Browsing Category

ରାଜ୍ୟ

ମା’ ହିଙ୍ଗୁଳାଙ୍କ ଉଭାସ୍ଥଳୀ ଚିହ୍ନଟ

କଣିହାଁ : ତାଳଚେର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିରୂପା ମା'ହିଙ୍ଗୁଳାଙ୍କ ଉଭାସ୍ଥଳୀ ରବିବାର ଦିନ ଚିହ୍ନଟ ହୋଇଛି । ଗୋପାଳପ୍ରସାଦ ସ୍ଥିତ ମା ହିଙ୍ଗୁଳାଙ୍କ ମନ୍ଦିରର ପୂର୍ବ ଦିଗରେ ପ୍ରାୟ ୪୦୦ମିଟର ଦୂରରେ ଅବସ୍ଥିତ ଅରା ବାଉଁଶ ବଣ ନିକଟରେ ମା ଅଗ୍ନିରୂପା ଆବିର୍ଭାବ ହୋଇଛନ୍ତି । ଗତକାଲି
Read More...

ଯୋଡା ସହରରେ ଶାନ୍ତି, ସଦ୍ଭାବ ର ସହ ପାଳନ ହେଲା ଶ୍ରୀରାମ ନବମୀ ଉତ୍ସବ

ଯୋଡା : କେନ୍ଦୁଝର ଜିଲ୍ଲା ଯୋଡା ସହରରେ ଶ୍ରୀରାମ ନବମୀ ଅତି ଧୁମ୍ ଧାମ ରେ ପାଳନ କରାଯାଇଛି ।ଏହି ଅବସରରେ ଯୋଡା ସ୍ଥିତ ପୋଷ୍ଟ ଅଫିସ ଛକ ନିକଟ  ହନୁମାନ ମନ୍ଦିରରୁ ଶ୍ରଦ୍ଧାଳୁମାନେ ରାମ ଝଣ୍ଡ। ନେଇ ଏକ ଶୋଭା ଯାତ୍ରା ରେ ବାହାରି ଏସ ବି ଆଇ ଛକ ନିକଟ ହନୁମାନ ମନ୍ଦିରରେ ସମବେତ ହୋଇ ଏକ
Read More...

ମେ’ ୧୦ରେ ଝାରସୁଗୁଡା ଭୋଟ

ଏପ୍ରିଲ୍ ୧୩ରୁ ପ୍ରାର୍ଥିପତ୍ର ଦାଖଲ ଏପ୍ରିଲ୍ ୨୦ରେ ଅନ୍ତିମ ଦିବସ ଏପ୍ରିଲ୍ ୨୧ରେ ପ୍ରାର୍ଥିପତ୍ର ଯାଂଚ ମେ’ ୧୩ରେ ଗଣତି ନୂଆଦିଲ୍ଲୀ : ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପରେ ଖାଲିପଡିଥିବା ଝାରସୁଗୁଡା ବିଧାନସଭା ଆସନରୁ ଆସନ୍ତା ମେ’ ୧୦ ତାରିଖ ଦିନ ଉପନିର୍ବାଚନ ହେବ । ଏନେଇ ମୁଖ୍ୟ
Read More...

ସହାୟକ ସଂପ୍ରସାରଣ କର୍ମିଙ୍କ ପ୍ରତିକ୍ଷଣ ଓ ସଚେତନତା କର୍ମଶାଳା

ଚମ୍ପୁଆ : କୃଷି ଜିଲ୍ଲା ଅଧିକାରୀ ଚମ୍ପୁଆ ସୌଜନ୍ୟରୁ ରାଜ୍ୟ ଯୋଜନା ୨୦୨୨-୨୩ ର ସହାୟକ ସଂପ୍ରସାରଣ କର୍ମିଙ୍କ ପ୍ରତିକ୍ଷଣ ଓ ସଚେତନତା କର୍ମଶାଳା କୃଷି ସୂଚନା ପରାମର୍ଶ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଛି । କୃଷିରେ ସଘନ ସଂପ୍ରସାରଣ ଅଭିଯାନ ଅନ୍ତର୍ଗତ ଏହି କର୍ମଶାଳାରେ ମୁଖ୍ୟ ଅତିଥି
Read More...

କଳାହାଣ୍ଡିରୁ ୨୩୯ ଜଣ ବଳିଷ୍ଠ ନାଗରିକ ତୀର୍ଥ ଯାତ୍ରୀଙ୍କ ଭେଲୋର, ତିରୁପତି ଓ ଶ୍ରୀ କଳହସ୍ତୀକୁ ଯାତ୍ରା

ଭବାନୀପାଟଣା : ସ୍ଥାନୀୟ ରେଡକ୍ରସ କଲ୍ୟାଣମଣ୍ଡପ ଠାରେ ୨୭ ତାରିଖ ଅପରାହ୍ନ ୨.୩୦ମି ସମୟରେ କଳାହାଣ୍ଡି ଜିଲ୍ଲାର ୨୩୯ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ୬ ଟି ବସ  ରାୟଗଡା ରେଳ ଷ୍ଟେସନ ଅଭିମୁଖେ ଯାତ୍ରା କରିଛି । ଜିଲ୍ଲାପାଳ ପି ଅନ୍ବେଷା ରେଡ୍ଡୀ ସବୁଜ ପତାକା ଦେଖାଇ ବରିଷ୍ଠ ନାଗରିକମାନଙ୍କ
Read More...

