Browsing Category

ରାଜ୍ୟ

ନିର୍ଭୟର ସଫଳ ପରୀକ୍ଷା

ଚାନ୍ଦିପୁର: ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ନଂ ଲଞ୍ଚପ୍ୟାଡରୁ ଆଜି ୧୦ଟା ୪୩ ମିନିଟରେ ଦୂରଗାମୀ ସବସୋନିକ କ୍ରୁଜ ମିସାଇଲ ନିର୍ଭୟର ସଫଳ ପରୀକ୍ଷଣ ହୋଇଛି । ନିର୍ଭୟର ଲକ୍ଷ୍ୟଭେଦ କ୍ଷମତା ୧୫୦୦ କିଲୋମିଟର । ଏଥିରେ ୨୦୦ କିଲୋଗ୍ରାମ ପର୍ଯ୍ୟନ୍ତ ଆଣବିକ ଯୁଦ୍ଧାସ୍ତ୍ର…
Read More...

ଓମ୍ଫେଡ ଦୁଗ୍ଧ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଗୋଖାଦ୍ୟ ଖର୍ଚ୍ଚ ପାଇଁ ମିଳିବ ୬୦୦୦ ଟଙ୍କା

୍‍ ଉପକୃତ ହେବେ ୧ ଲକ୍ଷ ୨୦ ହଜାର ଚାଷୀ ୍‍ ବ୍ୟୟ ହେବ ୧୧କୋଟି ଟଙ୍କା ୍‍ ଦୁଗ୍ଧ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା ଭୁବନେଶ୍ୱର: ଓମଫେଡ ଦୁଗ୍ଧ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଗୋଖାଦ୍ୟ ଖର୍ଚ୍ଚ ବାବଦରେ ୬୦୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା…
Read More...

ସ୍ନାନଯାତ୍ରା ଆଜି : ଛେରାପହଁରା କରିବେନି ଗଜପତି

ପୁରୀ: କରୋନା କଟକଣା ମଧ୍ୟରେ ଆସନ୍ତା କାଲି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମହାସ୍ନାନ ଯାତ୍ରା ଅନୁଷ୍ଠିତ ହେବ । ଏଥିଲାଗି ପୁରିରେ ଆଜି ରାତି ୧୦ଟାରୁ ୧୪୪ଧାରା ଜାରୀ କରାଯାଇଛି । ଅନ୍ୟପକ୍ଷରେ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ସ୍ନାନ ଯାତ୍ରାରେ ମହାପ୍ରଭୁଙ୍କର ଛେରାପହଁରା କରିବେ…
Read More...

ଠକେଇର ନୂଆ ତରିକା : ଗ୍ରାହକଙ୍କୁ ଶୋଷୁଛି ଟାଟା ପାୱାର

ଭଦ୍ରକ: ଟାଟା ପାୱାର ଦାୟିତ୍ୱ ନେଉ ନେଉ ଗ୍ରାହକଙ୍କୁ ଶୋଷଣ କରିବା ଆରମ୍ଭ କଲାଣି । ତେବେ ନୂଆ ତରିକାରେ ସଂପୃକ୍ତ କଂପାନୀ ଠକିବା ଆରମ୍ଭ କରିଥିବାବେଳେ ଏହାକୁ ନେଇ ଗ୍ରାହକ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଅନୁସନ୍ଧାନରୁ ଜଣାପଡିଛି, ଗତ ମାଇ ମାସ ମିଟର ରିଡର ବିଲ୍ କରିଥିଲେ । ଠିକ୍…
Read More...

କମ୍ପାନୀ ଠାରୁ ସିଧା ଟିକା କିଣିବେ ଘରୋଇ ହସ୍ପିଟାଲ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ପରିବର୍ତିତ ଟିକାକରଣ ନୀତି ଲାଗୁ ହେବା ପରେ ଘରୋଇ ହସ୍ପିଟାଲ ଗୁଡିକ ସର୍ଭିସ ଚାର୍ଜ ନେଇ ଦେଉଥିବା ଟିକାକୁ ବନ୍ଦ କରି ଦିଆଯାଇଛି । ଘରୋଇ ହସ୍ପିଟାଲ ଗୁଡିକ ଚାହିଁଲେ ଆଜି ଠୁ ସିଧାସଳଖ ଭ୍ୟାକ୍ସିନ ପ୍ରସ୍ତୁତକାରୀ କମ୍ପାନୀ ଠୁ ଟିକା କିଣି ଦେଇପାରିବେ ।…
Read More...

