ଜମ୍ମୁସ୍ଥିତ ବାୟୁସେନା ବିମାନବନ୍ଦରରେ ବିିସ୍ଫୋରଣ

ଜମ୍ମୁ: ଜାମ୍ମୁ ସ୍ଥିତ ଭାରତୀୟ ବାୟୁସେନା ପରିଚାଳିତ ‘ସତୱାରି ବାୟୁସେନା ଷ୍ଟେସନ୍‌’ରେ ଆଜି ଭୋର ସମୟରେ ଦୁଇଟି ବିସ୍ଫୋରଣ ଘଟିଛି । ୫ ମିନିଟ ଅନ୍ତରରେ ଘଟିଥିବା ଏହି ବିସ୍ଫୋରଣରେ କେହି ଆହତ ହୋଇନାହାନ୍ତି । ଡ୍ରୋନ ସହାୟତାରେ ଏହି ବିସ୍ଫୋରଣ ଘଟାଯାଇଥିବା ଜଣାପଡିଛି । ଏହା ପଛରେ

ଭୁବନେଶ୍ୱରରେ ୯୯ ଟପିଲା ପେଟ୍ରୋଲ

ଭୁବନେଶ୍ୱର: ରାଜ୍ୟଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ମୂଲ୍ୟ ଆଜି ୯୯ଟଙ୍କା ଟପିଛି । ଦେଶରେ ପେଟ୍ରୋଲ ଲିଟର ପିଛା ୩୫ ପଇସା ଓ ଡିଜେଲ ଲିଟର ପିଛା ୨୬ ପଇସା ଆଜି ବୃଦ୍ଧି ପାଇଛି ।ଫଳରେ ଭୁବନେଶ୍ୱରରେ ଆଜି ପେଟ୍ରୋଲ ଲିଟର ପିଛା ରେକର୍ଡ ସ୍ତର ଟ.୯୯.୨୪ ରେ ପହଞ୍ଚିଛି । ଆସନ୍ତା ଦିନେ

୧୨ରୁ ୧୮ ବର୍ଷଙ୍କୁ ମିଳିବ ଟିକା

ନୂଆଦିଲ୍ଲୀ: ମହାମରୀ କରୋନାର ମୁକାବିଲା ପାଇଁ ଦେଶରେ ୧୮ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତ ନାଗରିକଙ୍କୁ ଟିକାକରଣ ଅଭିଯାନ ଜାରୀ ରହିଥିଲା ବେଳେ ଖୁବ୍ ଶୀଘ୍ର ୧୨ରୁ ୧୮ବର୍ଷଙ୍କୁ ମିଳିିବ ଟିକା । ଏନେଇ ଔଷଧୀୟ କମ୍ପାନୀ ଜାଇଡସ କାଡିଲା ପକ୍ଷରୁ ୧୨ରୁ ୧୮ ବର୍ଷ ପୟସର ପିଲାଙ୍କ ପାଇଁ ପ୍ରସ୍ତୁତ

ରାଜ୍ୟରେ ୯ ଲକ୍ଷ ଡେଇଁଲା ସଂକ୍ରମଣ

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୩୪୦୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ଅତିକ୍ରମ କରିଯାଇଛି । ଅବଶ୍ୟ ସେମାନଙ୍କ ମଧ୍ୟରୁ ୮ ଲକ୍ଷ ୬୩ ହଜାରରୁ ଅଧିକ ଜଣ ସୁସ୍ଥ ହୋଇସାରିଛନ୍ତି । ସେହିଭଳି ରାଜ୍ୟରେ ଆଉ

ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତିଙ୍କୁ ହତ୍ୟା

ବ୍ରଜରାଜନଗର: ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡ. ଧ୍ରୁବରାଜ ନାଏକଙ୍କୁ ଜଣେ ଦୁର୍ବୁତ ଆଜି ସ୍ପଷ୍ଟ ଦିବାଲୋକରେ ଟାଙ୍ଗିଆରେ ହାଣି ହତ୍ୟା କରିଛି । ମୃତ୍ୟୁ ବେଳକୁ ଡଃ ନାଏକଙ୍କୁ ୮୩ ବର୍ଷ ହୋଇଥିଲା । ଦୁର୍ବୃତର ଆକ୍ରମଣରେ ଗୁରୁତର ଭାବେ ଆହତ ଡଃ ନାଏକ ଝାରସୁଗୁଡା ସ୍ଥିତି

