Browsing Category

ରାଜ୍ୟ

ଶପଥ ନେଲେ ଦୀପାଳି ଦାସ

ଭୁବନେଶ୍ୱର : ଝାରସୁଗୁଡ଼ା ବିଧାୟିକା ଭାବେ ନବନିର୍ବାଚିତା ଦୀପାଳି ଦାସ ଆଜି ଶପଥ ଗ୍ରହଣ କରିଛନ୍ତି । ବିଧାନସଭାରେ ତାଙ୍କୁ ଉପବାଚସ୍ପତି ରଜନୀକାନ୍ତ ସିଂହ ଶପଥ ପାଠ କରାଇଛନ୍ତି । ମାଆ ଓ ଭାଇଙ୍କ ସହ ବିଧାନସଭା ଆସି ଶପଥ ନେଇଛନ୍ତି ଦୀପାଳି । ଏହି ଅବସରରେ କେତେକ ମନ୍ତ୍ରୀ ଓ ବିଧାୟକ ମଧ୍ୟ
Read More...

କରଞ୍ଜିଆରେ ଆଳୁମିଶନ ଫେଲ

କରଞ୍ଜିଆ : ପଞ୍ଚପିଢ଼ ଉପଖଣ୍ଡର ସଦର ମହକୁମା ହେଉଛି କରଞ୍ଜିଆ ଏହା ପାଞ୍ଚଟି ବ୍ଲକ ଓ ଗୋଟିଏ ଏନ ଏ ସି କୁ ନେଇ ଗଠିତ । ଏହି କରଞ୍ଜିଆରେ ସରକାରୀ ଶିଳ୍ପ ନଥିବାରୁ ବେକାରୀ ସଂଖ୍ୟା ବଢିବାରେ ଲାଗିଛି ଯଦି ବା ଏଠାରେ ବେସରକାରୀ ଭାବେ ୧୧ ଟି ଶୀତଳ ଭଣ୍ଡାର ଥିଲା ସେଥିରେ କିଛି ବେକାର ଯୁବକ
Read More...

ଚମ୍ପୁଆ ସେକ୍ସନକୁ ଫେରିଲେ ୨୪ ବଣୁଆ ହାତୀ

ଚମ୍ପୁଆ : ଚମ୍ପୁଆ ରେଂଜ ଅନ୍ତର୍ଗତ ବାଲିବନ୍ଧ ସେକ୍ସନରୁ ଗତ ରାତି ୨୪ ଗୋଠିଆ ବଣୁଆ ହାତୀ ଚମ୍ପୁଆ ସେକ୍ସନକୁ ଫେରିଥିବା ବନ ବିଭାଗ ସୂତ୍ରରୁ ଜଣାଯାଇଛି । ଦୀର୍ଘ ଦିନ ବ୍ୟବଧାନରେ ଏହି ବଣୁଆ ହାତୀ ପଲ ଚମ୍ପୁଆ ସେକ୍ସନକୁ ଆସିଥିବା ବେଳେ କାଳିକାପ୍ରସାଦ ରିଜର୍ଭ ଜଙ୍ଗଲରେ ରହିଛନ୍ତି । ଭୋର
Read More...

ଟାଟା ଷ୍ଟିଲ୍ ଫାଉଣ୍ଡେସନ ତରଫରୁ ଗ୍ରାସରୁଟ ଫୁଟବଲ ଦିବସ ପାଳିତ

ଯୋଡା : ଟାଟା  ଷ୍ଟିଲ୍ ଫାଉଣ୍ଡେସନ (ଟିଏସ୍ଏଫ୍) ପକ୍ଷରୁ ଯୋଡାଠାରେ ସୋମବାର ଗ୍ରାସରୁଟ ଫୁଟବଲ ଦିବସ ପାଳିତ ହୋଇଯାଇଛି I ଗ୍ରାମୀଣ ସ୍ତରରେ 12 ବର୍ଷ ରୁ କମ୍ ପୁଅ ଏବଂ ଝିଅ ମାନଙ୍କ ମଧ୍ୟରେ ଫୁଟବଲ ଖେଳର ପ୍ରଚାର ଏବଂ ପ୍ରସାର ପାଇଁ  ଏବଂ ଏହି ଖେଳକୁ ଅଧିକରୁ ଅଧିକ ଲୋକପ୍ରିୟ କରାଇବା
Read More...

ଗୋଡ଼ କାଟି ଦେବାପରେ ଦୁର୍ବିସହ ଜୀବନ ଜିଉଁଛନ୍ତି ଧନୁର୍ଜୟ

ନବରଙ୍ଗପୁର : ନବରଙ୍ଗପୁର ଜ଼ିଲ୍ଲା ଝରୀଗାଁ ପଞ୍ଚାୟତ ସମିତି ଅନ୍ତର୍ଗତ ଏକ ପରିବାର ର ଦୁଃଖ ଭରା କାହାଣୀ l ପରିସ୍ଥିତି ଯାଯାବର କରିଦେଲା ଧନୁର୍ଜୟ ଦୁର୍ଗାଙ୍କୁ। ବଞ୍ଚିବାକୁ ରାଜ୍ୟର ବାହାରେ ଏକାଧିକ ସହରରେ ଶ୍ରମିକ ଭାବରେ ବିଭିନ୍ନ ଜାଗାରେ  ଜୀବିକା ଯୋଗାଡ କରିବାକୁ ପଡ଼ୁଥିଲା
Read More...

