Browsing Category

ରାଜ୍ୟ

ରାଜ୍ୟରେ ପୁଣି ବଢିଲା ସଂକ୍ରମଣ ୪୬ ମୃତ, ୩୪୫୬ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨ଦିନ ଧରି ମହାମାରୀ କରୋନା ଭୂତାଣୁ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଥିଲା ବେଳେ ଆଜି ପୁଣି ଉପର ମୁହାଁ ହୋଇଛି । ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୩ହଜାରକୁ ଟପିଥିଲା ବେଳେ ୪୬ଜଣ ଆକ୍ରାନ୍ତ ମୃତ୍ୟୁ ବରଣ କରିଛନ୍ତି । ସରକାରୀ ସୁତ୍ରରୁ ମିଳିଥିବା ରିପୋର୍ଟ
Read More...

ନକଲି ଔଷଧ ମାମଲାରେ ୩ଗିରଫ

କଟକ : ମହାମାରି କରୋନା କାଳରେ ବହୁ ଚର୍ଚ୍ଚିତ ନକଲି ଔଷଧ କାରବାର ମାମଲାରେ କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍ ଆଜି ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିିରଫଙ୍କ ମଧ୍ୟରେ ମେଡିଲ୍‌ଏଡ୍ ମେଡିକେମେଣ୍ଟ ପ୍ରାଇଭେଟ୍ ଲିମିଟେର୍ଡ ନିର୍ଦ୍ଦେଶକ ତଥା କମ୍ପାନୀର ମାଲିକ ଶିବ ଜେନାଙ୍କ ପତ୍ନୀ
Read More...

କୂଳ ଲଂଘିଲା ସମୁଦ୍ର

ପୁରୀ: ପୁରୀ ବେଳାଭୂମିରେ କୂଳ ଲଂଘିଛି ଅଶାନ୍ତ ସମୁଦ୍ର । ଆଜି ଅପରାହ୍ଣରେ ସମୁଦ୍ର ଲହଡ଼ି ବିସ୍ତୃତ ଅଞ୍ଚଳରେ ବେଳାମାର୍ଗକୁ ଧୋଇନେଇଛି । ଲାଇଟ୍ ହାଉସ୍‌ଠାରୁ ମଙ୍ଗଳା ମୁହାଣ ପର୍ଯ୍ୟନ୍ତ ୩ ରୁ ସାଢ଼େ ୩ ଫୁଟ ଗଭୀରତାରେ ଗର୍ତ୍ତମାନ ସୃଷ୍ଟିହୋଇଛି । ଲଘୁଚାପଜନିତ ବର୍ଷା ଯୋଗୁ ଆଜି ପୁରୀ
Read More...

କେବଳ ପୁରୀରେ ହେବ ରଥଯାତ୍ରା

ଭୁବନେଶ୍ୱର: ଚଳିତ ବର୍ଷ କେବଳ ପୁରୀରେ ରଥଯାତ୍ରା ହେବ । ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହୋଇପାରିବ ନାହିଁ । ରାଜ୍ୟ ସରକାରଙ୍କ ଏ ସଂକ୍ରାନ୍ତୀୟ ନିଷ୍ପତ୍ତିରେ ଓଡିଶା ହାଇକୋର୍ଟ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି । କେନ୍ଦ୍ରାପଡା ଓ ଭଟଲୀରେ ରଥଯାତ୍ରା ପାଇଁ ଅନୁମତି ଦେବାକୁ
Read More...

ଶ୍ରୀକ୍ଷେତ୍ରରେ ସ୍ନାନ ପୂର୍ଣ୍ଣମା ଆଜି: ୧୪୪ ଧାରା ଜାରି

ଭୁବନେଶ୍ୱର: ପବିତ୍ର ଦେବସ୍ନାନ ପୂର୍ଣ୍ଣମା ଅବସରରେ ଶ୍ରୀକ୍ଷେତ୍ରର ବିଭିନ୍ନ ସ୍ଥାନରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି । କରୋନା ମହାମାରୀକୁ ଦୃଷ୍ଟିରେ ରଖି ଜନ ସମାଗମକୁ ବାରଣ କରିବା ଉଦ୍ଦେଶ୍ୟରେ ପ୍ରଶାସନ ପକ୍ଷରୁ ଏହି କଟକଣା ଜାରି କରାଯାଇଛି । ଏହି କଟକଣା ଆସନ୍ତା ୨୩
Read More...

