ରାଜ୍ୟରେ ୨୦‘ବ୍ଲାକ ଫଙ୍ଗସ୍’ ରୋଗୀଙ୍କ ମୃତ୍ୟୁ
ଭୁବନେଶ୍ୱର: କରୋନା ମୃତ୍ୟୁ ସହ ରାଜ୍ୟରେ ‘ବ୍ଲାକ ଫଙ୍ଗସ’ ରୋଗୀଙ୍କ ସଂଖ୍ୟା ବଢୁଥିବା ବେଲେ ବର୍ତମାନ ସୁଦ୍ଧା ୨୦ଜଣ ରୋଗୀଙ୍କର ମୃତ୍ୟୁ ଘଟିଥିବା କୁହାଯାଇଛି । ମେ ୧୦ରେ ରାଜ୍ୟରେ ପ୍ରଥମ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହେବାଠାରୁ ଆଜି ସୁଦ୍ଧା ମୋଟ ୧୨୯ ଜଣ ରୋଗୀ ବ୍ଲାକ ଫଙ୍ଗସରେ ସଂକ୍ରମିତ!-->…