Browsing Category

ରାଜ୍ୟ

ଅର୍ଜୁନ ପୁରସ୍କାର ପାଇଁ ବୀରେନ୍ଦ୍ର ଲାକ୍ରାଙ୍କ ନାମ ସୁପାରିଶ

ଭୁବନେଶ୍ୱର: ଜାତୀୟ କ୍ରୀଡା ପୁରସ୍କାର ପାଇଁ ରାଜ୍ୟ କ୍ରୀଡା ବିଭାଗର ସୁପରିସ । ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ‘ରାଜୀବ ଗାନ୍ଧୀ ଖେଳରତ୍ନ’ ପାଇଁ ଦୌଡରାଣୀ ଦୂତୀ ଚାନ୍ଦଙ୍କ ନାଁ ସୁପାରିସ୍ କରିଛନ୍ତି ରାଜ୍ୟ ସରକାର । ଏହାସହ ପୁରୁଷ ହକି ଦଳର ଷ୍ଟାର୍ ଡିଫେଣ୍ଡର ବୀରେନ୍ଦ୍ର
Read More...

ଦିନକରେ ୨୬୪୦ କୋଭିଡ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତକାଲି ଦୈନିକ କରୋନା ସଂକ୍ରମଣରେ ହ୍ରାସ ପରିଲକ୍ଷିତ ହୋଇଛି । ୨୪ ଘଂଟା ମଧ୍ୟରେ ୨୬୪୦ ଜଣ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରେ ସଂଗରୋଧରୁ ୧୫୧୭ ଓ ସ୍ଥାନୀୟ ସଂକ୍ରମିତ ୧୧୨୩ ଜଣ ରହିଛନ୍ତି । ଅନୁଗୁଳ ଜିଲ୍ଲାରୁ ୮୯ ଜଣ ନୂଆ ସଂକ୍ରମିତ
Read More...

କଣ୍ଠଶିଳ୍ପୀ ଶକ୍ତି ମିଶ୍ର ଆଇସିୟୁରେ

ଢ଼େଙ୍କାନାଳ: ନିଜ କଣ୍ଠର ଯାଦୁଗରୀରେ ଅଗଣିତ ଫ୍ୟାନ୍ ସୃଷ୍ଟି କରିଥିବା କଣ୍ଠଶିଳ୍ପୀ ଶକ୍ତି ମିଶ୍ର ଅସୁସ୍ଥ ହୋଇ ପଡିଛନ୍ତି । ଲିଭର ଶିରୋସିସ ସହିତ ହାର୍ଟ ଓ କିଡନୀ ଜନିତ ସମସ୍ୟାରେ ପୀଡ଼ିତ ହୋଇ ରବିବାର ଠାରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତି ହୋଇଛନ୍ତି ଶକ୍ତି ମିଶ୍ର । ତାଙ୍କୁ
Read More...

୮ଟି ଜିଲ୍ଲାରେ ଲାଗୁ ହେଲା ଗହଣାରେ ହଲ୍‌ମାର୍କିଂ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ପକ୍ଷରୁ ଲାଗୁ ହୋଇଥିବା ବାଧ୍ୟତାମୂଳକ ହଲ୍‌ମାର୍କିଂକୁ ରାଜ୍ୟର ୮ଟି ଜିଲ୍ଳାରେ ଲାଗୁ କରାଯାଇଛି । ଏହି ଜିଲ୍ଲାଗୁଡିକ ହେଲା ବାଲେଶ୍ୱର, ଭଦ୍ରକ, କଟକ, ଗଂଜାମ, ଯାଜପୁର, ଖୋର୍ଦ୍ଧା, ମୟୂରଭଂଜ ଓ ସମ୍ବଲପୁର । ଏହି ଜିଲ୍ଲାର ଅଳଙ୍କାର ଦୋକାନୀମାନେ କେବଳ
Read More...

ଜୁଲାଇ ୫ରୁ ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା ଫର୍ମ ଫିଲଅପ୍‌: ମାଧ୍ୟମିକ ଶିକ୍ଷା ପରିଷଦ

କଟକ: ମାଟ୍ରିକ ମୂଲ୍ୟାୟନରେ ହୋଇଛି କି ତ୍ରୁଟି? ଏଥିନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଉତର ରଖିଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ଓ ଉପସଭାପତି । ସେମାନେ କହିଛନ୍ତି ଯେ, ଶ୍ରେଣୀଗୃହ ପାଠପଢ଼ା ହୋଇ ନଥିବାରୁ ସେଥିପ୍ରତି ଧ୍ୟାନ ଦେଇ ପାଠ୍ୟକ୍ରମ କମା ଯାଇଥିଲା । ଶହେ ଦିନର ପାଠପଢ଼ା
Read More...