ଶ୍ରୀଲିଙ୍ଗରାଜ ମନ୍ଦିରରେ ମାଳମାଳ ସମସ୍ୟା , ସିଂହଦ୍ୱାର କବାଟକୁ ଶିକୁଳି ସାହା

ଭୁବନେଶ୍ୱର : ମାଳମାଳ ସମସ୍ୟାରେ ଛନ୍ଦି ହୋଇ ରହିଛି ଶ୍ରୀଲିଙ୍ଗରାଜ ମନ୍ଦିର । ରକ୍ଷଣାବେକ୍ଷଣ ଦିଗରେ କେନ୍ଦ୍ର ପ୍ରତ୍ନତତ୍ତ୍ୱ ବିଭାଗର(ଏଏସ୍‌ଆଇ) ଅବହେଳା ମନ୍ଦିରର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଛି । ସେହିଭଳି ରାଜ୍ୟ ସରକାରଙ୍କ ଏକାମ୍ର ବିକାଶ ଯୋଜନା ମନ୍ଦିରର ବାହ୍ୟ ପରିସରର…
Read More...

ଭୁବନେଶ୍ୱରରେ ସର୍ବାଧିକ ବର୍ଷା ରେକର୍ଡ

ଭୁବନେଶ୍ୱର: ଉତର ପୂର୍ବ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣି ବଳୟ ଏବଂ ମୌସୁମୀ ପ୍ରବାହରେ ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ଗତକାଲି ଠାରୁ ପ୍ରବଳ ବର୍ଷା ଲାଗିରହିଥିଲା ବେଳେ ରାଜଧାନୀ ଭୁବନେଶ୍ୱରରେ ଦେଶରେ ସର୍ବାଧିକ ବର୍ଷା ରେକର୍ଡ ହୋଇଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ…
Read More...

ରାଜ୍ୟରେ ପୁଣି ବଢିଲା ସଂକ୍ରମଣ ୪୬ ମୃତ, ୩୪୫୬ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨ଦିନ ଧରି ମହାମାରୀ କରୋନା ଭୂତାଣୁ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଥିଲା ବେଳେ ଆଜି ପୁଣି ଉପର ମୁହାଁ ହୋଇଛି । ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୩ହଜାରକୁ ଟପିଥିଲା ବେଳେ ୪୬ଜଣ ଆକ୍ରାନ୍ତ ମୃତ୍ୟୁ ବରଣ କରିଛନ୍ତି । ସରକାରୀ ସୁତ୍ରରୁ ମିଳିଥିବା ରିପୋର୍ଟ…
Read More...

ନକଲି ଔଷଧ ମାମଲାରେ ୩ଗିରଫ

କଟକ : ମହାମାରି କରୋନା କାଳରେ ବହୁ ଚର୍ଚ୍ଚିତ ନକଲି ଔଷଧ କାରବାର ମାମଲାରେ କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍ ଆଜି ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିିରଫଙ୍କ ମଧ୍ୟରେ ମେଡିଲ୍‌ଏଡ୍ ମେଡିକେମେଣ୍ଟ ପ୍ରାଇଭେଟ୍ ଲିମିଟେର୍ଡ ନିର୍ଦ୍ଦେଶକ ତଥା କମ୍ପାନୀର ମାଲିକ ଶିବ ଜେନାଙ୍କ ପତ୍ନୀ…
Read More...

କୂଳ ଲଂଘିଲା ସମୁଦ୍ର

ପୁରୀ: ପୁରୀ ବେଳାଭୂମିରେ କୂଳ ଲଂଘିଛି ଅଶାନ୍ତ ସମୁଦ୍ର । ଆଜି ଅପରାହ୍ଣରେ ସମୁଦ୍ର ଲହଡ଼ି ବିସ୍ତୃତ ଅଞ୍ଚଳରେ ବେଳାମାର୍ଗକୁ ଧୋଇନେଇଛି । ଲାଇଟ୍ ହାଉସ୍‌ଠାରୁ ମଙ୍ଗଳା ମୁହାଣ ପର୍ଯ୍ୟନ୍ତ ୩ ରୁ ସାଢ଼େ ୩ ଫୁଟ ଗଭୀରତାରେ ଗର୍ତ୍ତମାନ ସୃଷ୍ଟିହୋଇଛି । ଲଘୁଚାପଜନିତ ବର୍ଷା ଯୋଗୁ ଆଜି ପୁରୀ…
Read More...