Browsing Category

ରାଜ୍ୟ

କଣିହାଁ ବ୍ଲକରେ ଗଢିଉଠିଲା ଅନୁସୂଚିତ ଜାତି ଓ ଜନଜାତି ସଂଘ

କଣିହାଁ : ସମଲ ବ୍ୟାରେଜ ସ୍ଥିତ ସରକାରୀ ଅତିଥି ଭବନଠାରେ ସତେଇଶିଟି ପଂଚାୟତର ଅନୁସୂଚିତ ଜାତି ଓ ଜନଜାତି ଲୋକମାନକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ! ଏହି ବୈଠକରେ ସଭାପତିତ୍ୱ କରିଥିଲେ ବିଜୟ କୁମାର ବେହେରା ଓ ମଞ୍ଚ ପରିଚାଳନା କରିଥିଲେ ଧନେଶ୍ୱର ନାଏକ, କଣିହାଁ ବ୍ଲକର ଅନୁସୂଚିତ
Read More...

ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ ସମ୍ପୂର୍ଣ୍ଣ କରିବା ଦିଗରେ ତତ୍ପରତା ହେବା ଜରୁରି ଶିଶୁ ବିକାଶ ଯୋଜନା ସମ୍ପର୍କିତ…

ଛତ୍ରପୁର : ଜିଲ୍ଲାରେ ରହିଥିବା ସମସ୍ତ ଅଙ୍ଗନୱାଡି କେନ୍ଦ୍ର ଗୁଡିକ ସରକାରୀ କୋଠାରେ ଚାଲିବ । ଯେଉଁ ସ୍ଥାନରେ ସରକାରୀ କୋଠା ନାହିଁ ସେହି ସବୁ ସ୍ଥାନରେ ସରକାରୀ କୋଠା ନିର୍ମାଣ କରିବା ନିମନ୍ତେ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଛି । ଏହି ସମ୍ପର୍କିତ ଏକ ସମୀକ୍ଷା ବୈଠକ ଅତିରିକ୍ତ
Read More...

ମଣିପୁରରୁ ଫେରିଲେ ୧୦ ଓଡ଼ିଆ ଛାତ୍ରଛାତ୍ରୀ

ଭୁବନେଶ୍ୱର : ମଣିପୁରର କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟରେ ପଢୁଥିବା ଦଶ ଜଣ ଓଡିଆ ଛାତ୍ରଛାତ୍ରୀମାନେ ଆଜି ସୁରକ୍ଷିତ ଭାବରେ ଭୁବନେଶ୍ୱର ପ୍ରତ୍ୟାବର୍ତନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ‘ଓଡ଼ିଶା ମୋ ପରିବାର’ ପକ୍ଷରୁ ଜାତିଗତ ହିଂସାରେ ଆକ୍ରାନ୍ତ
Read More...

ତାମିଲନାଡୁରେ ଓଡ଼ିଆ ଦାଦନର ମୃତ୍ୟୁ ଘଟଣା

* ଘରକୁ ଆସି ପାରିଲାନି ମୃତଦେହ  * ପୁଅର ଶେଷ ଦର୍ଶନ କରି ପାରିଲେନି ବାପା ଓ ମାଁ   ରାଇଘର :  ପରିବାରରେ ଆର୍ଥିକ ସ୍ଥିତି ଖରାପ ଥିବା ଯୋଗୁଁ ମୋ ପୁଅ ୭ ମାସ ପୂର୍ବେ ତାମିଲନାଡୁ କାମ କରିବାକୁ ଯାଇଥିଲା | ତେବେ ସେ ଆଉ ଫେରିବ ନାହିଁ ବୋଲି ଆମେ ଜାଣି ପାରିନଥିଲୁ l ଶେଷରେ
Read More...

ତ୍ୱରିତ ନ୍ୟାୟ ପ୍ରଦାନ କରିବ ଆଧୁନିକ ପ୍ରଯୁକ୍ତିବିଦ୍ୟା : ପ୍ରଧାନ ବିଚାରପତି

କଟକ : ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡକ୍ଟର ଡି. ୱାଇ. ଚନ୍ଦ୍ରଚୂଡ଼ କହିଛନ୍ତି ଆଧୁନିକ ସୂଚନା ଓ ପ୍ରଯୁକ୍ତିବିଦ୍ୟା ଦ୍ୱାରା ତ୍ୱରିତ ନ୍ୟାୟ ପ୍ରଦାନ କରାଯାଇପାରିବ । କଟକର ଜୁଡିସିଆଲ ଏକାଡେମୀରେ ଶନିବାରଠାରୁ ଆରମ୍ଭ ହୋଇଥିବା ଦୁଇଦିନିଆ ଜାତୀୟ କର୍ମଶାଳାକୁ ଆନୁଷ୍ଠାନିକ ଭାବେ
Read More...

