ଏମ୍ସରେ ୧୫ ସୁଦ୍ଧା କାର୍ଯ୍ୟକ୍ଷମ ହେବ ଏକମୋ ମେସିନ୍
ଭୁବନେଶ୍ୱର: ଏମ୍ସରେ ସ୍ଥାପନ ପାଇଁ ପ୍ରଥମ ଏକମୋ ମେସିନ୍ ଆସି ପହଞ୍ଚିଛି । ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍କୁ ପ୍ରଶିକ୍ଷଣ ଦିଆଯାଇଛି । ଏହି ମେସିନ୍ ଆସିବା ଦ୍ୱାରା ଓଡ଼ିଶାରୁ ଗୁରୁତର ରୋଗୀଙ୍କୁ ଏୟାରଲିଫ୍ଟ ଯୋଗେ ରାଜ୍ୟ ବାହାରକୁ ଯିବାକୁ ପଡ଼ିବ ନାହିଁ ।!-->…
Read More...
Read More...