କୁନି ପିଲାଙ୍କ ମୁହଁରେ ହସ ଫୁଟାଇଲା ରଜ ମଉଜ

ଭୁବନେଶ୍ୱର: କରୋନା କାଳରେ ଦେଶରେ ଚାରିଆଡ଼େ ଅଭାବ ଓ ଅସୁବିଧାର ବାତାବରଣ । ଭଲ ମଣିଷଟିଏ ଯେଉଁଠି ହନ୍ତସନ୍ତ ହେଉଛି । ଗରିବଟିଏକୁ ଅବା କିଏ ପଚାରେ । କିନ୍ତୁ ଏବେ ବି କିଛି ମଣିଷଙ୍କ ପାଖରେ ମାନବିକତା ବଂଚି ରହିଛି । ଏପରି କିଛି ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରରେ । ଯେଉଁଠି ଅନେକ
Read More...

ଶାଢୀ ବାନ୍ଧରେ ‘ମା’କୁ ନେଇ ରାଜେଶ ଏବେ ଚର୍ଚ୍ଚାରେ

ସୁବର୍ଣ୍ଣପୁର: ସୁକ୍ଷ୍ମ ସୁତାର କାରିଗରିକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାଏ ସୁବର୍ଣ୍ଣପୁର । ଦେଶରେ ବିଭିନ୍ନ ପ୍ରାନ୍ତରେ ସୁବର୍ଣ୍ଣପୁରର ବାନ୍ଧ କଳା ବେଶ ଆଦୃତ ହୋଇଛି । ସବୁବେଳେ କିଛି ନୁଆ କରି ଦେଖାଇବା କାରିଗରଙ୍କ ନିଶା । ଏହି ଳକ୍ଷ ନେଇ ସେମାନେ ପ୍ରସ୍ତୁତ କରିଛନ୍ତି ସ୍ୱତନ୍ତ୍ର
Read More...

୭ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଲଘୁଚାନ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି । ଆସନ୍ତା ୨୪ ଘଂଟା ମଧ୍ୟରେ ୭ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ନେଇ ସତର୍କ ସୂଚନା ଜାରି କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ୭ଟି ଜିଲ୍ଲା ଏହା ଯାଜପୁର, କେନ୍ଦ୍ରପଡା, ଜଗତସିଂହପୁର, କେନ୍ଦୁଝର, କଟକ, ମୟୂରଭଞ୍ଜ
Read More...

ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ: ଟିକା ନନେଲେ ଦୋକାନ ଖୋଲିବା ମନା

ବ୍ରହ୍ମପୁର: ଜିଲ୍ଲାରେ ଟିକାକରଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଗଞ୍ଜାମ ଜିଲ୍ଳାପାଳ ଏକ ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି । ତାଲାବନ୍ଦ କଟକଣା ମଧ୍ୟରେ ଯେତିକି ବ୍ୟବସାୟ ପ୍ରତିଷ୍ଠାନ ଖୋଲୁଛି, ସେମାନଙ୍କ ପାଇଁ ଟିକା ନେବା ବାଧ୍ୟତାମୂଳକ କରାଯାଇଛି । ଟିକା ନନେଲେ ଦୋକାନ ଖୋଲିବାକୁ
Read More...

ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଆଜି

ଭୁବନେଶ୍ୱର: ରାଜ୍ୟର ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଆସନ୍ତା କାଲି ଦିନ ୧୧ଟା ବେଳେ ଅନୁଷ୍ଟିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ଅଧ୍ୟକ୍ଷତା କରିବେ । ଭର୍ଚ୍ଚୁଆଲି ଏହି ବୈଠକ ହେବାକୁ ଯାଉଥିଲା ବେଳେ ମୁଖ୍ୟମନ୍ତ୍ରୀ ନବୀନ ନିବାସରେ ରହି ବୈଠକରେ ଭାଗ ନେବେ ଏବଂ ଅନ୍ୟ ୧୪
Read More...