Browsing Category

ରାଜ୍ୟ

କରଞ୍ଜିଆରେ ରାସ୍ତା ସମସ୍ୟା ପାଇଁ ବଦଳିଲା ପରମ୍ପରା; ପ୍ରଥମ ଥର ପାଇଁ ଲୁହାରେ ୩ ଗୋଟି ରଥ ନିର୍ମାଣ ପାଇଁ ନିଷ୍ପତି

କରଞ୍ଜିଆ : କରଂଜିଆ ସହରେ ଆବାହମାନ କାଳରୁ ଚାଲି ଆସିଥିବା ରଥଯାତ୍ରାରେ ଗତବର୍ଷ ରାସ୍ତା ସମସ୍ୟା ପାଇଁ ଅଧା ବାଟରେ ରଥଟି ଅଟକିଯାଇଥିବାରୁ ଭକ୍ତମାନେ ଉଦବେଗ ପ୍ରକାଶ କରିବାପରେ ଚଳିତ ବର୍ଷ ଗୋଟିଏ ବଦଳରେ ୩ ଗୋଟି ଲୁହାରଥ ନିର୍ମାଣ କରାଯାଉଥିବା ମନ୍ଦିର କମିଟି ପକ୍ଷରୁ ସୂଚନା ପ୍ରଦାନ…
Read More...

ବ୍ଲକ ଅଧ୍ୟକ୍ଷ ଙ୍କ ନିଆରା ପ୍ରୟାସ; ଗୋଲାମୁଣ୍ଡାରେ ପ୍ରଥମ ଥର ପାଇଁ ଘର ଘର ଚାଲ କାର୍ଯ୍ୟକ୍ରମ

ଘରେ ଘରେ ପହଞ୍ଚି ଲୋକଙ୍କ ସମସ୍ୟା ବୁଝିଲେ,ସମସ୍ୟା ସମାଧାନର ପ୍ରତିଶୃତି ଦେଲେ ଗୋଲାମୁଣ୍ଡା : ରାଜ୍ୟ ସରକାରଙ୍କ ଜନ୍ମ ରୁ ମୃତ୍ୟୁ ପର୍ଯ୍ୟନ୍ତ ଅନେକ ଯୋଜନା । ଚାଉଳ ଯୋଗାଣ ହେଉ କି ବାର୍ଦ୍ଧକ୍ୟ ଭତ୍ତା ,ପାନୀୟ ଜଳ ,ବିକଳାଙ୍ଗ ଭତ୍ତା ଏହି ଯୋଜନା କେତେ ଯେ କାର୍ଯ୍ୟକାରୀ ଓ କେଉଁ…
Read More...

ଉତ୍ପାଦନ ସତ୍ତ୍ୱେ କୋରାପୁଟ ଜିଲ୍ଲାରେ ଅଦା ଦର ଆକାଶ ଛୁଆଁ ; ଚାଷୀ ହେଉଛି ଅଭାବୀ ବିକ୍ରିର ଶିକାର

କୋରାପୁଟ : ଅଦା ଓ ଶୁଣ୍ଠି ଉତ୍ପାଦନ‌ର କୋରାପୁଟ ଜିଲ୍ଲା ରାଜ୍ୟ ସହ ବାହାର ରାଜ୍ୟରେ ପ୍ରସିଦ୍ଧି ଲାଭ କରିଛି । ଉଭୟ ଖରିଫ ଓ ରବି ଋତୁରେ କୋରାପୁଟ ଜିଲ୍ଲାର ସବୁ ବ୍ଲକରେ ଏହି ଅଦାକୁ ଚାଷ କରାଯାଇଥାଏ। ହେଲେ କୋରାପୁଟ ଜିଲ୍ଲାର ପଟାଙ୍ଗୀ, ଲକ୍ଷ୍ମୀପୁର, ନନ୍ଦପୁର, ଲମତାପୁଟ, ନାରାୟଣପାଟଣା,…
Read More...

ନୋମିରା ଗ୍ରାମରେ ଲାଭା ବିଶିଷ୍ଟ ଆଗ୍ନେୟଶିଳାର ସଂରକ୍ଷଣ ଓ ରକ୍ଷଣାବେକ୍ଷଣ ପାଇଁ ସଚେତନତା କାର୍ଯ୍ୟକ୍ରମ; ପର୍ଯ୍ୟଟନ…

ଯୋଡା : ଯୋଡା ବ୍ଲକ ଅନ୍ତର୍ଗତ ନମ୍ବିରା ଗ୍ରାମରେ ଭୂତତ୍ୱ ବିଜ୍ଞାନୀ ମାନଙ୍କ ଦ୍ୱାରା ଚିହ୍ନଟ ହୋଇଥିବା ପିଲୋଲାଭା ଉଦଗୀରଣ ସ୍ଥଳ ଏକ ଭୂ-ଐତିହ୍ୟ ସ୍ଥଳ ଭାବେ ଦେଶ ତଥା ପୃଥିବୀ ମାନଚିତ୍ରରେ ସ୍ଥାନ ପାଇବା ଏଅଞ୍ଚଳ ପାଇଁ ଅତ୍ୟନ୍ତ ଗର୍ବ ଓ ଗୌରବର ବୋଲି ଶୁକ୍ରବାର ନୋମିରା ଗ୍ରାମ ଠାରେ ଭାରତ…
Read More...