କରୋନା କାଳରେ ୱେବ୍ ସତସଙ୍ଗ

ଭୁବନେଶ୍ୱର(ଭାଗବତ ତ୍ରିପାଠି): ସମଗ୍ର ପୃଥିବୀକୁ କରୋନ ମହାମାରୀ ୨୦୧୯ କରାୟତ କରି ରଖିଚି । ମାନବ ସମାଜ ଏବେ ଉପାୟ ଶୁନ୍ୟ ।ଏହି ଘଡିସନ୍ଧି ମୁହୂର୍ତ୍ତ ରେ ମାନବ ସମାଜର ଉଦ୍ଧାର କର୍ତ୍ତା ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଭକ୍ତ ଏବଂ ଅନୁରାଗୀ ମାନେ ଆଚାର୍ଯ୍ୟଦେବ ଶ୍ରୀ ଶ୍ରୀ

ଜୋରସୋରରେ ଚାଲିଛି ତିନିରଥର ନିର୍ମାଣ

ପୁରୀ: ଆସନ୍ତା ଜୁଲାଇ ୧୨ ତାରିଖରେ ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ହାତଗଣତି ପରି ଆଉ ମାତ୍ର ରହିଲା ୧୪ ଦିନ । ରଥଯାତ୍ରା ଯେତିକି ପାଖେଇ ଆସୁଛି ତିନିରଥ ନିର୍ମାଣ କାର୍ଯ୍ୟ ସେତିକି ଅଗ୍ରଗତିରେ ଚାଲିଛି । ମିଳିଥିବା ସୂଚନା

ଓପିଟିସିଏଲ୍ ପେନସନରମାନଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା ଯୋଜନା

ଭୁବେନଶ୍ୱର: ଓଡିଶା ବିଦ୍ୟୁତ ଶକ୍ତି ସଞ୍ଚାର ନିଗମ ଲିମେିଟଡ ଆଜି କମ୍ପାନୀର ଅବସରପ୍ରାପ୍ତ କମର୍ଚାରୀମାନଙ୍କ ପାଇଁ ଓରିଏଂଟଲ ରାଷ୍ଟ୍ରାୟତ ବୀମା କମ୍ପାନୀର ସହେଯାଗେର ଏକ ସ୍ୱାସ୍ଥ୍ୟ ବୀମା ଯୋଜନାର ଶୁଭାରମ୍ଭ କରିଛି । ଏହି ଅବସରେର ଓପିଟିସିଏଲ ପରିଚାଳନା ନେିଦ୍ଦର୍ଶକ ଶ୍ରୀ ସଂଜୀବ ସିଂ

କଳାହାଣ୍ଡିରେ ତରଳ ଅକ୍ସିଜେନ ପ୍ଲାଣ୍ଟର ଭିତ୍ତପ୍ରସ୍ତର

ଭବାନୀପାଟଣା - କଳାହାଣ୍ଡି ସମେତ ସାରା ରାଜ୍ୟରେ କୋରନା ମହାମାରୀ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଥିବାବେଳେ ଦ୍ୱିତୀୟ ଲହର ଥମିବାପରେ ସମ୍ଭାବ୍ୟ ତ୍ରୃତୀୟ ଲହର କୁ ନେଇ ସମସ୍ତ ଙ୍କୁ ଚିନ୍ତାଘାରିଛି ।ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ବର୍ତ୍ତମାନ ଠାରୁ ପ୍ରସ୍ତୁତ ଅଛନ୍ତି । ପ୍ରସ୍ତୁତି

ଅନାଥ ଶିଶୁଙ୍କ ଉପରେ ପଡିଲା ପ୍ରଶାସନ୍‌ର ଦୃଷ୍ଟି

କେନ୍ଦୁଝର: କେନ୍ଦୁଝର ସଦର ବ୍ଲକର କାଉଁରିକଳା ଗ୍ରାମର ଦୁଇ ପିତୃମାତୃହୀନ ଶିଶୁଙ୍କ ଉପରେ ପ୍ରଶାସନର କୃପା ଦୃଷ୍ଟି ପଡିଥିବାର ଲକ୍ଷ୍ୟ କରାଯାଇଛି । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଏବଂ ଶିଶୁ ମଙ୍ଗଳ ସମିତିର ସଦସ୍ୟା ଉକ୍ତ ଦୁଇ ପିଲାଙ୍କ ନିକଟରେ ପହଂଚି ସେମାନଙ୍କ ଭଲ ମନ୍ଦ ବୁଝିବା ସହ