ ଆକ୍ରମଣରେ ଯୁବକ ଗୁରୁତର

ଚମ୍ପୁଆ : ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ସରେଇ- ଟୁଣଟୁଣା ଜଙ୍ଗଲରେ ହାତୀ ଆକ୍ରମଣ ରେ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଆହତ ଯୁବକ ଜଣଙ୍କ ହେଲେ କାଳିକାପ୍ରସାଦ ପଞ୍ଚାୟତ କୃଷ୍ଣପୁର ଗ୍ରାମର କ୍ଷୀରୋଦ ମହାନ୍ତ । ମିଳିଥିବା ସୂଚନା ଅନୁସାରେ ଚମ୍ପୁଆ ରେଞ୍ଜ ରେ ଗତ  ଏକ ସପ୍ତାହ ଧରି…
Read More...

ଏଣିକି ଭୁବନେଶ୍ୱରକୁ ଜଗିବ ଡ୍ରୋନ

ଭୁବନେଶ୍ୱର : ରାଜଧାନୀକୁ ଜଗିବ ପୁଲିସ ଡ୍ରୋନ । ଆକାଶ ମାର୍ଗରୁ କରିବ ପାଟ୍ରୋଲିଂ । ଡ୍ରୋନ ଉଡ଼ାଇ ସନ୍ଦିଗ୍ଧଙ୍କ ଗତିବିଧି ଉପରେ ପୁଲିସ ରଖିବ ନଜର । ରାଜଧାନୀରେ ବୁଲୁଥିବା ସନ୍ଦିଗ୍ଧ ବ୍ୟକ୍ତି କିମ୍ବା ଗାଡ଼ି ଉପରେ ଆକାଶମାର୍ଗରୁ ନଜର ରଖିବାକୁ ଏଭଳି ଡ୍ରୋନ ପାଟ୍ରୋଲିଂ ଆରମ୍ଭ କରିବ…
Read More...

ଫିନାଇଲ ପ୍ରସ୍ତୁତି ନିମନ୍ତେ ଆବଶ୍ୟକୀୟ ସାମଗ୍ରୀ ବଣ୍ଟନ

ଜୋଡ଼ା : ରାଜ୍ୟ ସରକାର ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ନିମନ୍ତେ ମିଶନଶକ୍ତି ମାଧ୍ୟମରେ ଅନେକ ଗୁଡିଏ ଯୋଜନା ପ୍ରଚଳନ କରି ଆସିଛନ୍ତି । ମହିଳାମାନେ ବିଭିନ୍ନ ବ୍ୟାଙ୍କରୁ ଋଣ ଆଣି କୁଟୀର ଶିଳ୍ପ ଜରିଆରେ ବେଶ ଦୁଇପଇସା ରୋଜଗାର କରି ପରିବାର ଚଳାଇବାରେ ସକ୍ଷମ ହୋଇପାରିଛନ୍ତି ।…
Read More...