ଆମ୍ରି ହସପିଟାଲରେ ଲାଇଭ୍ ଏଣ୍ଡୋସ୍କୋପି ସର୍ଜରୀ କର୍ମଶାଳା ଲାପକନ ୨୦୨୩ ଅନୁଷ୍ଠିତ

ଭୁବନେଶ୍ୱର : ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ଗାଇନୋକୋଲୋଜିକାଲ୍ ଏଣ୍ଡୋସ୍କୋପିଷ୍ଟ୍ (ଆଇଏଜିଇ), ଓଡ଼ିଶା ଚାପ୍ଟରଆନୁକୂଲ୍ୟରେ ୨୭ ମେ ୨୦୨୩ରେ ଆମ୍ରି ହସ୍ପିଟାଲ ଭୁବନେଶ୍ୱର ପକ୍ଷରୁ ଏକ ନିଆରା ଲାଇଭ୍ ଏଣ୍ଡୋସ୍କୋପି ସର୍ଜରୀକର୍ମଶାଳା ଲାପକନ ୨୦୨୩ ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ…
Read More...

ଆଦାନି ଫାଉଣ୍ଡେସନ୍ ପକ୍ଷରୁ ଉତ୍ଥାନ ପ୍ରକଳ୍ପ ଅଧିନରେ ଗ୍ରୀଷ୍ମକାଳୀନ ଶିବିର

ଧାମରା : ଆଦାନି ଗ୍ରୂପ ଅଫ୍ କମ୍ପାନୀର ସିଏସ୍ଆର୍ ବିଭାଗ, ଆଦାନି ଫାଉଣ୍ଡେସନ ପକ୍ଷରୁ ଉତ୍ଥାନ ପ୍ରକଳ୍ପ ଅଧିନରେ ଏକ ଗ୍ରୀଷ୍ମକାଳୀନ ଶିବିର ଆୟୋଜିତ ହୋଇଯାଇଛି । ଉତ୍ଥାନ ପ୍ରକଳ୍ପ ଅଧିନରେ ପୋର୍ଟ ପାରିପାଶ୍ୱର୍ସ୍ଥ ୪୦ ଟି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ଶିବିରରେ ସକ୍ରିୟ ଅଂଶଗ୍ରହଣ…
Read More...

ସାଂସଦ ଓ ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭ ଉଦଘାଟନ

ଚନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଜୋନ-2 ରେ ବିଭିନ୍ନ ପଂଚାୟତର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଗୁଡିକୁ ଆଜି ନବରଙ୍ଗପୁର ଲୋକସଭା ସାଂସଦ ରମେଶ ଚନ୍ଦ୍ର ମାଝୀ ଓ ଝରୀଗାଁ ବିଧାୟକ ଇଂ. ପ୍ରକାଶ ଚନ୍ଦ୍ର ମାଝୀ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଗୁଡିକ ଉଦଘାଟନ ଓ ଶିଳାନ୍ୟାସ…
Read More...

ଓଡ଼ିଶା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପଦେଷ୍ଟା ପ୍ରଦୀପ ମାଝୀଙ୍କ ବ୍ଲକ୍ ଗସ୍ତ

ନବରଙ୍ଗପୁର  : ନବରଙ୍ଗପୁର ଜ଼ିଲ୍ଲା ଝରିଗାଁ ବ୍ଲକ୍ ଗସ୍ତରେ ଓଡ଼ିଶା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପଦେଷ୍ଟା ତଥା ପୂର୍ବତନ ସାଂସଦ ଶ୍ରୀ ପ୍ରଦୀପ ମାଝୀ ଆସି ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ। ଏହି ଅବସରରେ ଝରିଗାଁ ବ୍ଲକ୍ କୃଷକ ସଂଗଠନ ପକ୍ଷରୁ ବରିଷ୍ଠ କୃଷକ ନେତା ଉଦୟ ନାୟକଙ୍କ…
Read More...

ଡାକଘର କହିବ କୋଟିଆ କାହାର

କୋରାପୁଟ : ଓଡିଶା-ଆନ୍ଧ୍ରପ୍ରଦେଶ ସୀମାରେ ଥିବା କୋରାପୁଟ ଜିଲ୍ଲାର କୋଟିଆ ଅଂଚଳର ମାନଚିତ୍ର ସ୍ପଷ୍ଟ ଓ ଓଡିଶା ସରକାର ନିଜ ଦାବିକୁ ସଠିକ ଭାବେ ଉପସ୍ଥାପନ କରି ପାରିଲେ ସମଗ୍ର କୋଟିଆ ଅଂଚଳ ଓଡିଶା ସୀମା ମଧ୍ୟରେ ରହିଥିବା ସ୍ପଷ୍ଟ ଭାବେ ଉଚ୍ଚତମ ନ୍ୟାୟାଳୟରେ ମଧ୍ୟ ପ୍ରମାଣ କରିହେବ ।…
Read More...

କନ୍ଧମାଳ ଜିଲ୍ଲାରେ ଆଇସିଏଆର୍-ସିଫା ତରଫରୁ ବୈଜ୍ଞାନିକ-କୃଷକ ଭାବବିନିମୟ କାର୍ଯ୍ୟକ୍ରମ

ବଳନ୍ଦାପଡ଼ା/କନ୍ଧମାଳ: ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ମଧୁର ଜଳଜୀବ ପାଳନ ଓ ଗବେଷଣା ସଂସ୍ଥା ତରଫରୁ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅଧିନ ବଳନ୍ଦାପଡ଼ା ଗ୍ରାମରେ ମଧୁର ଜଳ ଜୀବପାଳ ସଂପର୍କରେ ଏକ କୃଷକ-ବୈଜ୍ଞାନିକ ଭାବ ବିନିମୟ କାର୍ଯ୍ୟକ୍ରମ ୨୪ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି ।…
Read More...