Browsing Category

ରାଜ୍ୟ

ସେପ୍ଟେମ୍ବରରେ ବିଧାନସଭା ଅଧିବେଶନ

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ମାସରେ ବିଧାନସଭାର ମୌସୁମୀ ଅଧିବେଶନ ଅନୁଷ୍ଠିତ ହେବ ବୋଲି ବାଚସ୍ପତି ଶ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଆଜି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଅଧିବେଶନର ୧୪ ଦିନ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ କରାଯିବ । ତେବେ ଅଧିବେଶନରେ ୨ଡୋଜ୍ ଟିକା ନେଇଥିବା…
Read More...

ଛାତ ଉପରୁ ରଥଯାତ୍ରା ଦେଖିବା ମନା

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ମହାମାରୀ କରୋନା ଯୋଗୁଁ ଗତବର୍ଷ ପରି ଚଳିତ ବର୍ଷ ବିନା ଭକ୍ତରେ ଅନୁଷ୍ଠିତ ହେଉଥିବା ବେଳେ ପୁରୀ ବାସୀ ଛାତ ଉପରୁ ରଥଯାତ୍ରା ଦେଖି ପାରିବେ ନାହିଁ ବୋଲି ଆଜି ଜିଲ୍ଲାପାଳ ସମର୍ଥ ବର୍ମା ଏହି ସୁଚନା ଦେଇଛନ୍ତି । ସେ…
Read More...

ଏମ୍ସରେ ୧୫ ସୁଦ୍ଧା କାର୍ଯ୍ୟକ୍ଷମ ହେବ ଏକମୋ ମେସିନ୍

ଭୁବନେଶ୍ୱର: ଏମ୍ସରେ ସ୍ଥାପନ ପାଇଁ ପ୍ରଥମ ଏକମୋ ମେସିନ୍ ଆସି ପହଞ୍ଚିଛି । ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌କୁ ପ୍ରଶିକ୍ଷଣ ଦିଆଯାଇଛି । ଏହି ମେସିନ୍ ଆସିବା ଦ୍ୱାରା ଓଡ଼ିଶାରୁ ଗୁରୁତର ରୋଗୀଙ୍କୁ ଏୟାରଲିଫ୍ଟ ଯୋଗେ ରାଜ୍ୟ ବାହାରକୁ ଯିବାକୁ ପଡ଼ିବ ନାହିଁ ।…
Read More...

୫୦ % କର୍ମଚାରୀଙ୍କୁ ନେଇ ଚାଲିବ ସରକାରୀ ଅଫିସ

ଭୁବନେଶ୍ୱର : ରାଜ୍ୟରେ ପଞ୍ଚମ ପର୍ଯ୍ୟାୟ ଲକ୍‌ଡାଉନ୍ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ସରକାରୀ କାର୍ଯ୍ୟାଳୟଗୁଡ଼ିକ ପୂର୍ବବତ୍‌? ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବାକୁ ଆଦେଶନାମା ଜାରି ହୋଇଛି । ଯେଉଁ କର୍ମଚାରୀମାନେ ଦ୍ୱିତୀୟ ଡୋଜ୍ ଟିକା ନେଇ ସାରିଛନ୍ତି, ସେମାନେ ଅଫିସ…
Read More...

ଶ୍ରୀମନ୍ଦିରରେ ୨୨ ସୁଦ୍ଧା ଲାଗିବ ୪ ରୁପା ଦ୍ୱାର

ପୁରୀ : ଶ୍ରୀମନ୍ଦିରର ୮ଟି ଦ୍ୱାରରେ ଲାଗିବ ରୁପା ଚାଦର । ଏଥିପାଇଁ ମୁମ୍ବାଇରୁ ଆସିଥିବା କାଠ କାରିଗରମାନେ ସ୍ୱତନ୍ତ୍ର ବର୍ମା ଟିକ୍‌ରେ ନୀଳାଦ୍ରି ଭକ୍ତ ନିବାସରେ ଗୁପ୍ତ ଭାବେ ଏହି ନିର୍ମାଣ କାର୍ଯ୍ୟ ଜାରି ରହିଛି । ଇତିମଧ୍ୟରେ ଶ୍ରୀମନ୍ଦିରର ଚାରି ପ୍ରମୁଖ ଦ୍ୱାରରୁ ୩ ଦ୍ୱାରର କାମ ଶେଷ…
Read More...

ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ନେଇ ସଚେତନତା

ଭୁବନେଶ୍ୱର: ଫସଲବୀମା ସପ୍ତାହ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାର ପ୍ରଚାର ଓ ପ୍ରସାର ଏବଂ ଚାଷୀମାନଙ୍କ ମଧ୍ୟରେ ଜନସଚେତନତା ବୃଦ୍ଧି ନିମନ୍ତେ ଫସଲବୀମା ଯୋଜନା ପ୍ରଚାର ଗାଡ଼ିକୁ ଆଜି କୃଷି ଭବନଠାରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା…
Read More...

ପହଞ୍ଚିଲା ୯ଲକ୍ଷ କୋଭିସିଲ୍ଡ ଟିକା

ଭୁବନେଶ୍ୱର: ରାଜ୍ୟରେ ଟିକାକରଣ ପାଇଁ ଆଜି ୯ଲକ୍ଷ ୪୩ହଜାର୯୩୦ ଡୋଜ୍ କୋଭାସିଲ୍ଡ ଟିକା ପହଞ୍ଚିଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଯୋଗ୍ୟଯେ, ରାଜ୍ୟରେ ଟିକାର ଅଭାବ ଯୋଗୁଁ ଗତ କିଛି ଦିନ ଧରି ୧୭ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିଛି ।
Read More...

ରାଜଧାନୀ ସହ ବହୁ ସହରରେ ଶତକ ଛୁଇଁଲା ପେଟ୍ରୋଲ

ଭୁବନେଶ୍ୱର: ପେଟ୍ରୋଲର ଦୈନଦିନ ମୂଲ୍ୟ ବୃଦ୍ଧି ଯୋଗୁଁ ରାଜଧାନୀ ଭୁବନେଶ୍ୱର ରାଜ୍ୟର ବହୁ ସ୍ଥାନରେ ପେଟ୍ରୋଲ୍ ଲିଟର ପିଛା ମୂଲ୍ୟ ୧୦୦ ଟଙ୍କା ଟପିଥିଲା ବେଳେ ଡିଜେଲ୍ ଶତକ ମୁହାଁ ହୋଇଛି । କାଲିମେଳାରେ ପେଟ୍ରୋଲ ଲିଟର ସର୍ବାଧିକ ୧୦୬ଟ. ଟପିଥିଲା ବେେଳେ ନବରଙ୍ଗପୁରରେ ଲି. ପିଛା ମୂଲ୍ୟ…
Read More...

ଖୋର୍ଦ୍ଧାକୁ ଟପିଲା କଟକ

ଭୁବନେଶ୍ୱର: ମହାମାରୀ କରୋନାରେ ଦ୍ୱିତୀୟ ଲହର ସଂକ୍ରମଣ ରାଜ୍ୟରେ ହ୍ରାସ ପାଇଥିଲା ବେଳେ ମୃତ୍ୟୁ ସଂଖ୍ୟା ଥମୁନାହିଁ । ଆଜି ଗୋଟିଏ ଦିନରେ ରାଜ୍ୟରେ ୪୬ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ରାଜ୍ୟରେ ୩,୨୨୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୯…
Read More...

୭୦% ସିଲାବସ୍‌ରୁ ହେବ ମାଟ୍ରିକ୍ ପରୀକ୍ଷା

ଭୁବନେଶ୍ୱର: ମାଟ୍ରିକ୍ ମୁଲ୍ୟାୟନ୍‌ରେ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀମାନେ ଆସନ୍ତା ଜୁଇାଇ ୩୦ ତାରିଖରୁ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଦେବା କୁ ଉଚ୍ଚମାଧ୍ୟମିକ ଶିକ୍ଷା ବୋର୍ଡ କାର୍ଯ୍ୟସୂଚୀ ଘୋଷଣା କରିଥିଲା ବେଳେ ଛାତ୍ରଛାତ୍ରୀମାନେ ୭୦ ପ୍ରତିଶତ ସିଲାବସ୍‌ରୁ ଅଫ୍ ଲାଇନ୍‌ରେ…
Read More...