କଟକରେ ‘ଏକୋମ’ ଚିକିତ୍ସା ଅଗଷ୍ଟ ୧୫ରୁ
ଭୁବନେଶ୍ୱର : ‘ଏକୋମ’ ଚିକିତ୍ସା ପାଇଁ ଏଣିକି ରାଜ୍ୟ ବାହାରକୁ ଯିବାକୁ ପଡିବ ନାହିଁ । ସରକାରୀ ଡାକ୍ତରଖାନାରେ ମିଳିବ ‘ଏକୋମ’ ଚିକିତ୍ସା । ଏନେଇ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । କଟକ ବଡ଼ ଡାକ୍ତରଖାନା( ଏସସିବି )ରେ ୯ଟି ଏକୋମ ଯନ୍ତ୍ର ଲାଗିବ ବୋଲି!-->…