ଡିଏଚଏଚରୁ ଶିଶୁ ମୃତ୍ୟୁ, ଜାତୀୟ ମାନବିକ ଅଧିକାର କମିସନରେ ରୁଜୁ ହେଲା ମାମଲା

କୋରାପୁଟ : ଦୁଇଦିନ ତଳ ରାତିରେ ଗୁରୁତର ଭାବେ ଥିବା ଗୋଟିଏ ଶିଶୁକୁ ଉପଯୁକ୍ତ ଚିକିତ୍ସା ନ ମିଳିବାରୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ତାହାର ମୃତ୍ୟୁ ହୋଇଯାଇଛି। ଚିକିତ୍ସାରେ ଅବହେଳା ଯୋଗୁଁ ଶିଶୁର ମୃତ୍ୟୁ ହୋଇଥିବା ପରିବାରବର୍ଗ ଅଭିଯୋଗ ଉଠାଇଛନ୍ତି। ଏହି ଘଟଣାକୁ ନେଇ ଜାତୀୟ ମାନବିକ
Read More...

ରାସ୍ତା ସାଜିଛି ମରଣଯନ୍ତା

ସମସ୍ୟାରେ  ଵଇଁଶାପଡା ଗ୍ରାମବାସୀ ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ବେଲଗାଁ ପଂଚାୟତ ର ଏକ କ୍ଷୁଦ୍ର ଗାଁ ହେଉଛି ଵଇଁଶାପଡା |ଗାଁଟି ୪0ବର୍ଷ ପୂର୍ବେ ବସିଥିଲା ଓ ଏହି ଗ୍ରାମର ସମସ୍ତ ପରିବାର ଗୌଡ଼ ସମ୍ପ୍ରଦାୟର |ଗ୍ରାମରେ ଅଛନ୍ତି 20ରୁ ଉର୍ଦ୍ଧ ପରିବାର |ହେଲେ
Read More...

୬ ମହଲା ବିଶିଷ୍ଠ ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ

କେନ୍ଦୁଝର ଜିଲ୍ଲା : ଯୋଡ଼ା ପୌରପାଳିକା ଅନ୍ତର୍ଗତ କୁମାରଯୋଡ଼ାଠାରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଏକ ୬ ମହଲା ବିଶିଷ୍ଠ ଡାକ୍ତରଖାନା ନିର୍ମାଣ ନିମନ୍ତେ ଆଜି ଅପରାହ୍ନରେ ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତଙ୍କ କର କମଳରେ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିବା
Read More...

୫-ଟି ସଚିବଙ୍କ ଗଜପତି ଗସ୍ତର ଦ୍ଵିତୀୟ ଦିନ

ମୁଖ୍ୟମନ୍ତ୍ରୀଙ୍କ ଉତୁଙ୍ଗ ଉଦ୍ୟମ- ପାହାଡରେ ସୁଡ଼ଙ୍ଗ କରି ଦିଆଯିବ ପାଣି ; ଛେଳିଗଡ ଜଳସେଚନ ପ୍ରକଳ୍ପ ଖୁବ ଶୀଘ୍ର ଆରମ୍ଭ କରିବାକୁ ୫-ଟି ସଚିବଙ୍କ ପରାମର୍ଶ ପାରଳାଖେମୁଣ୍ଡି / ରାୟଗଡ଼ : ଗଞ୍ଜାମ ଓ ଗଜପତିର ୬୬୨୦ ହେକ୍ଟର ଜମିକୁ ମିଳିବ ପାଣି,
Read More...

ଦଶମନ୍ତପୁରରେ ବଢିବ ଆନ୍ଥ୍ରାକ୍ସ ସଂଖ୍ୟା (ଫ )

କୋରାପୁଟ : କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଲୁଲ୍ଲା ପଞ୍ଚାୟତରେ ଦିନକୁ ଦିନ ବ୍ୟାପୁଛି ଆନ୍ଥ୍ରାକ୍ସ। ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବା ଆଶା କରାଯାଉ ଥିବାବେଳେ ଆଜି ଆଞ୍ଚଳିକ ସ୍ବାସ୍ଥ୍ୟ ଅନୁସନ୍ଧାନ କେନ୍ଦ୍ର ଭୁବନେଶ୍ୱରରୁ ଆଜି ଲକ ଡାକ୍ତରୀ ଦଳ ଦଶମନ୍ତପୁର ବ୍ଲକ ଲୁଲା
Read More...