କୋଭାକ୍ସିନ ୩ୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣ ଫଳାଫଳ
ନୂଆଦିଲ୍ଲୀ: ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭିଡ ଟିକା କୋଭାକ୍ସିନର ୩ୟ ପର୍ଯ୍ୟାୟ ପରୀକ୍ଷଣ ଫଳାଫଳ ସର୍ବସମ୍ମୁଖକୁ ଆସିଛି । ସେଥିବରୁ କୋଭିକ୍ସିନ କୋଭିଡ-୧୯ ମହାମାରୀ ବିରୁଦ୍ଧରେ ଅତୁଳନୀୟ ନିରାପତା ସୁନିଶ୍ଚିତ କରୁଥିବା ଜଣାଯାଇଛି । ଗୁରୁତର କୋଭିଡ-୧୯ ସଂକ୍ରମଣ କ୍ଷେତ୍ରରେ ଏହା!-->…