ଛାତ୍ରଙ୍କୁ ବାଟବଣା କରୁଛି ବ୍ରାଉନସୁଗାର

ଭୁବନେଶ୍ୱର: ରାଜଧାନୀର ଖଣ୍ଡଗିରି ଅଞ୍ଚଳର ଯୁବକ ମାନସ(ଛଦ୍ମନାମ) । ବାପା, ମାଙ୍କର ଏକମାତ୍ର ପୁଅ । ଆଶା ଥିଲା, ପୁଅ ଇଞ୍ଜିନୟର ହେବ । ଯୁକ୍ତ ଦୁଇ ପରେ ନାମୀ ଇଞ୍ଜିନିୟରିଂ କଲେଜରେ ଆଡମିସନ ମଧ୍ୟ ହୋଇଥିଲା । କିନ୍ତୁ ଧୀରେ ଧୀରେ କୁସଙ୍ଗରେ ପଡ଼ି ବ୍ରାଉନସୁଗାର ଖାଇବା ଆରମ୍ଭ କରିଥିଲା ।
Read More...

ରାଜ୍ୟରେ ଥମୁନି ମୃତ୍ୟୁ : ସଂକ୍ରମଣ ୩ହଜାର ଉପରେ ସ୍ଥିର

ଭୁବନେଶ୍ୱର: ରାଜ୍ୟରେ ମହାମାରୀ କରୋନାର ଦ୍ୱିତୀୟ ଲହର ସଂକମଣରେ ମୃତ୍ୟୁ ସଂଖ୍ୟା ଥମୁନଥିବା ବେଳେ ଦୈନିକ ସଂକ୍ରମଣ ୩ହଜାର ଉପରେ ସ୍ଥିର ରହିଛି । ଆଜି ଦିନକରେ ୪୩ଜଣଙ୍କ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିଲା ବେଳେ ୩୩୧୯ କରୋନା ସଂକ୍ରମିତ ହୋଇଛନ୍ତି । ରାଜ୍ୟରେ କରୋନାଜନିତ
Read More...

୧୦ କୋଟି ଜିଏସ୍‌ଟି ଫାଙ୍କି ବ୍ୟବସାୟୀ ଗିରଫ

ଭୁବନେଶ୍ୱର : ୭ଟି ନକଲି ଫାର୍ମ କରି ବର୍ଷ ବର୍ଷ ଧରି ୧୦ କୋଟି ଟଙ୍କାରୀ ଜିଏସ୍‌ଟି ଠକେଇ କରିଥିବା ଅଭିଯୋଗରେ ଆଇରନ୍ ସ୍କ୍ରାପ୍ ବ୍ୟବସାୟୀ ସ୍ମୃତିରଞ୍ଜନ ସାହୁଙ୍କୁ ପୋଲିସ୍ ଗିରଫ କରିଛି । ଭୁବନେଶ୍ୱର ବାପୁଜିନଗରସ୍ଥିତ ଘରୁ ଜିଏସଟି ଅଧିକାରୀ ପୁଲିସ୍ ସହାୟତାରେ ତାଙ୍କୁ ଗିରଫ
Read More...

ଯୁକ୍ତ-୨ରେ ବଢିବ ସିଟ୍‌

ଭୁବନେଶ୍ୱର : ରାଜ୍ୟରେ ଯୁକ୍ତ-୨ ପ୍ରଥମ ବର୍ଷରେ ନାମ ଲେଖାଇବା ପାଇଁ କଲେଜ୍ ଗୁଡିକରେ କୌଣସି ସମସ୍ୟା ଉପୁଜିବ ନାହିଁ ଆବଶ୍ୟକ ହେଲେ କଲେଜ୍ ଆଧାରରେ ଆସନ (ସିଟ୍‌) ସଂଖା ବୃଦ୍ଧି କରାଯିବ ବୋଲି ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ବଡ଼ ବଡ଼
Read More...

ରାଜ୍ୟରେ ଟିକା ଅଭାବ ଆଶଙ୍କା କେନ୍ଦ୍ରକୁ ଚିଠି ଲେଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ନୂତନ ଟିକା ନୀତି ଅନୁଯାୟୀ ଗତ ୨୧ ତାରିଖ ଠାରୁ ରାଜ୍ୟରେ କରୋନା ଟିକାକରଣ ଅଭିଯାନ ଜୋରଦାର ଚାଲିଥିବା ବେଳେ ଏବେ ଆସନ୍ତା ଦିନେ ୨ଦିନ ମଧ୍ୟରେ କେନ୍ଦ୍ର ସରକାର ଟିକା ନଦେଲେ ରାଜ୍ୟରେ ପୁଣି ଟିକା ଅଭାବ ପଡିବା ଆଶଙ୍କା ସୃଷ୍ଟି ହୋଇଛି । ରାଜ୍ୟକୁ ଜୁନ୍ ମାସ
Read More...