Browsing Category

ରାଜ୍ୟ

କେନ୍ଦ୍ର ଯୋଗାଣ ମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ

ଭୁବନେଶ୍ୱର: ରାଜ୍ୟକୁ ବକେୟା ଖାଦ୍ୟ ସବସିଡି ପ୍ରଦାନ କରିବା, ବଳକା ଚାଉଳ କ୍ରୟ କରିବା ଏବଂ ଅଖା ଅଭାବ ଦୂର କରିବାକୁ ବିଜେଡି ଦାବି କରିଛି । ବିଜେଡି ସାଂସଦମାନେ ମଙ୍ଗଳବାର କେନ୍ଦ୍ର ଖାଦ୍ୟ ଓ ଉପଭୋକ୍ତା ବ୍ୟାପାର ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । କେନ୍ଦ୍ର
Read More...

କଳିଙ୍ଗ ଷ୍ଟୁଡିଓ ପୁନଃଉଦ୍ଧାର ଲାଗି ଟେଣ୍ଡର ଆହ୍ୱାନ

ଭୁବନେଶ୍ୱର: ଇପିସି ମୋଡରେ ଭୁବନେଶ୍ୱରରେ ଥିବା ‘କଳିଙ୍ଗ ଷ୍ଟୁଡିଓ’ର ପୁର୍ନବାର ଉନ୍ନତିମୂଳକ କାର୍ଯ୍ୟ ଆରମ୍ଭ ହେବ । ଏଥିପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି । ୧୫ ମାସ ଭିତରେ ଏହି ଉନ୍ନତିମୂଳକ କାମ ଶେଷ କରିବାକୁ ସମୟ ଧାର୍ଯ୍ୟ କରାଯାଇଛି । ଏଥିପାଇଁ ୧୨୦ କୋଟି ଟଙ୍କାର ବ୍ୟୟ ଅଟକଳ
Read More...

ନନ୍ଦନକାନନରେ ଭାରତୀୟ ସିଂହ ବଂଶ ବୃଦ୍ଧି ଆଶା ଉଜ୍ଜଳ

ନନ୍ଦନକାନନ୍: ବହୁ ଦିନର ଅପେକ୍ଷା ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଭାରତୀୟ ସିଂହ ବଂଶ ବୃଦ୍ଧିର ଶୁଭ ସଂଙ୍କେତ ମିଳିଛି । ଆଉ କିଛି ଦିନ ମଧ୍ୟରେ ସିଂହୀ ‘ବିଜିଲ ’ ମା’ ହେବାକୁ ଯାଉଛି । ଏଥିପାଇଁ ନନ୍ଦନକାନନ କର୍ତ୍ତୃପକ୍ଷ ସଜାଗ ଅଛନ୍ତି । ସିଂହୀ ଶାବକ ଜନ୍ମ କରିବା ପାଇଁ ତାର
Read More...

ସକ୍ରିୟ ରାଜନୀତିକୁ ଫେରିବେ ଦ୍ରୌପଦୀ ମୁର୍ମୁ!

ବାରିପଦା: ‘ଦଳ ଚାହିଁଲେ ମୁଁ ସାଂସଦ ଭାବେ ଲଢ଼ିବା ପାଇଁ ପ୍ରସ୍ତୁତ ଅଛି’ । ନିକଟରେ ଝାଡ଼ଖଣ୍ଡ ରାଜ୍ୟପାଳ ପଦରୁ ଅବ୍ୟାହତି ନେବାପରେ ମୟୂରଭଞ୍ଜ ପ୍ରତ୍ୟାବର୍ତ୍ତନ କରିଥିବା ଦ୍ରୌପଦୀ ମୁର୍ମୁ ଏକ ସାକ୍ଷାତକାରରେ ‘କନକ ନ୍ୟୁଜ୍’କୁ ଏହା କହିଛନ୍ତି । ଯେତେବେଳେ ମୟୂରଭଞ୍ଜରେ ରାଜନେତିକ ପତିଆରା
Read More...

କଟକର ଏସସିବି ମେଡିକାଲର ସଂପ୍ରସାରଣ, ତାଳଦଣ୍ଡା କେନାଲ ଏବଂ ନେତାଜୀ ବସ୍ ଟର୍ମିନାଲ୍ କାମର ସମୀକ୍ଷା କଲେ ୫-ଟି ସଚିବ

କଟକ: ଆଜି ସକାଳେ କଟକ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାମର ସମୀକ୍ଷା କରିଛନ୍ତି ୫-ଟି ସଚିବ ଭି.କେ ପାଣ୍ଡିଆନ୍ । ଆଜି କଟକର ଏସସିବି ମେଡିକାଲର ସଂପ୍ରସାରଣ, ତାଳଦଣ୍ଡା କେନାଲ ଏବଂ ନେତାଜୀ ବସ୍ ଟର୍ମିନାଲ ସାଇଟ ଗସ୍ତ କରି ଏହାର କାମର ସମୀକ୍ଷା କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ
Read More...

