Browsing Category

ରାଜ୍ୟ

କଳାହାଣ୍ଡିରେ ତରଳ ଅକ୍ସିଜେନ ପ୍ଲାଣ୍ଟର ଭିତ୍ତପ୍ରସ୍ତର

ଭବାନୀପାଟଣା - କଳାହାଣ୍ଡି ସମେତ ସାରା ରାଜ୍ୟରେ କୋରନା ମହାମାରୀ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଥିବାବେଳେ ଦ୍ୱିତୀୟ ଲହର ଥମିବାପରେ ସମ୍ଭାବ୍ୟ ତ୍ରୃତୀୟ ଲହର କୁ ନେଇ ସମସ୍ତ ଙ୍କୁ ଚିନ୍ତାଘାରିଛି ।ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ବର୍ତ୍ତମାନ ଠାରୁ ପ୍ରସ୍ତୁତ ଅଛନ୍ତି । ପ୍ରସ୍ତୁତି…
Read More...

ଅନାଥ ଶିଶୁଙ୍କ ଉପରେ ପଡିଲା ପ୍ରଶାସନ୍‌ର ଦୃଷ୍ଟି

କେନ୍ଦୁଝର: କେନ୍ଦୁଝର ସଦର ବ୍ଲକର କାଉଁରିକଳା ଗ୍ରାମର ଦୁଇ ପିତୃମାତୃହୀନ ଶିଶୁଙ୍କ ଉପରେ ପ୍ରଶାସନର କୃପା ଦୃଷ୍ଟି ପଡିଥିବାର ଲକ୍ଷ୍ୟ କରାଯାଇଛି । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଏବଂ ଶିଶୁ ମଙ୍ଗଳ ସମିତିର ସଦସ୍ୟା ଉକ୍ତ ଦୁଇ ପିଲାଙ୍କ ନିକଟରେ ପହଂଚି ସେମାନଙ୍କ ଭଲ ମନ୍ଦ ବୁଝିବା ସହ…
Read More...

ସୀମାନ୍ତରେ ୪ମାଓବାଦୀ ଗିରଫ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନା ରାଜ୍ୟ ଚେରଲା ପୋଲିସ ଓ ୧୪୧ବାଟାଲିଆନ ର ସିଆରପିଏଫ ଯବାନ ଆଜି ମିଳିତ କୁମିଙ୍ଗ ଅପେରସନ ବାହାରିଥିଲେ!ଏହି ସମୟରେ ବାଟିନାପାଲ୍ଲୀ - ରାମଚନ୍ଦ୍ରପୁରମ୍ ଗ୍ରାମ ମଧ୍ୟରେ ଥିବା ଏକ ଜଙ୍ଗଲ ଅଂଚଳରୁ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା ଚାରି…
Read More...

ପାଇକ ବିଦ୍ରୋହ ହିଁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ

ଭୁବନେଶ୍ୱର: ୧୮୧୭ ମସିହା ପାଇକ ବିଦ୍ରୋହ ହିଁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ବହୁ ବିଶିଷ୍ଟ ବକ୍ତା ମତବ୍ୟକ୍ତ କରିଛନ୍ତି । ଭୁବନେଶ୍ୱରସ୍ଥିତ ପତ୍ରସୂଚନା କାର୍ଯ୍ୟାଳୟ ଓ ଆଂଚଳିକ ଜନସମ୍ପର୍କ ବ୍ୟୁରୋ ପକ୍ଷରୁ ମିଳିତଭାବେ ଆୟୋଜିତ ୱେବିନାରରେ ଯୋଗଦେଇ ବକ୍ତାଗଣ ଏହା କହିଛନ୍ତି ।…
Read More...

ଭୁବନେଶ୍ୱରକୁ ୨ଟି ସ୍ମାର୍ଟ ସିଟି ପୁରସ୍କାର

ଭୁବନେଶ୍ୱର: ମନ୍ଦିରମାଳିନୀ ସହର ତଥା ଦେଶର ପ୍ରମୁଖ ସ୍ମାର୍ଟ ସିଟି ଭୁବନେଶ୍ୱର ଏଥର ମଧ୍ୟ ଇଣ୍ଡିଆ ସ୍ମାର୍ଟ ସିଟି ଆୱାର୍ଡସ କଣ୍ଟେଷ୍ଟ (ଆଇଏଏସ୍‌ସି)ରେ ଦୁଇଟି ପୁରସ୍କାର ହାସଲ କରିଛି । ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌(ବିଏସ୍‌ସିଏଲ୍‌)ର ଦୁଇଟି ପ୍ରମୁଖ ପ୍ରକଳ୍ପ ଯଥା, ସାମାଜିକ…
Read More...

