Browsing Category

ରାଜ୍ୟ

ପିଲେଟ ପ୍ଲାଣ୍ଟ ନିମନ୍ତେ ଜନ ଶୁଣାଣି ସଫଳ

ଯୋଡ଼ା : କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ତଥା ବଡ଼ବିଲ ତହସିଲ ଅନ୍ତର୍ଗତ ଟଣ୍ଚୋ ଗ୍ରାମରେ ଥିବା ନର୍ଭେରାମ ଷ୍ଟିଲ ଏଣ୍ଡ ପାୱାର ପ୍ରାଇଭେଟ ଲିମିଟେଡ଼ କମ୍ପାନୀ ଅନେକ ଦିନରୁ ଏ ଅଂଚଳରେ ଖଣିଜ ଖନନ ଓ ପରିବହନ  କରି ଆସୁଥିଲା । ଓଡିଶା ସରକାର ଭଦ୍ରାସାହି ପଂଚାୟତରେ ବିଭିନ୍ନ ଖଣି ଥିବାରୁ ଏକ…
Read More...

ଗ୍ରୀଷ୍ମକାଳୀନ ଫୁଟବଲ ପ୍ରଶିକ୍ଷଣ ଶିବିର ଉଦଯାପିତ

ଭବାନୀପାଟଣା : ସ୍ଥାନୀୟ ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟେଡ଼ିୟମ ଠାରେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଗ୍ରୀଷ୍ମକାଳୀନ ଫୁଟବଲ ପ୍ରଶିକ୍ଷଣ ଶିବିର ମଇ ୧ ରୁ ୨୨ ତାରିଖ ଯାଏଁ ଆୟୋଜିତ ହୋଇଯାଇଛି। ଏଥିରେ ୮ ରୁ ୧୨ ବର୍ଷ ବୟସର ୭୦ ଜଣ ଛାତ୍ର ଅଂଶଗ୍ରହଣ କରିଥିଲେ। ଜିଲ୍ଲା…
Read More...

ଟାଟା ଷ୍ଟିଲ ଫାଉଣ୍ଡେସନ ର ସୌର ଚାଳିତ ଆଲୁଅ ଜୀବନ ଶୈଳୀରେ ଆଣିଛି ପରିବର୍ତ୍ତନ

ଯୋଡା : କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ଅଧିନରେ ଥିବା ଛଅ ଗୋଟି ଗ୍ରାମ ପଞ୍ଚାୟତରେ ଟାଟା ଷ୍ଟିଲ ଫାଉଣ୍ଡେସନ (ଟି ଏସ ଏଫ) ତରଫରୁ ସର୍ବମୋଟ 236 ଟି ସୌର ଚାଳିତ ଆଲୋକ ସ୍ଥାପନ କରାଯାଇଛି 2022-23 ଆର୍ଥିକ ବର୍ଷରେ ସମ୍ପାଦନ କରାଯାଇଥିବା ଏହି ଆଲୋକ ବ୍ୟବସ୍ଥା ଯୋଗୁଁ ଏହି ଗ୍ରାମ ପଞ୍ଚାୟତ…
Read More...

ଓଡ଼ିଶାର ୮୯୦ଟି ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରେ ଲୋକେ ୨୦୦୦ ଟଙ୍କିଆ ନୋଟ୍ ବଦଳ କରିପାରିବେ

ଭୁବନେଶ୍ୱର : ଓଡ଼ିଶାର ୮୯୦ଟି ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରେ ଲୋକେ ୨୦୦୦ ଟଙ୍କା ନୋଟ୍ ବଦଳ କରିପାରିବେ ବୋଲି ଏସବିଆଇ ମୁଖ୍ୟ ମହାପ୍ରବନ୍ଧକ ଚନ୍ଦ୍ରଶେଖର ଶର୍ମା ସୂଚନା ଦେଇଛନ୍ତି । ସେ କହିଛନ୍ତି, ଓଡ଼ିଶା ଏସବିଆଇ ପାଖରେ ୧୨ ହଜାର କୋଟି ଟଙ୍କା ଏକ୍ସଚେଂଜ ପାଇଁ ରହିଛି । ୬୪ କରେନ୍ସି…
Read More...

ବାଗମୁଣ୍ଡାଠାରେ ଷୋହଳ ପ୍ରହରୀ ଅଖଣ୍ଡ ନାମଯଜ୍ଞ ଅନୁଷ୍ଠିତ

ଗୋଲାମୁଣ୍ଡା :  କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବାଗମୁଣ୍ଡା ଠାରେ ଷୋହଳ ପ୍ରହରୀ ଅଖଣ୍ଡ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି l ଏହି କାଯ୍ୟକ୍ରମରେ ଗତ ରବିବାର ଦିନ ଗ୍ରାମର ଶତାଧିକ ମହିଳା ଘଣ୍ଟବାଦ୍ୟ, ଶଙ୍ଖ ସଂକୀର୍ତ୍ତନ ସହ ହରିବୋଲ ହୁଳହୁଳି ଦେଇ ଏକ କଳସ ଶୋଭାଯାତ୍ରା ରେ…
Read More...