ମଦନପୁରକୁ ବ୍ଲକ୍ ଘୋଷଣା ଦାବି, ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାର ମଦନପୁରରାମପୁର ବ୍ଲକ ଅନ୍ତର୍ଗତ ମଦନପୁର କୁ ନୂତନ ବ୍ଲକ୍ ଘୋଷଣା ଦାବିରେ ଭବାନୀପାଟଣାରେ  ଏକ  ଶୋଭାଯାତ୍ରା ସହ ଜିଲାପାଳଙ୍କୁ ଦାବୀପତ୍ର ପ୍ରଦାନ ପ୍ରଦାନ କରାଯାଇଛି ।  ମଦନପୁର ଅଞ୍ଚଳ ରୁ ଶତାଧିକ ମହିଳା ପୁରୁଷ, ସ୍ଥାନୀୟ ଲୋକ ପ୍ରତିନିଧି
Read More...

ଓଡ଼ିଶା ସୀମାନ୍ତରେ ପୁଣି ପଶିଲେ ହାତୀପଲ

* ଭୟଭୀତ ଚିଡେଇପାଣି ଗ୍ରାମବାସୀ * ଧର୍ମଘଟରେ ବନ୍ୟଜନ୍ତୁ ସୁରକ୍ଷା ଦଳ ଓ ପାରାଗାର୍ଡ  ରାଇଘର : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସୀମାନ୍ତ ଅଂଚଳରେ ପୁଣି ଥରେ ହାତୀପଲର ପ୍ରବେଶ ହୋଇଥିବା ଜଣାପଡିଛି l ଏହି ଅବସରରେ ଗତକାଲି ପ୍ରାୟ ୧୦ ରୁ ୧୨ ଗୋଟି ହାତୀର ଏକ ଦଳ ସୀମାନ୍ତ ଗ୍ରାମ
Read More...

ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଓ ଔଷଧ ବଣ୍ଟନ

ଯୋଡ଼ା : କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ମଣ୍ଡଳରେ ଖଣି କମ୍ପାନୀ ମାନେ ଖଣି ପରିସରରେ ରହୁଥିବା ଲୋକମାନଙ୍କ ସ୍ୱାସ୍ଥ୍ୟ ପ୍ରତି ବେଶ ଯତ୍ନବାନ ଥିବା ଦେଖିବାକୁ ମିଳୁଛି । କେତେବେଳେ କମ୍ପାନୀର ଡାକ୍ତର ମାନେ ଘର ଘର ବୁଲି ଔଷଧ ବଣ୍ଟନ କରୁଛନ୍ତି ତ କେତେବେଳେ ବିଭିନ୍ନ ସ୍ଥାନରେ ଲୋକମାନଙ୍କର
Read More...

ବନାଗ୍ନି ରୋକିବାପାଇଁ ଟାଟାଷ୍ଟିଲର ସଚେତନତା କାର୍ଯ୍ୟକ୍ରମ

ଯୋଡ଼ା : ଟାଟାଷ୍ଟିଲ୍ ଲିମିଟେଡ ଦ୍ୱାରା ପରିଚାଳିତ ଯୋଡା ୱେଷ୍ଟ ଏବଂ ବାମେବାରି ଆଇରନ ଓ ମାଙ୍ଗାନିଜ ଖଣି ପକ୍ଷରୁ ପାର୍ଶ୍ଵବର୍ତ୍ତୀ ଗ୍ରାମଗୁଡିକରେ ନିକଟରେ ଏକ ଜଙ୍ଗଲ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏଥିରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଅଶୋକ କୁମାର ଦାସ, ସହକାରୀ
Read More...

ଆଇପିଏଲରେ ଓଡ଼ିଆ ଆଙ୍କର ଲୋରିଆ ମହାନ୍ତି

କଟକ : ଆଇପିଏଲ୍ ସିଜନ୍-୧୬ରେ ଓଡ଼ିଆ ଆଙ୍କର ଭାବେ ନଜର ଆସିବେ କଟକର ଲୋରିଆ ମହାନ୍ତି । ଚଳିତବର୍ଷ ପ୍ରଥମଥର ପାଇଁ ଓଡ଼ିଆରେ ପ୍ରସାରିତ ହେବ ଆଇପିଏଲ୍ । ପ୍ୟାନେଲରେ ବି ରହିବେ ଓଡ଼ିଆ ଅତିଥି । ମ୍ୟାଚ୍ ପୂର୍ବରୁ ଓଡ଼ିଆ ଡିବେଟ୍ ପ୍ୟାନେଲ ‘ମ୍ୟାଚ୍ ସେଣ୍ଟର ଲାଇଭ୍ ଅଧଘଣ୍ଟାଏର
Read More...