ଡିଜିଙ୍କ ଉପସ୍ଥିତିରେ ୩ମାଓବାଦୀଙ୍କ ଆତ୍ମ ସର୍ମପଣ

କୋରାପୁଟ: ପୋଲିସ୍ ମହାନିର୍ଦେଶକ ଶ୍ରୀ ଅଭୟଙ୍କ ଉପସ୍ଥିତିରେ ଆଜି ୩ଜଣ କୁଖ୍ୟାତ ମାଓବାଦୀ ଆତ୍ମସର୍ମପଣ କରିଛନ୍ତି । ସମ୍ପ୍ରତି ଡିଜି ଶ୍ରୀ ଅଭୟ କୋରାପୁଟ ଓ ମାଲକାନଗିରି ଜିଲ୍ଳା ଗସ୍ତରେ ଅଛନ୍ତି । କୁଖ୍ୟାତ ମାଓବାଦୀ ତଥା ବୈପାରୁଗୁଡା ଏରିଆ କମିଟିର ସଦସ୍ୟା ତାଲସେ ହୁ୍ୟକା ଆଜି
Read More...

ବିନା ନିର୍ବାହୀ ଅଧିକାରୀରେ ଚାଲିଛି ଭୁବନ ଏନ୍ଏସି

ଭୁବନ: ଗତ ୨୦୨୦ ଅକ୍ଟୋବର ମାସ ୨୫ ତାରିଖ ଦିନ ଭୁବନ ଏନଏସି ନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ବରାଳ ହୃଦଘାତରେ ପରଲୋକ ଗମନ କରିବାର ଇତି ମଧ୍ୟରେ ୯ ମାସ ବିତିଯାଇଥିଲେ ମଧ୍ୟ ଅଦ୍ୟାବଧି କାହାକୁ ନିଯୁକ୍ତି ଦିଆଯାଇନାହିଁ । ତହସିଲଦାର ପ୍ରଭାସ କୁମାର ବେହୁରା ନିର୍ବାହୀ ଅଧିକାରୀ
Read More...

୨୬ରେ ଖୋଲିବ ଦଶମ ଓ ଦ୍ୱାଦଶ

ଭୁବନେଶ୍ୱର: ପୁର୍ବାହ୍ନ ୧୦ଟାରୁ ୧.୩୦ ପର୍ଯ୍ୟନ୍ତ ପାଠପଢ଼ା ଅଗଷ୍ଟ ୧୬ ପରେ ନବମ ଖୋଲିବା ନିଷ୍ପତି ସେପ୍ଟେମ୍ବର ୧୫ରେ ଖୋଲିବ ଏକାଦଶ ୩୧ ତାରିଖ ସୁଦ୍ଧା +୨ ରେଜଲ୍ଟ ମାଟ୍ରିକ ପରୀକ୍ଷା ପାଇଁ ଫର୍ମପୁରଣ କରିଛନ୍ତି ମାତ୍ର ୦.୪% ପିଲା
Read More...

ଏଣିକି ୧୦ ଦିନ ମଧ୍ୟରେ ମିଳିବ ଆବାସ ପ୍ରମାଣପତ୍ର

ଭୁବନେଶ୍ୱର: ରାଜ୍ୟରେ ଏଣିକି ସର୍ବାଧିକ ୧୦ ଦିନ ମଧ୍ୟରେ ଜନସାଧାରଣଙ୍କୁ ଆବାସ ପ୍ରମାଣ ପତ୍ର ମିଳିବ । ପୂର୍ବଭଳି ଆଉ ଦିନ ଦିନ ଧରି ଏଥିପାଇଁ ଅପେକ୍ଷା କରିବାକୁ ପଡିବ ନାହିଁ । ଜନସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ଅତ୍ୟାବଶ୍ୟକ ସରକାରୀ ସେବା ପାଇଁ ସମୟ ସୀମା
Read More...

ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଗଡିବ ବସ୍

ଭୁବନେଶ୍ୱର: କରୋନା କଟକଣାକୁ କୋହଳ କରି ରାଜ୍ୟ ସରକାର ରାଜ୍ୟରେ ବସ୍ ଚଳାଚଳକୁ ଅନୁମତି ଦେଇଥିଲେ ମଧ୍ୟ ଆଜି ୧୦ଟି ଜିଲ୍ଲାରେ ବସ୍ ଚଳାଚଳ କରିନଥିବା ଜଣାଯାଇଛି । ମନ୍ତ୍ରୀଙ୍କ ସହ ଆଲୋଚନା ପରେ ବସ୍ ଚାଲିବ ବୋଲି ଘରୋଇ ବସ୍ ମାଳିକ୍ ସଂଘର ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି । ସୂଚନା
Read More...