ଉପଖଣ୍ଡ ଚିକିତ୍ସାଳୟରେ ମିଳୁନି ପୋଲିଓ ଟିକା ଏବଂ କାମ କରୁନି ଲିଫ୍ଟ

ଚମ୍ପୁଆ : ୧୯୧୦ ମସିହାରେ ପ୍ରତିଷ୍ଠିତ ଉପାନ୍ତ ଅଞ୍ଚଳର ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟଟି ଅନେକ କଣ୍ଟକିତ ପଥ ଅତିକ୍ରମ କରି ଏବେ ଜିଲ୍ଲାର ଏକ ଅଗ୍ରଗଣ୍ୟ ଡାକ୍ତରଖାନା ଭାବେ ସଗର୍ବରେ ଠିଆ ହୋଇଛି । ଏହି ଡାକ୍ତରଖାନାଟି ଏବେ ସରକାରଙ୍କ ମୋ ଡାକ୍ତରଖାନା ଯୋଜନାରେ ସାମିଲ ହୋଇପାରିଛି । କିନ୍ତୁ…
Read More...

ଆଦର୍ଶ ବିଦ୍ୟାଳୟକୁ ଜିଲ୍ଲା ଖଣିଜ ପାଣ୍ଠିରୁ ବସସେବା ଯୋଗାଇ ଦେବା ନିମନ୍ତେ ଅନୁଗୋଳ ଜିଲ୍ଲାପାଳଙ୍କୁ ଦାବିପତ୍ର

ଅନୁଗୋଳ : ଶିଳ୍ପସମୃଦ୍ଧ ଅନୁଗୁଳ ଜିଲ୍ଲାରେ ଗଢ଼ି ଉଠିଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଜିଲ୍ଲା ଖଣିଜ ପାଣ୍ଠିରୁ ମାଗଣା ବସ ସେବା ଯୋଗାଇ ଦେବା ନିମନ୍ତେ ଜିଲ୍ଲାର ଆଠଗୋଟି ଆଦର୍ଶ ବିଦ୍ୟାଳୟର ପ୍ରାୟ ଦୁଇ ହଜାର ଅବିଭାବକ ମାନେ ଏକତ୍ରିତ ହୋଇ ଆଜି ଅନୁଗୁଳ ଜିଲ୍ଲାପାଳଙ୍କୁ ସମୂହ ଦାବିପତ୍ର…
Read More...

ଲୌହ ମାନବ ଗୌର

*କମାର ବୃତ୍ତିରେ ଗୌରଙ୍କ ପରିବାରର ଜୀବନ ଜୀବିକା ନବରଙ୍ଗପୁର : ନବରଙ୍ଗପୁର ଜ଼ିଲ୍ଲା ଝରୀଗାଁ ପଞ୍ଚାୟତ ସମିତି ଲୌହ ମାନବ ଗୌରଙ୍କ କାହାଣୀ l ପରିବାର ପ୍ରତିପୋଷଣ ପାଇଁ ଲୁହା ଓ ନିଆଁ ସହ ସଂଗ୍ରାମ କରି ଚାରି ପ୍ରାଣୀଙ୍କ ପେଟକୁ ଦାନା ଯୋଗାଡୁଛନ୍ତି ଗୌର ଚାନ୍ଦ ଲୋହରା (୫୫)।…
Read More...

ତିନି ଜଣଙ୍କୁ ନେଇ ରାଜ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରିତ

କ୍ୟାବିନେଟକୁ ଫେରିଲେ ବିକ୍ରମ, ସୁଦାମ, ସାରଦା ଭୁବନେଶ୍ୱର : ସମସ୍ତ କଳ୍ପନାଜଳ୍ପନାର ଅବସାନ ଘଟାଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ତାଙ୍କ ମନ୍ତ୍ରିମଣ୍ଡଳରେ ଛୋଟ ଧରଣର ସମ୍ପ୍ରସାରଣ କରିଛନ୍ତି । ୨୦୨୪ ବିଧାନସଭା ନିର୍ବାଚନ ଆଉ ମାତ୍ର କିଛି ମାସ ବାକି ଥିବାବେଳେ…
Read More...

ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିର, ୩୦୩ ମାମଲାର ଶୁଣାଣୀ

ଚମ୍ପୁଆ : ଚମ୍ପୁଆ ବ୍ଲକ ସଭାଗୃହଠାରେ ଆଜି ସୋମବାର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଆଶିଷ ଠାକୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ମୋଟ ୩୦୩ଟି ମାମଲାର ଅଭିଯୋଗ ଶୁଣି ତତକାଳ ସେହି ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରି ସମାଧାନର ବାଟ…
Read More...