ଚରାମୂଳା ସୋଲାର ପ୍ଲାଣ୍ଟରେ ଭାଲୁ ଆତଙ୍କ

ଭାଲୁ ଜୀବନ ପ୍ରତି ବିପଦ ଆଶଙ୍କା ଓ ଭୟଭୀତ ଗ୍ରାମବାସୀ ନବରଙ୍ଗପୁର  : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଦିଗି ଗ୍ରାମ ପଞ୍ଚାୟତର ଚରାମୂଳା ଗ୍ରାମରେ ଭାଲୁ ଆତଙ୍କ ଦେଖିବାକୁ ମିଳିଛି l ସୂଚନା ଅନୁଯାୟୀ ଗତ କିଛି ଦିନ ହେବ ଚରାମୂଳା ଗ୍ରାମରେ ଥିବା ୩୦୦ଏକର
Read More...

କାଗଜ କଲମରେ ସୀମିତ ଉପଖଣ୍ଡ ଚିକିତ୍ସାଳୟର ବିକାଶର ଚିତ୍ର; ମିଳୁନି ଉପଯୁକ୍ତ ଚିକିତ୍ସା, ରୋଗୀ ହନ୍ତସନ୍ତ

ଚମ୍ପୁଆ : ଆଦିଵାସୀ ଅଧ୍ୟୁଷିତ ଉପାନ୍ତ ଚମ୍ପୁଆ ଉପଖଣ୍ଡରେ ଉନ୍ନତ ସ୍ଵାସ୍ଥ୍ୟ ସେବା ଯୋଗାଇବା ଲକ୍ଷ୍ୟ ନେଇ ୧୯୧୦ ମସିହାରେ ନିର୍ମିତ ଏ ଚିକିତ୍ସାଳୟଟି ଏବେ ଅନେକ ସମସ୍ୟା ଦେଇ ଗତି କରୁଥିବା ଜଣାପଡିଛି । ଵିଭିନ୍ନ ସମୟରେ ଏ ନେଇ ଭିନ୍ନ ଭିନ୍ନ ସମ୍ବାଦପତ୍ରରେ ପ୍ରକାଶ ପାଉଥିଲେ ହେଁ
Read More...

ଗଜପତି ଜିଲ୍ଲା ସ୍ତରୀୟ ତୃତୀୟ ପ୍ରର୍ଯ୍ୟାୟରେ ୮୦ ବିଦ୍ୟାଳୟ ଲୋକାର୍ପିତ

ରାୟଗଡ଼ :  ତା.୦୪.୦୫.୨୦୨୩ ଗଜପତି ଜିଲ୍ଲାସ୍ତରୀୟ ତୃତୀୟ ପ୍ରର୍ଯ୍ୟାୟରେ ୮୦ ଗୋଟି  ''୫ ଟି '' ହାଇ ସ୍କୁଲ ଉଦଘାଟିତ ହୋଇଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଏହି ରୂପାନ୍ତରିତ ସ୍କୁଲ୍ ଗୁଡ଼ିକର ଉଦଘାଟନ କରିଛନ୍ତି। ଏହି ଅବସରରେ
Read More...

ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ପୀଠ ପାଇଁ ୧୦ କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ୱର : ଅଲଚିକି ଲିପିର ଉଦ୍ଭାବକ ଗୁରୁ ଗମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ପୀଠର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦ କୋଟି ଟଙ୍କା ମଂଜୁର କରିଛନ୍ତି । ସାନ୍ତାଳି ସମାଜ ଓ ସାନ୍ତାଳୀ ଭାଷା ଓ ସାହିତ୍ୟ ପ୍ରତି ଗୁରୁ ଗମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଅବଦାନ
Read More...

ଛତିଶଗଡ଼ର ଦୁଇଗୋଟି ଜଂଗଲ ଗ୍ରାମକୁ ଖାଲି କଲା ବନ ବିଭାଗ

* ନକ୍ସଲ ଭୟ ଗୁଜବ ରାଇଘର : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ଛତିଶଗଡ଼ ସୀମାନ୍ତରେ ଥିବା ଅନ୍ତର୍ଗତ ସୋରନାମାଲ୍ ଓ ଇଚିରାଦି ଜଂଗଲ ଗ୍ରାମର ଲୋକଙ୍କ ଉପରେ ଆଜି ସେଠାକାର ବନ ବିଭାଗ କଡ଼ା ପଦକ୍ଷେପ ଗ୍ରହଣ କରିଥିବା ଜଣାପଡିଛି |ଗତ କିଛି ଦିନ ପୂର୍ବରୁ ଉକ୍ତ ଦୁଇଗୋଟି
Read More...