ବ୍ରହ୍ମପୁରରେ ପେଟ୍ରୋଲ ୧୦୦

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ପ୍ରଥମ ଥର ପାଇଁ ପେଟ୍ରୋଲ୍ ଲିଟର ଦର ୧୦୦ ଟଙ୍କା ଛୁଇଁଛି । ଆଜି ପେଟ୍ରୋଲ୍‌ର ଲିଟର ଦର ସହରରେ ୧୦୦ଟଙ୍କା ୩୧ ପଇସା ରହିଛି । ସେହିଭଳି ଡିଜେଲ୍ ଦର ଲିଟର ରହିଛି ୯୭.୯୯ ଟଙ୍କା । ବ୍ରହ୍ମପୁର ସହରରେ ପୂର୍ବରୁ କେବେ ପେଟ୍ରୋଲ୍ ଲିଟର ଦର ୧୦୦ ଟଙ୍କା ଛୁଇଁ ନ…
Read More...

ମହିଳାଙ୍କୁ ହତ୍ୟା : ଶିଶୁ ପୁତ୍ର ଗୁରୁତର

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ମହାକାଳପଡ଼ା କଣ୍ଡରାପାଟିଆ ଜମ୍ବୁ ମୁଖ୍ୟ ରାସ୍ତାରେ ଆଜି ଜଣେ ମହିଳାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ମୃତ ମହିଳାଙ୍କ ନିକଟରେ ଗୁରୁତର ଅବସ୍ଥାରେ ଗୋଟିଏ ୪ବର୍ଷର ଶିଶୁ ପୁତ୍ରକୁ ମଧ୍ୟ ଉଦ୍ଧାର କରାଯାଇଛି । ସ୍ଥାନୀୟ ଲୋକ ଦେଖିବା ପରେ ଶିଶୁକୁ ଉଦ୍ଧାର…
Read More...

ରାଜ୍ୟରେ ପୁଣି ଉପରମୁହାଁ କରୋନା

ଭୁବନେଶ୍ୱର: ମହାମାରୀ କରୋନାର ଦ୍ୱିତୀୟ ଲହର ସଂକ୍ରମଣର ମୁକାବିଲା ପାଇଁ ରାଜ୍ୟରେ ବଳବତର ଥିବା ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ର ଅବଧି ଆଉ ମାତ୍ର ୪ଦିନ ବାକିଥିବା ବେଳେ କରୋନା ସଂକ୍ରମଣ ଓ ମୃତକଙ୍କ ସଂଖ୍ୟା ପୁଣି ଉପରମୁହାଁ ହୋଇଛି । ଉଲ୍ଲେଖ ଯୋଗ୍ୟ ଯେ, ଗତ ମେ’ ମାସରେ ଦୈନିକ ସଂକ୍ରମଣ…
Read More...

ବେଆଇନ ଚିଙ୍ଗୁଡି ଘେରି : ଜବରଦଖଲକାରୀଙ୍କ ବିରୋଧରେ ମାମଲା ପାଇଁ ନିର୍ଦ୍ଦେଶ

କଟକ: ବେଆଇନ ଭାବେ ତିଆରି କରାଯାଇଥିବା ଚୁଙ୍ଗୁଡି ଘେରି େଉଛଦ ସମ୍ପକିର୍ତ ଜନସ୍ୱାର୍ଥ ମାମଲାରେ ଆଜି ହାଇକୋର୍ଟ ଜବରଦଖଲକାରୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ରାଜ୍ୟ ସରକାରଙ୍କୁ ନିଦ୍ଦେର୍ଶ ଦେଇଛନ୍ତି । ହାଇକୋର୍ଟ ଏହି ମାମଲାରେ କେତେ ବେଆଇନ ଚୁଙ୍ଗୁଡି ଘେରି ଉଛେଦ କରାଯାଇଛି ସେ…
Read More...

ଅମିତ କଲେଜ ଛାତ୍ରୀଙ୍କ ସର୍ପାଘାତରେ ମୃତ୍ୟୁ

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ଅମିତ କଲେଜର ସାମ୍ବାଦିକତା ବିଭାଗ ପ୍ରଥମ ବର୍ଷର ଛାତ୍ରୀ ସୁମିତ୍ରା ଚଉଁରୀଙ୍କର ଆଜି ସର୍ପାଘାତରେ ମୃତ୍ୟୁ ହୋଇ ଯାଇଛି । କୋଭିଡ଼ କଟକଣା ଯୋଗୁଁ ଛାତ୍ରୀ ନିବାସ ଛାଡି ନିଜ ଘର ପିପିଲି ବ୍ଲକର ଥନଥନା ଗ୍ରାମକୁ ଫେରି ଆସିଥିଲେ । ସେଠାରେ ଏକ ବିଷାକ୍ତ ସାପ…
Read More...